Movie prime

ଜବରଦସ୍ତି ଭାଇ ବୋହୂ ସହ ସମ୍ପର୍କ ରଖିବା ପଡ଼ିଲା ଦେଢ଼ଶୁର କୁ ମହଙ୍ଗା, ପ୍ରାଇଭେଟ୍ ପାର୍ଟ୍ କାଟିଦେଲା ଭଇବୋହୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାନ ଭାଇ ମରିଯିବା ପରେ ନିଜର ଭାଇ ବୋହୂ ସହ ଶାରୀରିକ ସମ୍ପର୍କ ରଖିଥିଲା ଦେଢ଼ଶୁର। ଏପଟେ ସ୍ୱାମୀ ମରୁ ମରୁ ସ୍ତ୍ରୀ ଆଉ ଜଣକ ସହ ସଂପର୍କ ରଖିଥିଲା।
Special Report
ସ୍ୱାମୀ ମାରିବାକୁ ମାତ୍ର ୧୫ ଦିନ ହୋଇଥିବା ବେଳେ ସ୍ତ୍ରୀ ତାର ପ୍ରେମିକକୁ ବିବାହ କରିବା କଥା କହିଥିଲା। ଆଉ ସେ କଥାକୁ ଦେଢ଼ଶୁର ଶୁଣି ଦେଇଥିଲା। ଆଉ ସେ ଦେଢ଼ଶୁର ହୋଇ ମଧ୍ୟ ଭାଇ ବୋହୂ ସହ ଖରାପ୍ ସମ୍ପର୍କ ରଖିଥିଲା।
ମହିଳାଙ୍କ ନାମ ଜୟନ୍ତୀ ହୋଇଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କର ସ୍ଵାମୀଙ୍କ ମୃ-ତ୍ୟୁ ହୋଇଥିଲା। ଜୟନ୍ତୀ ତାଙ୍କର ସ୍ୱାମୀ ମରିବାର ଦୁଃଖକୁ ଭୁଲି ଫେସବୁକ୍ ରେ ଆଉ ଏକ ନୂଆ ପ୍ରେମିକ କରି ବସିଥିଲେ।
ଜୟନ୍ତୀ ନିଜର ଶଶୁର ଘରେ ଦେଢ଼ଶୁର ଓ ଯାଆ ଙ୍କ ସହ ରହୁଥିଲେ। ସବୁଦିନ ରାତିରେ ସମସ୍ତେ ସୋଇ ସାରିବା ପରେ ଜୟନ୍ତୀ ସବୁଦିନ ରାତିରେ ତାଙ୍କର ପ୍ରେମିକ ଗୋପାଳ କୁ ଘରକୁ ଡାକି ନେଇ ଆସୁଥିଲେ।
Special Report
ଆଉ ସକାଳ ହେବା ମାତ୍ରେ ତାଙ୍କ ଘରୁ ଗୋପାଳ ବାହାରି ଚାଲି ଯାଉଥିଲା। ହେଲେ ଏହି ଘଟଣା ଅନେକ ଦିନ ଧରି ଲାଗି ରହିଥିବା ବେଳେ ଦେଢ଼ଶୁର ଙ୍କ ଆଗରେ ଭାଇ ବୋହୂ ର ଏହି ଚୋରା ପିରତି ଧରା ପଡି ଯାଇଥିଲା।
ଆଉ ଦେଢ଼ଶୁର ମଧ୍ୟ ତାର ଭାଇ ବୋହୂ ସହ ସମ୍ପର୍କ ରଖିବାକୁ ଚାହୁଁ ଥିଲା। ସମ୍ପର୍କ ନରଖିଲେ ତାର ପ୍ରେମ କାହାଣୀ ସମସ୍ତଙ୍କ ସମ୍ମୁଖ ରେ କହିଦେବ ବୋଲି ଧମକ ମଧ୍ଯ ଦେଉଥିଲା।
ଆଉ ଏହାପରେ ଜୟନ୍ତୀ ତାର ପ୍ରେମିକ ସହ ମିଶି ଦେଢ଼ଶୁର କୁ ମାରି ଦେବା ପାଇଁ ଯୋଜନା କରିଥିଲା। ଆଉ ଶେଷରେ ସେଭଳି ହିଁ କିଛି କରିଥିଲା।ନିଜ ପ୍ରେମିକ ସହ ମିଶି କିଛି ସୂପାରି ଦିଆ ଗୁଣ୍ଡକୁ ଡ଼ାକି ନିଜ ଦେଢ଼ଶୁର କୁ ହିଁ ଜୀବନରୁ ମାରି ଦେଇଥିଲା।
ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ସଂପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.