Movie prime

ଭାଉଜ ର ଅଚାନକ ପେଟ କାଟିଲା ଦିଅର ଗଲା ଦେଖିବାକୁ, ଆଉ ମେଡିକାଲ୍ ରେ ଦିଅର କୁ ଦେଖି ସମସ୍ତଙ୍କ ଆଗରେ ଭାଉଜ କଲା ଅନୈତିକ କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଆମ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଏହା କେହି ହେଲେ ମଧ୍ଯ ବିଶ୍ବାସ କରି ପାରିବେ ନାହିଁ।
Special report
ଆମେ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କି ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଏବେ ଦିନକୁ ଦିନ ଖୁବ ଭାଇରାଲ ହେଉଛି।
ତେବେ ଆପଣ ମାନେ ଜାଣିଥିବେ କି ଗୋଟେ ଦିଅର ଓ ଭାଉଜର ସମ୍ପର୍କ ହେଉଛି ଏକ ମାଆ ପୁଅ ର ସମ୍ପର୍କ ଭଳି। ହେଲେ ଏବେ ଏହି ସମ୍ପର୍କରେ ଏବେ କଳଙ୍କ ଲାଗି ଯାଇଛି। ଆଜ୍ଞା ହଁ ସ୍ଵାମୀ ସ୍ତ୍ରୀ ନିଜର ପିଲା ମାନଙ୍କ ସହ ବିବାହଦେବାକୁ ବାର୍ଷିକୀ ମନାଇ ଥିଲେ।
Special report
ହେଲେ ତାର ପର ଦିନ ସେଠାରେ ଘଟି ଯାଇଥିଲା ଏକ ବହୁତ ବଡ଼ ଅଘଟଣ। ଯାହାକୁ ନେଇ ଏବେ ପରିବାର ଲୋକ ସ୍ତବ୍ଧ ହୋଇ ଯାଇଛନ୍ତି। ଆଉ ଥାନାରେ ଅଭିଯୋଗ କରିଛନ୍ତି।
ବିବାହ ବାର୍ଷିକୀ ପର ଦିନ ସ୍ୱାମୀ ନିଜ ପୁଅ ସହ ଦୋକାନ ଯାଇଥିଲେ ଆଉ ଝିଅ ଟି ଛାତ ଉପରେ ବୁଲୁଥିବା ବେଳେ ଘର ଭିତରେ କେବଳ ମହିଳା ଜଣକ ଥିଲେ। ଏହାପରେ ସୁଯୋଗ ପାଇ ଦିଅର ସେହି ଘର ଭିତରକୁ ପ୍ରବେଶ କରିଥିଲା।
Special report
ଏବଂ ଏହାପରେ ସେଠାରେ ସେ ନିଜ ଭାଉଜ କୁ ଜୀବନରୁ ମାରି ଦେଇଥିଲା। ଆଉ ଯେତେବେଳେ ଘର ଭିତରକୁ ସମସ୍ତେ ଆସିଥିଲେ ସେତେବେଳେ ପିଲା ମାନେ ମାଆର ମୃ-ତ ଦେହକୁ ଦେଖି ସ୍ତବ୍ଧ ହୋଇ ଗଲେ।
ସ୍ୱାମୀ ମଧ୍ୟ ସ୍ତ୍ରୀ ର ଏଭଳି ଅବସ୍ଥା କୁ ବିଶ୍ବାସ କରି ପାରିଲା ନାହିଁ। ଆଉ ଯେତେବେଳେ ଦିଅର କୁ ଖୋଜା ପଡ଼ିଲା ସେତେବେଳେ ସେ ଘରୁ ଫେରାର ହୋଇ ଯାଇଥିଲା। ଏହାପରେ ସ୍ଵାମୀ ଜଣକ ଯାଇ ଭାଇ ନାଆଁ ରେ ଥାନାରେ ଏତଲା ଦେଇଥିଲେ।
Special report
ଏବଂ ଏହାପରେ ପୋଲିସ ଉପଯୁକ୍ତ ଅଭିଯୁକ୍ତ କୁ ଧରି ପଚରା ଉଚରା ଜାରି ରଖିଛି। ଆଉ ଖୁବ୍ ଶୀଘ୍ର ତାକୁ କୋର୍ଟ ମଧ୍ୟ ଚାଲାଣ କରାଯିବ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.