Movie prime

ଭୁବନେଶ୍ୱର ମେଟ୍ରୋ ରେ ବିପୁଳ ଟଙ୍କା ଖର୍ଚ୍ଚ କରିଛନ୍ତି ନବୀନ, ଯଦି ଉପଯୁକ୍ତ ଖର୍ଚ୍ଚ ପରିମାଣ ହିସାବ ନେବେ ତାହାଲେ ମୁଣ୍ଡ ରେ ହାତ ଦେବେ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସରକାର ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି।ଆସନ୍ତା ଜାନୁୟାରୀ ପହିଲା ରୁ ଓଡ଼ିଶା ରେ ମେଟ୍ରୋ ଟ୍ରେନ ଗଢିବାକୁ ଯାଉଛି।ଏହାକୁ ନେଇ ଲୋକ ମାନେ ବହୁତ ଖୁସି ଅଛନ୍ତି।ପ୍ରଥମ ପର୍ଯ୍ୟାୟ ରେ ଏହା ଭୁବନେଶ୍ୱର ଠାରୁ ତ୍ରିଶୁଲିଆ ପର୍ଯ୍ୟନ୍ତ ଗଡିବ।
Special report
ଏହା ପ୍ରଥମେ ନନ୍ଦନ କାନନ,ରାମ ମନ୍ଦିର,କୀଟ ଛକ ଏହିପରି ଅନେକ ଛକ ଦେଇ ଆଗକୁ ଯିବ।ଦେଶ ରେ ଏକ ପ୍ରତିଷ୍ଠିତ ସହର ଭାବେ ଭୁବନେଶ୍ୱର ସହର ଜଣା ଶୁଣା।ଏହା ଦ୍ବାରା ଆର୍ଥିକ କ୍ଷେତ୍ର ରେ ରାଜ୍ୟ ର ଅନେକ ଉନ୍ନତି ହେବ ବୋଲି ଶୁଣା ଯାଉଛି।
ଏବେ ଭାରତ ରେ ୧୫ ଟି ସହର ରେ ମେଟ୍ରୋ ଟ୍ରେନ ବ୍ୟବସ୍ଥା କାର୍ଯ୍ୟ କାରୀ ହୋଇ ସାରିଛି।ଏବେ ୨୭ ଟି ସହର ରେ କାର୍ଯ୍ୟ ଜାରି ରହିଛି।ଓଡ଼ିଶା ର ଭୁବନେଶ୍ୱର ୨୮ ତମ ସହର ରୂପେ ମେଟ୍ରୋ ବ୍ୟବସ୍ଥା କାର୍ଯ୍ୟ କାରୀ କରିବ।ରାଜ୍ୟ ସରକାର ଙ୍କ ଏହା ଏକ ବଡ ଡ୍ରିମ୍ ପ୍ରୋଜେକ୍ଟ।
ଏହି ମେଟ୍ରୋ ବ୍ୟବସ୍ଥା ରେ ୨୦ ଟି ଷ୍ଟେସନ ରହିବ।ଏହା ତ୍ରିଶୁଲିଆ ରୁ ଭୁବନେଶ୍ୱର ଦେଇ ଗଡିବ।ଅନେକ ସଂଖ୍ୟା ରେ ଲୋକ ମାନେ ଏହା ଦ୍ଵାରା ଲାଭବାନ ହେବେ।ଆର୍ଥିକ କ୍ଷେତ୍ର ରେ ରାଜ୍ୟ ର ବହୁ ଉନ୍ନତି ହେବ।
Special report
ଲୋକ ମାନେ ଏବେ ଯିବା ଆସିବା ପାଇଁ ଅଟୋ ରିକ୍ସା ର ସାହାର୍ଯ୍ୟ ନେଉଛନ୍ତି।ଆଗକୁ ମେଟ୍ରୋ ବ୍ୟବସ୍ଥା ହେଲେ ଲୋକ ମାନେ ୧୫ ମିନିଟ ରେ ଅନ୍ୟ ସ୍ଥାନ ରେ ପହଞ୍ଚି ଯିବେ।ଏଥିପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ବ୍ୟବସ୍ଥା ର କାର୍ଯ୍ୟ କାରୀ କରିଛନ୍ତି।ବଜେଟ ରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଓ ଆସନ୍ତା ଜାନୁୟାରୀ ପହିଲା ରୁ ମେଟ୍ରୋ ବ୍ୟବସ୍ଥା କୁ ରାଜ୍ୟ ସରକାର ଶିଳା ନ୍ୟାସ କରିବେ।ଓ ଆସନ୍ତା ୨୦୨୮ ସୁଦ୍ଧା ଏହାର କାମ ସରିବ ବୋଲି କୁହା ଯାଇଛି।ଆମେ ପ୍ରଥମ ଥର ପାଇଁ ଭୁବନେଶ୍ବର ରେ ମେଟ୍ରୋ ଦେଖିବୁ।
ଏହା ସହିତ ଟ୍ରାଫିକ ବ୍ୟବସ୍ଥା କୁ ମଧ୍ୟ ନିୟନ୍ତ୍ରଣ କରା ଯିବ।ଭୁବନେଶ୍ୱର ରେ ଟ୍ରାଫିକ ବ୍ୟବସ୍ଥା ଜୋରେ ରହି ଅଛି।ଏହାକୁ ବନ୍ଦ କରିବା ପାଇଁ ସରକାର ଯୋଜନା କରିଛନ୍ତି।
ମେଟ୍ରୋ ଟ୍ରେନ ର ଘଣ୍ଟା ପ୍ରତି ୧୫୦ କିମି ବେଗ ରହିବ ବୋଲି କୁହା ଯାଇଛି।ଏବେ ଦେଖିବାକୁ ବାକି ରହିଲା କେବେ ଠାରୁ ଭୁବନେଶ୍ଵର ରେ ମେଟ୍ରୋ ଟ୍ରେନ ବ୍ୟବସ୍ଥା ପ୍ରଚଳିତ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.