Movie prime

କୁନି ଛୁଆ ଟି କହିଲା ସେଇ ଭୟାବହ ଘଟଣା ର ଚିତ୍ର, ଏବେ ବି ଆମ ମ୍ୟାଡାମ ଙ୍କ ରକ୍ତ ସେ ଗାଡ଼ି ରେ ଲାଗିଚି

 
Special report
ନମସ୍କାର ପାଠକ ବନ୍ଧୁ।ଜ-ନ୍ମ ମୃ-ତ୍ୟୁ ହେଉଚି ଚିରନ୍ତନ ସତ୍ୟ।ଏହାକୁ କେହି ବଦଳାଇ ପାରିବେ ନାହିଁ।ମୃ-ତ୍ୟୁ କାହାର କେତେବେଳେ ଆସିବ ତାହା କେହି ବି ଜାଣି ନାହାନ୍ତି।ଆଜି ଆମେ ସେଭଳି ଜଣେ ଶିକ୍ଷୟିତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ
Special report
ଯାହାକୁ ଆପଣ ମାନେ ଶୁଣିଲେ ଆଖିରୁ ଲୁହ ଆସି ଯିବ।କେତେ ସ୍ବପ୍ନ ନେଇ ସେ ବଡ ଠାକୁରଙ୍କୁ ଦେଖିବା ପାଇଁ ଯାଇଥିଲେ।ହେଲେ ସେଠାରୁ ଫେରିଲା ବେଳେ ତାଙ୍କ ସହିତ ଏପରି କିଛି ଘଟଣା ଘଟିଲା ଯାହାକୁ କେହି ବିଶ୍ବାସ କରି ପାରୁ ନାହାଁନ୍ତି।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବାଳକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢ଼ାଉ ଥିଲେ ସୁଲୋଚନା ଦିଦି।ସେ ପିଲା ଙ୍କୁ ବହୁତ ଭଲ ପାଉଥିଲେ।ସେ ଦୁଇ ଦିନ ପାଇଁ ବିଦ୍ୟାଳୟ ରୁ ଛୁଟି ନେଇ ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିର ଓ
ପୁରୀ ର ଜଗନ୍ନାଥ ମନ୍ଦିର ବୁଲିବା ପାଇଁ ଯାଇଥିଲେ।ହେଲେ ଫେରିଲା ବେଳକୁ ତାଙ୍କ ଗାଡ଼ି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇ ଥିଲା। ଯେଉଁଥିରେ ସେ ନିଜ ସ୍ଵାମୀ ଆଗରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
Special report
ବିଦ୍ୟାଳୟ ରୁ ବିଦାୟ ନେବା ସମୟ ରେ ସେ କହିଥିଲେ କି ମୁଁ ଯାଉଚି ବୁଲି କି ଆସିବି।ଆସିଲେ ଏକାଠି ଶିଶୁ ଦିବସ ପାଳନ କରିବା।ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନ ରେ ରହି ଗଲା।ତାଙ୍କ କଥା କୁ ମନେ ପକାଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଆଖି ଲୁହ ରେ ଭରି ଯାଉଛି।
ସେମାନେ କହିଛନ୍ତି କି ଆମ ସୁଲୋଚନା ଦିଦି ବହୁତ ଭଲ ଥିଲେ।ଆମକୁ ବହୁତ ଭଲ ପାଆନ୍ତି ସେ।ହେଲେ ଆମକୁ ଅଧା ବାଟ ରେ ଠକି ଦେଇ ସେ ଚାଲି ଗଲେ।ସେ ନିଜ କଥା କୁ ପୁରଣ କରି ପାରିଲେ ନାହିଁ।
ଆମକୁ କହିଥିଲେ ଫେରି ଆସିବେ ବୋଲି।ହେଲେ ସବୁଦିନ ପାଇଁ ଆମକୁ ଛାଡି ଚାଲି ଗଲେ।ଏଭଳି କଥା କାନ୍ଦି କାନ୍ଦି କିଛି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି।ବିଦ୍ୟାଳୟ ରେ ଥିବା ତାଙ୍କର ସହ କର୍ମୀ ମାନେ ମଧ୍ୟ ତାଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.