Movie prime

ଭାଉଜ ଦିଅରଙ୍କ ସବୁ ସତ ପଡ଼ିଲା ପଦାରେ ଦେଖନ୍ତୁ କେମିତି ଛୋଟ ଛୁଆ ସାମ୍ନାରେ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଛି ଲୋକ ବିବାହ କରି ମଧ୍ୟ ପ-ର-କ୍ରି-ୟା-ପ୍ରୀ-ତି ରେ ଲୀନ ରହିଥାନ୍ତି। ବିବାହ କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏକ ଭଲ ସମ୍ପର୍କ ଗଢି ହୋଇ ଦୁହେଁ ନିଜର ସାଂସାରିକ ଜୀବନ ଆରମ୍ଭ କରିଥାନ୍ତି।
Special report
ଆଜିକାଲି ଯୁଗରେ ବିବାହ ଏକ ଖେଳଘର ହୋଇ ଗଲାଣି, ବିବାହକୁ ନେଇ ଅନେକ ସମସ୍ୟା ପ୍ରତିଦିନ ଦେଖିବାକୁ ମିଳୁଛି। ବିବାହ କରି ସାରିବା ପରେ ମଧ୍ୟ କିଛି ପୁରୁଷ ଏବଂ ନାରୀ ଏମିତି ଅଛନ୍ତି ଯେଉଁ ମାନେ ଅନ୍ୟ କାହା ସହ ଶା-ରୀ-ରି-କ ସମ୍ପର୍କ ରଖି ଥାଆନ୍ତି। 
ଯାହାକି ଲ-ଜ୍ୟା ଜନକ ଏବଂ ନି-ନ୍ଦ-ନୀ-ୟ କାର୍ଯ୍ୟ ଅଟେ। ଆଜି କାଲିର ଯୁବ ପିଡି ବିବାହ ର ପବିତ୍ର ବନ୍ଧନକୁ ନିଜର ଦେହର ଭୋକ ଆଗରେ ଅପବିତ୍ର କରିବାରେ ଟିକିଏ ବି ପଛ ଘୁଞ୍ଚା ଦେଉ ନାହାନ୍ତି।
ବିବାହ ପରେ ନିଜ ସାଥି ସହ ଧୋକା ଦେବାରେ ପୁଅ ହେଉ ଅଥବା ଝିଅ କିଏ ବି କାହା ଠାରୁ କମ ନୁହନ୍ତି। ପ-ର-କ୍ରି-ୟା-ପ୍ରୀ-ତି ଏବେ ସାଧାରଣ କଥା ହୋଇଗଲାଣି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। 
Special report
ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା। ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା।
ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋ-ରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ। ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। 
ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ।
ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.