Movie prime

ଭାଉଜ କୁ ଜବରଦସ୍ତି ମାଡିବସି ଗର୍ଭନଷ୍ଟ କରିଦେଲା ଦିଅର, ପରେ ଭାଉଜ ଅବସ୍ଥା ସାଙ୍ଘାତିକ ହେବାରୁ ହେଲା ଚମ୍ପଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାଶୂ ଘର କାନ୍ଥ ରୁ ନାଁ ଲିଭିନି ହେଲେ ଲିଭି ଯାଇଛି ବୋହୂର ଜୀବନ ଦୀପ। ଦୁଇଥର ଗ-ର୍ଭ-ପା-ତ ହୋଇ ଯାଇଥିଲା ବୋଲି ଶାଶୁ ଓ ଯାଆ ମିଶି ନୃଶଂସ ରୂପ ଧାରଣ କରିଥିଲେ।
ଆଉ ଛୁଆ ଜନ୍ମ କରି ପାରୁନାହିଁ ବୋଲି କହି ସବୁ ବେଳେ ଗାଳି ଗୁଲଜ କରିବା ସହ ବୋହୂ ଇତିଶ୍ରୀ ଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ଶେଷରେ ଶାଶୂ ଯାଆ ଙ୍କ ନିର୍ଯାତନା ସହି ଆଖି ବୁଜି ଦେଲେ ଇତିଶ୍ରୀ।
Special report
ବାହାଘର ର ତିନି ବର୍ଷ ପରେ ମଧ୍ୟ ଛୁଆ ଟିଏ ଜନ୍ମ ହୋଇ ପାରି ନଥିଲା ବୋଲି ଶାଶୁ ଓ ଯାଆ ସବୁବେଳେ ନିର୍ଯାତନା ଦେଇ ଆସୁଥିଲେ। କେତେବେଳେ ଖୁବ୍ ଜୋରେ ମାଡ଼ ମାରୁ ଥିଲେ ତ ଆଉ କେତେବେଳେ
ତାଙ୍କୁ ଅନେକ ଭାଷା ଅଭାଷା ରେ ଗାଳି ଗୁଲଜ ମଧ୍ଯ କରୁଥିଲେ। ଦୁଇ ଦୁଇ ଥର ପିଲା ନଷ୍ଟ କରି ଦେଇଛୁ ବୋଲି କହି ସବୁବେଳେ ଖୁବ ମାଡ଼ ମାରୁଥିଲେ। ଆଉ ସେ ସବୁ ସହି ସହି ଆଗକୁ ବଢ଼ି ଚାଲିଥିଲେ ଇତିଶ୍ରୀ।
ହେଲେ ସେ ସବୁ ନିର୍ଯାତନାର ସୀମା ଟପି ଯାଇଥିଲେ ଶାଶୁ ଘର ଲୋକ। ଇତିଶ୍ରୀ ଙ୍କୁ ମାଡ଼ ମାରି ମାରିଦେବା ପରେ କୁମ୍ଭୀର କାନ୍ଦଣା କାନ୍ଦି ଇତିଶ୍ରୀ ଙ୍କ ବାପ ଘରକୁ ଫୋନ୍ କରି ଜଣାଇ ଥିଲେ।
Special report
ବାହାଘର ପରେ ଇତିଶ୍ରୀ ଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ ତାଙ୍କର ଶାଶୁ ଘର ଲୋକେ। ପ୍ରଥମେ ଯୌତୁକ ଦାବୀ କରି ତାଙ୍କର ଶଶୁର ଏବଂ ଦେଢ଼ ଶୁର ତାଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲେ।
ଆଉ ଦୁଇ ଦୁଇଟି ପିଲା ନଷ୍ଟ ହୋଇ ଯିବା ପରେ ତାଙ୍କ ଶାଶୂ ଓ ଯାଆ ଏକଥାକୁ ଆଦୌ ସହି ପାରି ନଥିଲେ। ସ୍ୱାମୀ ଚାକିରୀ ପାଇଁ ବାହାରକୁ ଯାଇଥିବା ବେଳେ ଶାଶୂଘର ଲୋକେ ଅନେକ ସମୟରେ ଇତିଶ୍ରୀ ଙ୍କୁ ହଇରାଣ କରି ଆସୁଥିଲେ।
ଶେଷରେ ସବୁ ସୀମା ଟପି ଯାଇ ତାଙ୍କୁ ଜୀବନରୁ ମାରି ଦେଇଥିଲେ ଶାଶୂ ଘର ଲୋକେ। ଆଉ ଏହାକୁ ଏକ ଆ-ତ୍ମ-ହ-ତ୍ୟା ର ରୂପ ଦେଇ ଦେଇଥିଲେ ଇତିଶ୍ରୀ ଙ୍କ ଶାଶୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.