Movie prime

ଆମେରିକା କମ୍ପାନୀ ଭାରତ ସମୁଦ୍ର ରେ ଖୋଜି ପାଇଲା ବିଶାଳ ଗର୍ତ୍ତ, ଭଗବାନ୍ ଶିବ ଙ୍କ ଜ୍ୟୋତି ଲିଙ୍ଗ ସେଇଠାରେ ରହିଥିବା ହେଉଚି ଅନୁମାନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ପାତାଳ କୁ ରାସ୍ତା ଖୋଜିଛନ୍ତି ବୈଜ୍ଞାନିକ।୫୦୦ କିଲୋମିଟର ର ରହିଛି ଦ୍ବାର। ଏହା ଅଷ୍ଟ୍ରେଲିଆ ବୈଜ୍ଞାନିକ ଦାବୀ କରିଛନ୍ତି।
Special report
ଅଷ୍ଟ୍ରେଲିଆ ର କିଛି ବୈଜ୍ଞାନିକ କହିଛନ୍ତି କି ସମୁଦ୍ର ତଳେ ଏଭଳି ଏକ ବିରାଟ ଗାତ ରହିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀ ରେ ମିଳିଥିବା ସମସ୍ତ ଗାତ ଠାରୁ ବଡ଼ ଅଟେ। ଉଲ୍କା ପିଣ୍ଡ କାରଣରୁ ଏହି ଗାତ ସୃଷ୍ଟି ହୋଇଛି ବୋଲି କୁହା ଯାଉଛି।
ସେମାନେ ଏହାର ନାମ ଡେନିଲିଗ୍ରିନ ରଖିଛନ୍ତି।ଏହାର ମୋଟେଇ ୫୨୩ କିଲୋମିଟର ଠାରୁ ଅଧିକ ବୋଲି ଜଣା ପଡ଼ିଛି। ଦୁନିଆରେ ଏଭଳି ଅନେକ ଜିନିଷ ରହିଛି ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି।
ଏହି ରହସ୍ୟର ଅନୁସନ୍ଧାନ କରିବା ପାଇଁ ଅନେକ ବୈଜ୍ଞାନିକ ମାନେ ମଧ୍ୟ ଦିନରାତି ଖୁବ ପରିଶ୍ରମ କରୁଛନ୍ତି। ବେଳେ ଏଭଳି ରହସ୍ୟ ସାମ୍ନାକୁ ଆସିଥାଏ ଯାହା ସମ୍ପର୍କରେ ମଣିଷ କେବେ ହେଲେ ମଧ୍ୟ ଚିନ୍ତା କରି ନଥାଏ।
Special report
ଏହି ରହସ୍ୟ ପୃଥିବୀ ର ଗଭୀରତା ରେ ଲୁଚି ରହିଥାଏ। ଯାହା ସମ୍ପର୍କରେ ମଣିଷ କିଛି ହେଲେ ମଧ୍ୟ ସନ୍ଧାନ ପାଇ ନଥାଏ। ହେଲେ ବର୍ତ୍ତମାନ ସମୟରେ ମଣିଷ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସେହି ସ୍ଥାନରେ ମଧ୍ୟ ଖୁବ୍ ସହଜରେ ପହଞ୍ଚି ପାରୁଛି।
ଏବଂ ଗଭୀର ରହସ୍ୟ ମଧ୍ୟ ଖୋଜି ପାଉଛି। ନିକଟରେ ଅଷ୍ଟ୍ରେଲିଆର କେତେକ ବୈଜ୍ଞାନିକ ଏହା ଦାବି କରିଛନ୍ତି କି ସମୁଦ୍ର ମଧ୍ୟରେ ଏଭଳି ଏକ ଗାତ ରହିଛି ଯାହାକି,
ପୃଥିବୀରେ ମିଳିଥିବା ଗତ ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଅଟେ।ଅନ୍ୟ ଗ୍ରହ ରୁ ଖସି ପଡ଼ିଥିବା ଉଲକା ପିଣ୍ଡ କାରଣରୁ ଏହି ଗାତ ସୃଷ୍ଟି ହୋଇଛି। ଉଲକା ପିଣ୍ଡ ଖସିବା କାରଣରୁ ଯଦି ସମୁଦ୍ରର ତଳ ଭାଗରେ ଏଭଳି ଗାତ ସୃଷ୍ଟି ହୋଇଛି।
ତେବେ ଭାବନ୍ତୁ କି ଯଦି ଏହା ସ୍ଥଳ ଭାଗରେ ପଡ଼ି ଥାଆନ୍ତା ତେବେ ଏହାର ଅବସ୍ଥା କଣ ହୋଇ ଥାଆନ୍ତା। ବୈଜ୍ଞାନିକ ମାନେ ଏହାର ଅନୁସନ୍ଧାନ କରି ନାହାଁନ୍ତି କେବଳ ସେମାନେ ଫଟୋ ଆଧାରରେ ଏହାର ଦାବୀ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.