Movie prime

4 ପିଲା ର ମା କୁ ଫସେଇ ନେଇଗଲା ଯୁବକ, ପିଲା ଧରି ସ୍ଵାମୀ ବୁଲୁଛି ଥାନା ରୁ ଥାନା

 
Special report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ଚାରି ଜଣ ପିଲାଙ୍କୁ ଛାଡ଼ି ଦେଇ ପ୍ରେମିକ ସହିତ କେଉଁଆଡେ ଫେରାର ହୋଇଯାଇଛନ୍ତି।
ଏଭଳି ଘଟଣା କିଛି ନୂଆ ନୁହେଁ।ପ୍ରତିଦିନ ଏହିପରି ଘଟଣା ଦେଖିବାକୁ ମିଳିଥାଏ।ଦର୍ଶକ ମାନେ ଏଭଳି ଘଟଣା ଦେଖି ବହୁତ କଟୁ କଥା କହିଥାନ୍ତି।ଏହି ଘଟଣା ଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ ମହିଳା ଜଣଙ୍କ ତାଙ୍କ ଦିଅର ଙ୍କ ସହିତ ଫେରାର ହୋଇଯାଇଛନ୍ତି।ସ୍ତ୍ରୀ ଙ୍କୁ ପାଇବା ପାଇଁ ସ୍ବାମୀ ଥାନାର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି।
Special report
ଏଭଳି ଏକ ଅଭାବନୀୟ ଘଟଣା ବିହାର ରେ ଦେଖିବାକୁ ମିଳିଛି।ଚାରି ଜଣ ପିଲାଙ୍କୁ ଛାଡ଼ି ଦେଇ ଭାଉଜ ଦିଅର ଙ୍କୁ ଭଲ ପାଇ ତାଙ୍କ ସହିତ ଫେରାର ହୋଇ ଯାଇଛନ୍ତି।ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଏବେ ଏହି ଘଟଣା କୁ ନେଇ ଫେରାର ହୋଇ ଯାଇଥିବା ମହିଳାଙ୍କ ସ୍ଵାମୀ ରଞ୍ଜିତ କୁମାର ମେହେତା କୋର୍ଟ ରେ ଆବେଦନ କରିଛନ୍ତି।ରଞ୍ଜିତ କହିଛନ୍ତି ଯେ ତାଙ୍କର ବାହାଘର ୨୦୧୦ ମସିହାରେ ନିକଟସ୍ଥ ଗ୍ରାମରେ ହୋଇଥିଲା।
ଏହାପରେ ତାଙ୍କର ଚାରି ଜଣ ପିଲା ଦୁଇ ଜଣ ପୁଅ ଆଉ ଦୁଇ ଜଣ ଝିଅ ରହିଛନ୍ତି।ତାଙ୍କ ପରିବାରର ସମସ୍ତ ପୁରୁଷ ପଞ୍ଜାବ ରେ କାମ କରନ୍ତି। ଯାହାର ଫାଇଦା ଉଠାଇ ପଡୋଶୀ ରେ ରହୁଥିବା ଜଣେ ଯୁବକ ନୀତିଶ କୁମାର ଭାଉଜ ଭାଉଜ କହି ପ୍ରେମ ଜାଲରେ ଫସାଇ ଦେଇଥିଲେ।
ଏହାପରେ ମହିଳା ଜଣଙ୍କ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲା। ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ,ଛୁଆ ଥାଇ ମଧ୍ୟ ଫେରାର ହୋଇଯାଇଛନ୍ତି।
ମହିଳା ଜଣଙ୍କ ଘରୁ ଟଙ୍କା ଆଉ ସୁନା ଗହଣା ଧରି ଚାଲି ଯାଇଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.