Movie prime

ବାପା ବିଜୁ ଙ୍କ ମୃତ୍ୟୁ ପରେ ଆଉ କାନ୍ଦି ନଥିଲେ ନବୀନ ! ଭଉଣୀ ମୃତ୍ୟୁ ରେ ଭିତରୁ ଭାଙ୍ଗି ପଡ଼ିଲେ ନବୀନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ଆଉ ତାଙ୍କ ଭଉଣୀଙ୍କୁ କହିଛନ୍ତି କି ସେ ଯେଉଁଠି ମଧ୍ଯ ଥାଆନ୍ତୁ ଭଲରେ ଥାଆନ୍ତୁ।
Special report
ବାପା ବିଜୁ ପଟ୍ଟନାୟକ ଙ୍କ ଯିବା ପରେ ନବୀନ ପଟ୍ଟନାୟକ ଙ୍କ ପାଇଁ ତାଙ୍କ ଭଉଣୀ ହିଁ ସବୁକିଛି ଥିଲେ। ସେ ତାଙ୍କର ଭଉଣୀ ଙ୍କ ସହ ସବୁବେଳେ କଥା ହେଉଥିଲେ ହେଲେ ଏବେ ତାଙ୍କର ଭଉଣୀ ମଧ୍ଯ ତାଙ୍କୁ ଛାଡି ଆରପାରି କୁ ଚାଲି ଯାଇଛନ୍ତି।
ଏଥିପାଇଁ ଏବେ ନବୀନ ପଟ୍ଟନାୟକ ଭଗବାନ୍ ଙ୍କୁ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରେ ଆଜି ଆଖିରେ ଆଖିଏ ଲୁହ ଦେଖିବାକୁ ମିଳିଛି। ସେ ମଧ୍ୟ ଖୁବ୍ କାନ୍ଦିଛନ୍ତି।
Special report
କାରଣ ତାଙ୍କର ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟା ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଆରପାରି କୁ ଚାଲି ଯାଇଛନ୍ତି। ଗୀତା ମେହେଟ୍ଟା ଙ୍କୁ ହୋଇଥିଲା ୮୦ ବର୍ଷ ଆଉ ଦିଲ୍ଲୀ ସ୍ଥିତ ବାସ ଭବନ ରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଶନିବାର ଦିନ ହିଁ ଗୀତା ମେହେଟ୍ଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଆଉ ନବୀନ ପଟ୍ଟନାୟକ ସକାଳୁ ସକାଳୁ ହିଁ ଦିଲ୍ଲୀ ଅଭିମୁଖେ ବାହାରି ପଡ଼ିଥିଲେ। ଦିଲ୍ଲୀ ରେ ପହଞ୍ଚୁ ପହଞ୍ଚୁ ତାଙ୍କର ଭଉଣୀଙ୍କୁ ଦେଖିବା ପରେ
Special report
 ନିଜର କୋହ କୁ ଆଉ ସମ୍ଭାଳି ପାରି ନଥିଲେ ମୂଖ୍ୟମନ୍ତ୍ରୀ।ସେ ପୁରୁଣା କଥାକୁ ମନେ ପକାଇ ଖୁବ୍ କାନ୍ଦି ଥିଲେ। ଆଉ ତାଙ୍କର ଭଉଣୀ ଙ୍କ ମୁହଁ କୁ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲେ।
ସେଠାରେ ମୁଖ୍ୟମନ୍ତ୍ରୀ ଯାଇ ପହଞ୍ଚିବା ପରେ ହିଁ ସେଠାରେ ଆରମ୍ଭ ହୋଇଥିଲା ତାଙ୍କର ଶେଷ ଯାତ୍ରା। ତାଙ୍କର ପରିବାର ଲୋକ ମଧ୍ଯ ଦିଲ୍ଲୀ ସ୍ଥିତ ତାଙ୍କର ବାସ ଭବନରେ ଯାଇ ଜମା ହୋଇଥିଲେ। ଆଉ ସେଠାରେ ହିଁ ଏଭଳି କୋହଭରା ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆଉ ଏହାକୁ ଏବେ ଯେ କେହି ବି ଦେଖୁଛି ସେ ଦୁଃଖ ପ୍ରକାଶ କରୁଛି। ତେବେ ଆପଣ ଏହା ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.