Movie prime

ଭାଉଜ କୁ ୩ ଦିନ ଯାଏଁ ରୁମ୍ ରେ ରଖି ବାରମ୍ବାର ଦେହ ସୁଖ ନେଉଥିଲା ଦିଅର, ହେଲେ ଅଚାନକ ସ୍ଵାମୀ ପହଞ୍ଚି ସବୁ କରିଦେଲେ ଗଡବଡ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ସ୍ବାମୀ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସ୍ୱାମୀ ଜଣକ କହିଛନ୍ତି କି ଜଣେ ଯୁବକ ତାଙ୍କର ଘର ପାଖରେ ରହୁଥିଲେ
Special report
 ଆଉ ସେ ତାଙ୍କର ସ୍ତ୍ରୀ ଙ୍କୁ ଭାଉଜ ଭାଉଜ ବୋଲି ମଧ୍ୟ ଡ଼ାକୁ ଥିଲେ। ହେଲେ ଭାଉଜ ଭାଉଜ ଡାକି ତାଙ୍କୁ ଓୟୋ ନେଇ ଯିବ ଓ ତିନି ଦିନ କାଳ ଦେହ ସୁଖ ନେବେ ଏକଥା ସ୍ଵାମୀ ଜଣକ ଜାଣି ନଥିଲେ।
ସ୍ଵାମୀ ଏକଥା କହି ଏବେ ପାଗଳ ହୋଇ ଯାଇଛି। କାରଣ ସ୍ଵାମୀ ଜଣକ ହୋଟେଲ୍ ର ଗୋଟେ ରୁମ ଭିତରେ ଦେଖି ଦେଇଥିଲା ନିଜର ସ୍ତ୍ରୀ ଓ ଗ୍ରାମରେ ଥିବା ସେହି ପିଲାକୁ। ଯୁବକ ଜଣକ ଭାଇ ଓ ଭାଉଜ ବୋଲି ଡାକୁଥିଲା କେହି ଜାଣି ନଥିଲେ କି
Special Report
ସେ ଏଭଳି ଏକ କାଣ୍ଡ କରି ପାରିବ। ସ୍ୱାମୀ ଙ୍କୁ ଯେତେବେଳେ ତାଙ୍କୁ ସନ୍ଦେହ ହୋଇଥିଲା ସେତେବେଳେ ସେ ସେହି ଯୁବକ ଜଣକୁ ଘରକୁ ଆସିବା ପାଇଁ ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ।
ସ୍ଵାମୀ ଜଣକ କହିଛନ୍ତି କି ତାଙ୍କ ସ୍ତ୍ରୀ ଯେତେବେଳେ ଫୋନ୍ ମାଧ୍ୟମରେ ସେହି ଯୁବକ ଜଣକ ସହ କଥା ହୋଇଥିଲେ ସେତେବେଳେ ତାଙ୍କୁ ଏହି ଘଟଣାକୁ ନେଇ ସନ୍ଦେହ ହୋଇଥିଲା।
Special report
ହୋଟେଲ୍ ରେ ଯାଇ ସ୍ୱାମୀ ଜଣକ ଦେଖିଥିଲେ କି ଗୋଟେ ରୁମ୍ ଭିତରେ ଉକ୍ତ ସ୍ତ୍ରୀ ଜଣକ ତାଙ୍କର କୁନି ପୁଅ କୁ ନେଇ ଯାଇଛନ୍ତି ଆଉ ସେହି କୁନି ପୁଅ ଆଗରେ ହିଁ ଉକ୍ତ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଥିଲେ।
ତାହା ବି ପୁଣି ତିନି ଦିନ କାଳ। ସ୍ଵାମୀ ଜଣକ କହିଛନ୍ତି କି ସେ ତାଙ୍କର ସ୍ତ୍ରୀ ଙ୍କୁ ଭଲପାଇ ବିବାହ କରିଥିଲେ। ଆଉ ସେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ସ୍ତ୍ରୀ ଙ୍କୁ ବିବାହ କରିଥିଲେ। ହେଲେ ଏହି ଭଲ ପାଇବା ରେ ବିଶ୍ବାସ ଘାତକ କରି ଦେଇଥିଲା ସ୍ତ୍ରୀ।
ସ୍ଵାମୀ ଜଣକ ଭୁବନେଶ୍ୱର ରେ ରହି ଓଲା ଡ଼୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଆଉ ଯାହା ପଇସା ସବୁ ଫୋନ ମାଧ୍ୟମରେ ଘରକୁ ପଠାନ୍ତି। ହେଲେ ସ୍ତ୍ରୀ ଜଣକ ସ୍ଵାମୀ ସହ ବିଶ୍ବାସ ଘାତକ କରି ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.