Movie prime

ଇଚ୍ଛା ନ ଥାଇ ମଧ୍ୟ ନିଜ ଭାରତ ରତ୍ନ ପୁରସ୍କାର ଫେରାଇବାକୁ ପଡ଼ିବ ସଚିନ ଙ୍କୁ, କାନ୍ଦି କାନ୍ଦି କହିଲେ କି ଯଦି ତମେ ମାନେ ନେଇଯିବ, ତାହାଲେ ମୁଁ ଦେଶ ଛାଡ଼ିବି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଭାରତ ର କ୍ରିକେଟ ର ଭଗବାନ କୁହା ଯାଇଥିବା ସଚିନ ତେନ୍ଦୁଲକର।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ଆଜି ସେ ଦେଶ ବିଦେଶରେ ତାଙ୍କ ଖେଳ ପାଇଁ ପରିଚିତ।
Special report
ସେ କ୍ରିକେଟ ଜଗତ ରେ ଏତେ କିଛି ରେକର୍ଡ ସୃଷ୍ଟି କରିଛନ୍ତି ଯେ ତାହାକୁ ଭାଙ୍ଗିବା ପାଇଁ ଏଯାଏଁ କୌଣସି ଖେଳାଳି ମାନେ ସାହାସ କରି ପାରି ନାହାଁନ୍ତି।ବର୍ତ୍ତମାନ ସମୟ ରେ ଅନେକ ଖେଳାଳି ଚେଷ୍ଟା କରିଛନ୍ତି ତାଙ୍କ ପୂର୍ବ ରେକର୍ଡ ଭାଙ୍ଗି ବା ପାଇଁ।କିନ୍ତୁ କେହି ଏପରି କରି ପାରି ନାହାଁନ୍ତି।ଆମେ ଆଜି ଆପଣ ମାନଙ୍କୁ ସେହି କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ଙ୍କ ବିଷୟ ରେ କହିବାକୁ ଯାଉଛୁ।
ଆମେ ତାଙ୍କ ବିଷୟ ରେ ଏପରି କିଛି କଥା କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ତାଙ୍କୁ ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ କରା ଯାଇଚି।କିନ୍ତୁ ଏବେ ସେ ଏପରି କିଛି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।ସେଥିପାଇଁ ଲୋକ ମାନେ ତାଙ୍କ ଠାରୁ ଭାରତ ରତ୍ନ ପୁରସ୍କାର ଫେରାଇ ଆଣିବା ପାଇଁ ଇଚ୍ଛା କରିଛନ୍ତି।
Special report
ଲୋକ ମାନେ ତାଙ୍କ ଘର ସାମନା ରେ ହଂଗାମା କରିଛନ୍ତି।ତାଙ୍କ ଗେଟ୍ ବାହାରେ ଭଙ୍ଗା ରୁଜା କରିଛନ୍ତି। ଏବଂ ଭାରତ ରତ୍ନ କୁ ଫେରାଇବା ପାଇଁ ଦାବି କରିଛନ୍ତି।ତାଙ୍କ ଭଳି ଲୋକ ପାଖରେ ରହିବା ଠିକ୍ ନୁହେଁ।ସେ ଜଣେ ଅଯୋଗ୍ୟ ବ୍ୟକ୍ତି ବୋଲି ଲୋକ ମାନେ କହିଛନ୍ତି।
ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।କେତେ ବେଳେ ନିଜ ଝିଅ ସାରା ତେନ୍ଦୁଲକର ଙ୍କ ପାଇଁ ତ କେତେବେଳେ ନିଜ ପୁଅ ସଚିନ ତେନ୍ଦୁଲକର ଙ୍କ ପାଇଁ।ଏମିତି ଅନେକ କିଛି ମିଛ ଖବର ତାଙ୍କ ବିଷୟରେ ଶୁଣିବାକୁ ମିଳେ।ଏବେ ସେ କିଛି ଟଙ୍କା ପାଇଁ ଏପରି କିଛି କାମ କରିଛନ୍ତି।
Special report
ଯାହାକୁ ଲୋକ ମାନେ ପସନ୍ଦ କରି ନାହାନ୍ତି।ସୂଚନା ଅନୁସାରେ ସେ ଏବେ କିଛି ଟଙ୍କା ପାଇଁ ଏକ ବେଟିଂ ୱେବ୍ ସାଇଟ୍ ର ପ୍ରମୋସନ ଯାହାକି ପେଟିଏମ୍ ର ଅଟେ।ଏହା କେବଳ ଲୋକ ମାନଙ୍କୁ ଠକିବା ପାଇଁ ଖୋଲା ଯାଇଛି।ଯାହାକୁ କି ଏବେ ସଚିନ ତେନ୍ଦୁଲକର ପ୍ରମୋସନ୍ କରିଛନ୍ତି।
କହିବାକୁ ଗଲେ ଏହି ଆପ ଟି ଏକ ଜୁଆ ଖେଳ।ସଚିନ ଏଭଳି ଜୁଆ ଖେଳ କୁ ସମର୍ଥନ କରିଛନ୍ତି।ଆଜି ର ଯିବ ପିଢ଼ି ମାନଙ୍କୁ ଏହି ଆପ ମାଧ୍ୟମ ରେ ସଚିନ ତେନ୍ଦୁଲକର ଠକିଛନ୍ତି।ଯାହାକୁ ଖୁବ୍ ବିରୋଧ କରିଛନ୍ତି କିଛି ଲୋକମାନେ।ସେଥିପାଇଁ ସେମାନେ ସଚିନ ତେନ୍ଦୁଲକର ଙ୍କୁ ଭାରତ ରତ୍ନ କୁ ଫେରାଇବାକୁ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.