Movie prime

ପ୍ରେମ ପ୍ରତିଶ୍ରୁତି ଦେଇ ଧୋକା ଦେବା ପଡ଼ିଲା ମହଙ୍ଗା ଦେଖନ୍ତୁ ନେଲେ ନାମ Exclusive Visua

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ପ୍ରେମ କରୁଛନ୍ତି ଯାହା ଦେଖିଲେ ଆପଣ ବି ବିଶ୍ବାସ କରିପାରିବେ ନାହିଁ ।
ଲୋକମାନେ ପ୍ରେମ କରିବା ପାଇଁ ଏଭଳି ସବୁ ରାସ୍ତା ଆପଣାଇ ନେଉଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଲୋକମାନେ ଏଭଳି ସବୁ କାମ କରିବା ଏହି ସମାଜ ପାଇଁ ଖରାପ ଅଟେ ।
ଲୋକମାନେ ପ୍ରେମ କରିବା ପରେ ଏଭଳି ସବୁ କାମ କରି ଚାଲନ୍ତି ଯେଉଁଥିପାଇଁ ସେମାନେ କିଛି ପରେ ଭାବନ୍ତି ନାହିଁ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ କ୍ରୋଧ ଆସିଯିବ ।
Special report
ଯୁବକ ଜଣକ ଯୁବତୀଙ୍କୁ ଭଲ ପାଇଲେ । ଆଉ ଅନେକ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଲେ । ଆଉ ଏହାପରେ ଏଭଳି କାମ କରିଲେ ଯାହା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ । ଯୁବତୀ ଜଣଙ୍କୁ ତାଙ୍କ ପ୍ରେମିକ ମିଛରେ ଭଲ ପାଉଥିଲା ବୋଲି ସେ ଜାଣି ନଥିଲେ । ଆଉ ସେହି ଯୁବତୀ ଜଣକ ଭାବିଥିଲେ କି ତାଙ୍କ ପ୍ରେମିକ ତାଙ୍କୁ ସତରେ ଭଲ ପାଉଛନ୍ତି ।
ଆଉ ଏବେ ଏହି ସାହୁ କଥାର ଫର୍ଦ୍ଧାଫାସ ହୋଇଛି । ଭରତପୁର ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଥିଲା । ଏହି ପ୍ରେମିକ ଜଣଙ୍କ ୩ ବର୍ଷ ତଳେ ସେହି ଯୁବତୀଙ୍କୁ ଦେଖିଥିଲେ । 
ଆଉ ଉଭୟ ଉଭୟଙ୍କୁ ଭଲ ପାଇଲେ । କିନ୍ତୁ ଏହି ଯୁବକ ବିଭୁ ନାୟକ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଭଲ ପାଉଥିଲା । ଆଉ ସେ ଅନେକ ମିଛ କହି ଶାରୀରିକ ସଂପର୍କ ମଧ୍ୟ ରଖିଲା ।
ଏହାପରେ ଯେତେବେଳେ ଯୁବତୀ ଜଣକ ଏହି ବିଷୟରେ ଜାଣିପାରିଲେ ସେତେବେଳେ ସେ ଥାନାର ଦ୍ବାରସ୍ଥ ହୋଇଥିଲେ । ଏହି ପ୍ରେମିକ ଜଣକ ଆଉ କାହାକୁ ବାହା ହେବାକୁ ଯାଉଥିଲେ । ଏହି କଥା ଯୁବତୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଆଉ ପୋଲିସ ଏବେ ତାଙ୍କୁ ଗିରଫ କରିଛି ।