Movie prime

ଭାରତ ଜିତିଲେ କପଡା ଖୋଲି ବୁଲିବେ ଏହି ଅଭିନେତ୍ରୀ ଦେଖନ୍ତୁ କଣ କହିଲେ ସମସ୍ତଙ୍କ ସାମ୍ନାରେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ଅର୍ଥାତ ନଭେମ୍ବର ୧୯ ତାରିଖ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଖେଳାଯିବ।ଏହି ମ୍ୟାଚ୍ କୁ ଦେଖିବା ପାଇଁ ଅନେକ ଙ୍କ ମଧ୍ୟରେ ଉତ୍କଣ୍ଠା ଜାତ ହୋଇଛି।
Special report
ଆଗରୁ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚ କୁ ଦେଖିବା ପାଇଁ ଅନେକ ଅଭିନେତ୍ରୀ ଓ ନାମୀ ଦାମୀ ଲୋକ ମାନେ ଷ୍ଟାଡିୟମ୍ ରେ ଉପସ୍ଥିତ ଥିଲେ।ଏବେ ଦେଖିବାକୁ ବାକି ରହିଲା ଗତ କାଲି ଖେଳା ଯିବାକୁ ଥିବା ମ୍ୟାଚ କୁ ଦେଖିବା ପାଇଁ କେଉଁ ମାନେ ପଡିଆ କୁ ଆସୁଛନ୍ତି।
ସୂଚନା ଅନୁସାରେ ଏହି ମ୍ୟାଚ ରେ ଭାରତୀୟ ଦଳ ଜିତିଲେ ଜଣେ ବିରୀୟାନି ବେପାରୀ ମାଗଣା ରେ ବିରିୟାନୀ ଦେବେ।ସେହି ପରି ଭାବେ ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ଏପରି କିଛି କଥା କହିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special report
ସେ କହିଛନ୍ତି କି ଯଦି ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଭାରତୀୟ ଦଳ ବିଜୟ ହାସଲ କରେ ତେବେ ସେ ବିଶାଖାପାଟଣା ସମୁଦ୍ର କୂଳ ରେ ପୋଷାକ ଖୋଲି ବୁଲିବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
Special report
ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ।ତାଙ୍କ ନାମ ହେଉଚି ରେଖା ବୋଝ।ସେ ନିଜ ନାମ କୁ ପ୍ରଚାର କରିବା ପାଇଁ ଏପରି କିଛି ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
ପୂର୍ବରୁ ପୁନମ ପାଣ୍ଡେ ନାମକ ଜଣେ ଅଭିନେତ୍ରୀ ଏପରି କହି ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲେ।ଏବେ ରେଖା ମଧ୍ୟ କହିଛନ୍ତି କି ସେ ବିଶାଖାପାଟଣା ସମୁଦ୍ର କୂଳ ରେ ପୋଷାକ ଖୋଲି ବୁଲିବେ।
ସୂଚନା ଅନୁସାରେ ଗତ କାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।ଏହାକୁ ଦେଖିବା ପାଇଁ ଅନେକ ଲୋକ ଷ୍ଟାଡିୟମ୍ କୁ ଆସିବେ।ଏବେ ଲୋକ ଙ୍କ ମଧ୍ୟରେ ଏହି ମ୍ୟାଚ୍ କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.