Movie prime

ଭାରତ ଆସିବାକୁ କାନ୍ଦିଲେଣି ସାନିଆ , ମୋଦୀ ଜି ମତେ ଆଉ ମୋ ପିଲା କୁ ବଞ୍ଚାଅ... ମୁଁ ବହୁତ୍ ଟେନସନ୍ ରେ ଅଛି

 
Special Report
ନମସ୍କାର ପାଠକ ବନ୍ଧୁ।ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ଙ୍କ ବିବାହ ବିଚ୍ଛେଦ କୁ ନେଇ ଆସିଲା ବଡ ଖବର।ସାନିଆ ମିର୍ଜା ଙ୍କ ବାପା ଇମ୍ରାନ ମିର୍ଜା ଦେଲେ ବଡ ଖବର।ସୂଚନା ଅନୁସାରେ ଆପଣ ମାନେ ଜାଣି ଥିବେ ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି।
Special Report
ସୋଏବ ମଲ୍ଲିକ ଏବେ ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦ ଙ୍କୁ ବିବାହ କରିଛନ୍ତି।ଏହି ବିବାହ ରେ ଅନେକ ଫଟୋ ସାନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।କଣ ପାଇଁ ସାନିଆ ମିର୍ଜା ସୋଏବ ଙ୍କୁ ଛାଡ ପତ୍ର ଦେଲେ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁସାରେ ୨୦୧୦ ମସିହା ରେ ସୋଏବ ମଲ୍ଲିକ ଓ ସାନିଆ ମିର୍ଜା ପ୍ରଥମେ ଦେଖା ହୋଇ ଥିଲେ।ଏହା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠି ଥିଲା।ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଲେ।ଏହି ବିବାହ କୁ ପ୍ରଥମେ କେହି ବି ରାଜି ନ ଥିଲେ।
ଏହାର କାରଣ ହେଉଛି ସୋଏବ ମଲ୍ଲିକ ପାକିସ୍ତାନ ଯୁବକ ଥିଲେ।ଏହା ପରେ ସେମାନଙ୍କ ବିବାହ ହୋଇ ଥିଲା।ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି।ହେଲେ ଏବେ ଶୁଣିବାକୁ ମିଳୁଛି କି ଉଭୟ ଙ୍କ ମଧ୍ୟ ରେ ବିବାହ ବିଚ୍ଛେଦ ହୋଇଚି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଏ ନେଇ ମୁହଁ ଖୋଲିଛନ୍ତି ସାନିଆ ଙ୍କ ବାପା ଇମ୍ରାନ ମିର୍ଜା।ସେ କହିଛନ୍ତି କି ଏହି ଛାଡ ପତ୍ର ପାଇଁ ସାନିଆ ହିଁ ଦାୟୀ।ଏଥିରେ ସୋଏବ ଙ୍କ ର କିଛି ବି ଭୂମିକା ନାହିଁ।ସବୁ ପରିବାର ରେ ଝଗଡ଼ା ରହିଛି।ହେଲେ ଏପରି ନିଜ ଘର ଭାଙ୍ଗିବା ଠିକ୍ ନୁହେଁ।ତାହାକୁ ସମାଧାନ କରିବା ଉଚିତ।
ଇସଲାମ ଧର୍ମ ରେ ମହିଳା ମାନେ ଇଚ୍ଛା କଲେ ତାଙ୍କ ସ୍ଵାମୀ ଙ୍କ ଠାରୁ ଛାଡ ପତ୍ର ନେଇ କରିବେ।ଏହି ନିୟମ ତାଙ୍କ ଧର୍ମ ରେ ରହିଛି।ଏହି ନିୟମ ଅନୁସାରେ ପୁରୁଷ ମାନଙ୍କ ଇଚ୍ଛା ବିନା ମହିଳା ମାନେ ଆଗୁଆ ଛାଡ ପତ୍ର ନେଇ ପାରିବେ।ଯେତେବେଳେ ସାନିଆ ତାଙ୍କୁ ଛାଡ ପତ୍ର ଦେଇଥିଲେ।
ଏହା ପରେ ତାଙ୍କ ସ୍ଵାମୀ ତାଙ୍କୁ ଛାଡ ପତ୍ର ଦେଲେ।ଏଥିରେ ଭୁଲ କେଉଁଠି ରହିଲା।ସେ ଛାଡ ପତ୍ର ପରେ ଅନ୍ୟ ସ୍ଥାନ ରେ ବିବାହ କରିଛନ୍ତି।ସାନିଆ ମିର୍ଜା ଙ୍କ ବାପା ଙ୍କ ଏଭଳି କଥା ରେ ସମସ୍ତେ ଏବେ ଚକିତ ହୋଇ ଯାଇଛନ୍ତି।
ନିଜ ଝିଅ ପାଇଁ ଏଭଳି କିଛି କହିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ଏବେ ଶୁଣିବାକୁ ମିଳୁଚି।ଏବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଚି।