Movie prime

ଭାଊଜ କୁ ନେଇ ହୋଟେଲ ରେ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା, ସ୍ଵାମୀ ସବୁ ସତ ଜାଣିବା ପରେ କଲା ଏମିତି...

 
Special report
ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ଥାଉ ଥାଉ ପୁରୁଣା ପ୍ରେମିକ ସହିତ ପ୍ରେମ କରୁଥିଲା ସ୍ତ୍ରୀ।ଏହାକୁ ଦେଖି ପକାଇ ଥିଲା ଦିଅର।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।ଶାଶୁ ଘରେ କେହି ନ ଥିବା ସମୟ ରେ ଜଣେ ସ୍ତ୍ରୀ ତାର ପୁରୁଣା ପ୍ରେମିକ କୁ ଡାକି ଶା-ରୀ-ରି-କ ସମ୍ପର୍କ ରଖି ଥିଲା।
Special report
ଯାହାକୁ ଦେଖି ଦେଇ ଥିଲା ଦିଅର।ଭାଉଜ ର ଏଭଳି କାମ କୁ ଦେଖି ଦିଅର ରାଗି ଯାଇ ଭାଉଜ ଓ ତାଙ୍କ ପ୍ରେମିକ କୁ ଖୁବ୍ ପିଟି ଥିଲା।ପିଟି ପିଟି ଘରୁ ବାହାର କରି ଦେଇଥିଲା।ଏବେ ପ୍ରେମିକା ନିଜ ପ୍ରେମିକ ର ଘର ଆଗରେ ଧାରଣା ଦେଇଚି।
ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ରେ।ସେଠାରେ ବିସ୍ତପା ନାମକ ଜଣେ ମହିଳା ପ୍ରଥମେ ଟୁଲୁ ଙ୍କୁ ପ୍ରେମ କରିଥିଲେ।ମହିଳା ଙ୍କ ପରିବାର ଲୋକେ ଏ ବିଷୟ ରେ ଜାଣିବା ପରେ ପ୍ରଥମେ ରାଗି ଯାଇ ଥିଲେ।
ସେମାନେ ଝିଅ ଅନ୍ୟ ସ୍ଥାନ ରେ ବିବାହ କରି ଦେଇ ଥିଲା।ଏହି ଘଟଣା କୁ ତିନି ବର୍ଷ ବିତି ଗଲାଣି।ଏହା ଟୁଲୁ ଜାଣିବା ପରେ ସେ ମଧ୍ୟ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରି ସାରି ଥିଲା।ତାଙ୍କର ଦୁଇ ବର୍ଷ ର ଝିଅ ମଧ୍ୟ ରହିଛି।
Special report
ହେଲେ ବିସ୍ତପା ନିଜ ଶାଶୁ ଘର କୁ ନିଜ ପ୍ରେମିକ କୁ ଡକାଇ ତାହା ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲା।ଏହି ସମୟ ରେ ଘରେ ଭିତରେ ତାଙ୍କ ଦିଅର ପ୍ରବେଶ କରି ଥିଲେ।ଏହାକୁ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ଏହା ପରେ ଉଭୟ ଙ୍କୁ ସେ ପିଟି ପିଟି ଘରୁ ବାହାର କରି ଦେଇ ଥିଲା।ମହିଳା ଜଣକ ଅନ୍ୟ କୌଣସି ବାଟ ନ ପାଇ ଟୁଲୁ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି।ଟୁଲୁ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରନ୍ତୁ ବୋଲି ସେ କହି ଛନ୍ତି।ଏହି ଘଟଣା ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ମହିଳା ଜଣକ ଏ ନେଇ ଟୁଲୁ ଘର ଆଗରେ ବସି ରହିଛନ୍ତି।ଅନ୍ୟ ପଟେ ଟୁଲୁ ର ସ୍ତ୍ରୀ ମହିଳା ଙ୍କୁ ବିରୋଧ କରୁଛି।ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି।
ତେବେ ଏବେ ଦେଖିବାକୁ ବାକି ରହିଲା କେବେ ମହିଳା ଙ୍କୁ ନ୍ୟାୟ ମିଳୁଚି।ଟୁଲୁ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରୁଚି କି ନାହିଁ।ଏହି ଘଟଣା ଟି ଏବେ ଗଞ୍ଜାମ ରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।