Movie prime

ଭାଉଜ ସହ ଶାରୀରିକ ସଂପର୍କ ରଖୁଥିଲା ସ୍ବାମୀ..ଝରକା ଫାଙ୍କ ରେ ଦେଖିଦେଲା ସ୍ତ୍ରୀ..

 
Special report
 ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ସ୍ତ୍ରୀ ଥାଉ ଥାଉ ପୁରୁଷ ମାନେ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖୁଛନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
Special report
ସ୍ଵାମୀ ଙ୍କ ର ଅନ୍ୟ ମହିଳା ମାନଙ୍କ ସହିତ ଖରାପ ସମ୍ପର୍କ ରହିଥିଲା।ଯାହାକୁ ସହି ପାରି ନ ଥିଲେ ତାଙ୍କ ସ୍ତ୍ରୀ।ଶେଷ ରେ ସେ ଏଭଳି କିଛି କାର୍ଯ୍ୟ କରି ଦେଲେ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଠାରେ।ସୂଚନା ଅନୁସାରେ ସେଠାରେ ରହୁଥିବା ମହେଶ ନାମକ ବ୍ୟକ୍ତି ଗତ କିଛି ବର୍ଷ ତଳେ ପ୍ରମିଳା ଙ୍କୁ ବିବାହ କରି ଥିଲେ।ଉଭୟ ଙ୍କ ୪ ଟି ଝିଅ ରହିଛି।ଝିଅ ଗୁଡ଼ିକ ମଧ୍ୟ ଖୁବ୍ ବଡ ବଡ ହୋଇ ଯାଇଛନ୍ତି।
ହେଲେ ମହେଶ ଙ୍କ ର ପ୍ରେମ ନିଶା ଖସୁ ନ ଥିଲା।ସେ ନିଜ ଭାଉଜ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।କେବଳ ଭାଉଜ ନୁହନ୍ତି।ସେ ଅନ୍ୟ ମହିଳା ମାନଙ୍କ ସହିତ ମଧ୍ୟ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଏହାକୁ ସହି ପାରୁ ନ ଥିଲେ ସ୍ତ୍ରୀ।
Special report
ତେଣୁ ଉଭୟ ଙ୍କ ମଧ୍ୟରେ ପ୍ରାୟ ସବୁଦିନ ଖୁବ୍ ଝଗଡ଼ା ହେଉ ଥିଲା। ଦିନେ ରାଗ ରେ ଆସି ପ୍ରମିଳା ନିଜ ସ୍ଵାମୀ ମହେଶ କୁ ହ-ତ୍ୟା କରି ଥିବା କହି ଥିଲେ।ସେ ତାଙ୍କ ସ୍ଵାମୀ ଙ୍କୁ ମା-ରି ସାରିବା ପରେ ତାଙ୍କୁ ତାଙ୍କ ଘର ଭିତରେ ପୋତି ଦେଇ ଥିଲେ।
ସେଠାରେ ଗୋଟିଏ ବଡ ବଡ ଚୁଲି ତିଆରି କରି ଥିଲେ।ସେହି ଚୁଲି ରେ ସେ ସବୁଦିନ ରୋଷେଇ କରି ଖାଉ ଥିଲେ।ସମସ୍ତଙ୍କୁ କହି ବୁଲୁ ଥିଲେ ତାଙ୍କ ସ୍ଵାମୀ କେଉଁ ଆଡେ ଚାଲି ଯାଇଛନ୍ତି।ଥାନା ରେ ମଧ୍ୟ ଏ ନେଇ ଅଭିଯୋଗ କରି ଥିଲେ।ପୋଲିସ ତାଙ୍କ ଅଭିଯୋଗ କୁ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲେ।
ଶେଷ ରେ ପୋଲିସ ସବୁ କଥା ଜାଣିବାକୁ ପାଇ ଥିଲା।ପ୍ରମିଳା ନିଜ ମୁହଁ ରେ ଏ ସବୁ ସ୍ଵୀକାର କରିଛନ୍ତି।ସେ କହିଛନ୍ତି କି ମୁଁ ନିଜ ହାତ ରେ ମୋ ସ୍ବାମୀ ଙ୍କୁ ମା-ରି-ଚି।ସେ ମୋତେ ଛାଡ଼ି ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖିଛନ୍ତି।
ସେଥିପାଇଁ ମୁଁ ରାଗ ରେ ଆସି ଏଭଳି କରିଛି।ଏହା ପରେ ପୋଲିସ ପ୍ରମିଳା ଙ୍କୁ ଗିରଫ କରିଚି।ଏବେ ତାଙ୍କୁ କୋର୍ଟ ଚାଲାଣ କରା ଯାଉଛି।ଏହି ଘଟଣା ଟି ଏବେ ସେହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ସୃଷ୍ଟି କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.