Movie prime

Bhubaneswar ରେ କଲେଜ୍ ଛାତ୍ରୀ ବିକୁଛନ୍ତି ଦେହ, ଦେଖନ୍ତୁ ଏହି exclusive report

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଲେଜ୍ ରେ ଚାଲିଥିଲା ସେ-କ୍ସ୍ କାରବାର। ଦିନରେ ଚାଲିଥିଲା ପାଠପଢା ଆଉ ରାତିରେ ଚାଲୁଥିଲା ଦେହ ବେପାର। ଏଭଳି ଲଜ୍ୟା ଜନକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ ଅଞ୍ଚଳରେ।
ଏଭଳି ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ରାତ୍ରୀ ଜଗୁଆଳୀ ଙ୍କୁ ଗିରଫ କରାଯାଇଛି। ଆଉ ସେଠାରୁ ଅନେକ ଆପତ୍ତି ଜନକ ଜିନିଷ ମଧ୍ୟ ଜବତ କରାଯାଇଛି। ଏବେ ଏହି ରାକେଟ ର ମାଷ୍ଟର ମାଇଣ୍ଡ କିଏ ତାକୁ ଧରିବାକୁ ତନାଘନା ଚଳାଇଛି ପୋଲିସ।
ଏଭଳି ଘଟଣା ଏକ ପବିତ୍ର ସ୍ଥାନରେ ଏଭଳି ନିନ୍ଦନୀୟ ଘଟଣା ଘଟିଛି ଯାହାକୁ ଏବେ ବୁଦ୍ଧିଜୀବୀ ଙ୍କ ମହଲରେ ଖୁବ ନିନ୍ଦା ମଧ୍ୟ କରାଯାଉଛି। ଏହାକୁ ନେଇ ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି।
Special report
ତେବେ ଆପଣ ମାନେ ଜାଣିଥିବେ କି କଲେଜ୍ କୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଯାଆନ୍ତି। ଆଉ ତାଙ୍କର ନିଜର ଜୀବନରେ କିଭଳି ଭଲ ମଣିଷ ଟିଏ ହେବେ ଆଉ ଭବିଷ୍ୟତ ରେ କିଭଳି ଭଲ ଭାବରେ ରହିବେ।
ମାତ୍ର ଏବେ ଯେଉଁ ଘଟଣାଟି କଲେଜ୍ ରେ ଘଟି ଯାଇଛି ସେଥିରୁ ଛାତ୍ରଛାତ୍ରୀ ମାନଙ୍କ ଉପରେ କିପ୍ରଭାବ ପଡ଼ୁଥିବ ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।
ସେହି କଲେଜ୍ ର ରାତ୍ରୀ ଜଗୁଆଳୀ ଜଣକ ଦଲାଲ ମାନଙ୍କ ସହ କଥା ହୋଇ ସୁନ୍ଦର୍ ସୁନ୍ଦର୍ ଯୁବତୀ ମାନଙ୍କୁ ନେଇ ଆସୁଥିଲେ। ଏହାପରେ ସେଠାରେ ଅନେକ ଗ୍ରାହକ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ପୋଲିସ୍ କୌଣସି ମାଧ୍ଯମରେ ଏହି ସମ୍ପର୍କରେ ସୁଚନା ପାଇ ସାରିଥିଲା।
ଆଉ ସେହି ରାତ୍ରୀ ସମୟରେ ହିଁ ସେଠାରେ ଚଢାଉ କରିଥିଲା। ଆଉ ଘଟଣା ସ୍ଥଳରୁ ଯୁବତୀ ଓ ଜଗୁଆଳୀ ଙ୍କୁ ଗିରଫ କରିଥିଲା। ମାତ୍ର ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଯେ କି ବାଇକ୍ ମାଧ୍ୟମରେ ଆସିଥିଲେ ସେ ଫେରାର ହୋଇ ଯାଇଛନ୍ତି।
ସେଥିପାଇଁ ଏବେ ଏହା ଲାଗୁଛି କି ଏହି ଘଟଣା ସହ କେବଳ ରାତ୍ରୀ ଜଗୁଆଳୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ସଂପୃକ୍ତ ଅଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.