Movie prime

ଆସୁଛି ଭୟଙ୍କର ଲଘୁଚାପ ଦେଖନ୍ତୁ ଏବେଠୁ ମିଳିଲା ସତର୍କ ସୂଚନା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ସମ୍ପର୍କରେ ସୂଚନା ତ ପାଉଥିବେ । ଯେତେବେଳେ ପାଣିପାଗ କଣ ଯେ ହେବ ସେକଥା କିଏ ଜାଣିଛି ।
Special Report
କିନ୍ତୁ ପାଣିପାଗ ବିଶେଷଜ୍ଞମାନେ ଏହି ପାଣିପାଗ ବିଷୟରେ କିଛି ପୂର୍ବାନୁମାନ କରିଥାନ୍ତି । ଆଉ ଆମେ ସେହି ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାଇଥାଉ । ଏବେ ଏହି ଭିଡିଓ ଆପଣଙ୍କୁ ପାଣିପାଗ ବିଷୟରେ ଜଣାଇବ । ଆସନ୍ତା ୨୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି । ଆଉ ଏହାସହ ୨୭ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ ବୋଲି ସୂଚନା ମିଳିଛି ।
Special Report
ପଶ୍ଚିମ, ଉତ୍ତର - ପଶ୍ଚିମ ଦିଗକୁ ଏହି ଲଘୁଚାପ ଗତି କରିବ ବୋଲି ସୂଚନା ମିଳିଛି ।ଆସନ୍ତା ୨୯ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲାରେ ୧୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ ୨୦.୫ ଏବଂ ୧୮. ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କୋରାପୁଟର ଅନେକ ସ୍ଥାନର ବର୍ଷା ରେକର୍ଡ କରାଯାଇଛି ।
Special Report
ପୁରୀ ଜିଲ୍ଲାରେ ୧୧.୮ ମିଲିମିଟର ଏବଂ ମାଲକାନଗିରି ଜିଲ୍ଲାରେ ୨୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହିଭଳି ଅନେକ ସ୍ଥାନରେ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ବର୍ଷା ହେବ । 
Special Report
ଆଉ ଏହି ଲଘୁଚାପ ପ୍ରଭାବରେ ଅନେକ ବର୍ଷା ହେବ । ରାୟଗଡ଼ା, ଗଞ୍ଜାମ,ଗଜପତି, କୋରାପୁଟ, କଳାହାଣ୍ଡି, ଏବଂ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ - ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ ।
ଆଉ ଏହା ପ୍ରଭାବରେ ବର୍ଷା ହେବା ସହ ଲଘୁଚାପ ଅବପାତର ରୂପ ନେବ। ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ପାଣିପାଗ ବିଷୟରେ ସୂଚନା ଆପଣ ପାଇପରିଲେ ।