Movie prime

ଭାରତ ର ଚନ୍ଦ୍ର ମିଶନ ସଫଳ ପରେ ଇର୍ଷା ରେ ଜଳିଲା ପାକିସ୍ତାନ ! ପାକ ମିଡ଼ିଆ କହିଲା ଭାରତ ମିଛ ଫଟୋ ଦେଖାଉଛି

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଦେଶ ବିଦେଶ ରେ ପରିଚିତ ହେବାକୁ ବସି ଲାଣି।ଭାରତ ହେଉଚି ପ୍ରଥମ ଦେଶ ଯିଏ କି ଏତେ କମ ସମୟ ମଧ୍ୟ ରେ ଏତେ କମ୍ ବଜେଟ ରେ ଚନ୍ଦ୍ର ଯାନ ତିନି ନିର୍ମାଣ କରିଛନ୍ତି।ଏହାର ମୂଲ୍ୟ ମାତ୍ର ୬୩୦ କୋଟି ଟଙ୍କା।
Special report
ଏହାପୂର୍ବରୁ ଅନେକ ଦେଶ ବହୁ ଅର୍ଥ ଖର୍ଚ୍ଚ କରି ଚନ୍ଦ୍ର ଯାଇଛନ୍ତି।ଆଜି ସନ୍ଧ୍ୟା ୬..୦୪ ମିନିଟ ରେ ଏହା ଚନ୍ଦ୍ର ର ଦକ୍ଷିଣ ପରେ ଅବତରଣ କରିବ।ଯାହାକୁ ନେଇ ସାରା ଭାରତ ବାସୀ ଉତ୍ସାହିତ ଅଛନ୍ତି।ସେମାନେ ଅପେକ୍ଷା କରି ରହିଛନ୍ତି କେତେବେଳେ ଚନ୍ଦ୍ର ଯାନ ତିନି ଚନ୍ଦ୍ର ରେ ପହଞ୍ଚିବ।
ଶେଷ ରେ ଏହା ସଫଳ ମଧ୍ୟ ହେଲା।ବିକ୍ରମ ଲ୍ୟାଣ୍ଡର ଆଜି ୬.୦୪ ମିନିଟ ରେ ଚଦ୍ର ରେ ପହଞ୍ଚିଛି।ହେଲେ ଆପଣ ମାନେ ଜାଣି ନ ଥିବେ କି କାହିଁକି ଇସ୍ରୋ ର ବୈଜ୍ଞାନିକ ମାନେ ୨୩ ଅଗଷ୍ଟ ରେ ଚନ୍ଦ୍ର ଯାନ ଲଞ୍ଚ କରେଇଲେ।ତାହା ଆମେ ଆପଣ ମାନଙ୍କୁ ଆଜି କହିବାକୁ ଯାଉଛୁ।
Special report
ଯାହାକୁ ଶୁଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।ଏହାର କାରଣ ହେଉଛି ଚନ୍ଦ୍ର ପୃଷ୍ଠ ରେ ଲଗାତାର ୧୪ଦିନ ରାତି ହେଉଥିବା ବେଳେ ୧୪ ଦିନ ଲଗାତାର ଦିନ ହୋଇ ଥାଏ।୨୩ ଅଗଷ୍ଟ ରେ ଚନ୍ଦ୍ର ପୃଷ୍ଠ ରେ ଦିନ ହୋଇ ଥିବ।ସେଠାରେ ସୂର୍ଯ୍ୟ ଙ୍କ ର କିରଣ ପଡି ଥିବ।
ସେଥିପାଇଁ ଚନ୍ଦ୍ର ଯାନ ତିନି କୁ ଦକ୍ଷିଣ ଦିଗ ରୁ ପଡୁ ଥିବା ସୂର୍ଯ୍ୟ କିରଣ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଗଲା।ଏହା ଦ୍ବାରା ଚନ୍ଦ୍ର ଯାନ ୩ ର କୌଣସି ବିଶେଷ ଖିତି ହେଲା ନାହିଁ।ଏବେ ଆସନ୍ତୁ ଅନ୍ୟ ଏକ କାରଣ ଜାଣିବା।ଚନ୍ଦ୍ର ପୃଷ୍ଠ ରେ ଅଗଷ୍ଟ ୨୨ ତାରିଖ ରାତି ଶେଷ ହେଉଚି।
Special report
ଅଗଷ୍ଟ ୨୩ ତାରିଖ ସକାଳେ ଏହା ଦିନ ହେବ।ସୂର୍ଯ୍ୟ ଙ୍କ ର କିରଣ ସେଠାରେ ପଡ଼ିବ।୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଦିଗ ରେ ସୂର୍ଯ୍ୟ ଙ୍କ ର କିରଣ ପଡି ରହିବ।ରାତି ରେ ଚନ୍ଦ୍ର ର ତାପମାତ୍ରା -୨୩୦ ଡିଗ୍ରୀ ଥାଏ।ରାତି ସରି ଦିନ ହେଲେ ତାପାମାତ୍ରା ସାମାନ୍ୟ ରହିବ।
Special report
ସେଥିପାଇଁ ଇସ୍ରୋ ଚନ୍ଦ୍ର ଯାନ ୩ କୁ ସେହି ଦିନ ଲ୍ୟାଣ୍ଡ କରାଇବ।ଇସ୍ରୋ ଏ ଏଭଳି କାର୍ଯ୍ୟ କୁ ଲୋକ ମାନେ ଖୁବ୍ ପ୍ରଶଂସା କରିଛନ୍ତି।ଏହା ଭାରତ କୁ ବହୁତ ବଡ ସଫଳତା ଦେଇଚି।ଇତିହାସ ରଚନା କରିଛି ଭାରତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.