Movie prime

ଭାଉଜ ଏକା ଶୋଇଥିବା ବେଳେ ପଛପଟୁ ଆସି ଖରାପ ସମ୍ପର୍କ ରଖିଦେଲା ପଡିଶା ଘର ର ଯୁବକ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ତାହା ଆପଣ ମାନେ ସମସ୍ତେ ଜାଣି ଥିବେ।ସାମାନ୍ୟ ଘଟଣା ରୁ ମହା ଭାରତ ସୃଷ୍ଟି ହେଉଚି।ଏବେ ପ୍ରତ୍ୟେକ ଘରେ ଭାଇ ଭାଇ କଳି ଦେଖିବାକୁ ମିଳୁଛି।
Special report
ଆପଣ ମାନେ ପ୍ରତିଦିନ ଖବର କାଗଜ ରେ ନୂଆ ନୂଆ ଖବର ଶୁଣୁ ଥିବେ।ଭାଇ ଭାଇ କୁ ହ-ତ୍ୟା କରିବା ବିଷୟ ରେ ମଧ୍ୟ ଜାଣି ଥିବେ।ଏମିତି ଏକ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ ଆଜି କହିବାକୁ ଯାଉଛୁ।ସାମାନ୍ୟ ଘଟଣା ରୁ କିଭଳି ନିଜ ଭାଇ ଭାଇ ସମ୍ପର୍କ କୁ ଭୁଲି ଭାଇ କୁ ମାରିବା ପାଇଁ ଆଗେଇ ଆସିଲେ ଅନ୍ୟ ଜଣେ ଭାଇ।
ଏହି ଘଟଣା ଟି ଘଟିଛି ଦିଲ୍ଲୀ ର ମହେନ୍ଦ୍ର ପାର୍କ ଅଞ୍ଚଳ ରେ। ସେଠାରେ ଅନେକ ବର୍ଷ ଧରି ରହି ଥିଲେ ବିକ୍ରମ ରାଜ ନାମକ ବ୍ୟକ୍ତି।ସେ ତାଙ୍କ ସ୍ତ୍ରୀ ଓ ପିଲା ଙ୍କ ସହିତ ବହୁତ ଖୁସି ରେ ଥିଲେ।ହେଲେ ତାଙ୍କ ସାନ ଭାଇ ଙ୍କ ସହିତ ତାଙ୍କର ପଡୁ ନ ଥିଲା।
Special report
ହଟାତ ଦିନେ ତାଙ୍କ ସାନ ଭାଇ ଜୋରେ ମଦ ପିଇ ଦେଇଥିଲେ।ସାଥିରେ ସାଙ୍ଗ ମାନେ ବି ଥିଲେ।ସେମାନେ ସମସ୍ତେ ମଦ ପିଇ ବିକ୍ରମ ରାଜ ଙ୍କ ଘର ଆଗରେ ଜୋରେ ପାଟି କରି ଗଣ୍ଡଗୋଳ କରୁଥିଲେ।ଏହାକୁ ପ୍ରତିରୋଧ କରୁଥିଲେ ବିକ୍ରମ ରାଜ ଙ୍କ ପତ୍ନୀ।
ହେଲେ ବିକ୍ରମ ଙ୍କ ପତ୍ନୀ ଏ ସବୁ ମନା କରିବାରୁ ଦିଅର ଆସି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲା।ଖରାପ ଭାଷା ରେ ଗାଳି ଗୁଲଜ କରିଥିଲା।ଏହାକୁ ସହି ପାରି ନ ଥିଲା ବିକ୍ରମ ରାଜ।ସେଥିପାଇଁ ସେ ତାଙ୍କ ଭାଇ ସହିତ ଝଗଡ଼ା କରିଥିଲା।
Special report
ହେଲେ ହଟାତ ତାଙ୍କ ଭାଇ ଘର ଭିତର କୁ ଯାଇ ଏକ ଧାରୁଆ ଅସ୍ତ୍ର ଆଣି ଥିଲା। ଛୁରୀ ଆଣିବା ପରେ ବିକ୍ରମ ଙ୍କୁ ତାଙ୍କ ଭାଇ ର ସାଙ୍ଗ ମାନେ ଧରି ପକାଇଲେ।ଏହା ପରେ ସାନ ଭାଇ ବଡ ଭାଇ କୁ ସେ ଛୁରୀ ରେ ଆକ୍ରମଣ କଲା।
Special report
ବଡ ଭାଇ ର ହାତ ରେ ଆଘାତ ଲାଗିଲା।ତାଙ୍କୁ ସାଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ନେଇ ଗଲେ।ପୋଲିସ ଏ ବିଷୟ ରେ ଜାଣିବା ପରେ ବିକ୍ରମ ଙ୍କୁ ଅନେକ କଥା ପଚରା ଉଚୁରା କରିଥିଲେ।ହେଲେ ଅଭିଯୁକ୍ତ ମାନେ ଏଭଳି କରି ସେ ସ୍ଥାନ ଛାଡି ଲୁଚି ଚାଲି ଯାଇଥିଲେ।ଏବେ ପୋଲିସ ସେମାନଙ୍କୁ ଖୋଜୁଛି।