Movie prime

ଭୁଲ ନଥାଇ କାହିଁକି ଭୁଲ ମାଗିଲେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ ଏହି ଦୃଶ୍ୟ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ଅନୁଭବ ମହାନ୍ତିଙ୍କୁ ଜାଣିଥିବେ ।
Special Report
ଅନୁଭବ ମହାନ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଆଉ ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ବିନା ଭୁଲରେ କ୍ଷମା ମାଗିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।
ଏବେ ପ୍ରଶ୍ନ ଆସୁଛି କି କିଛି ନକରି କାହିଁକି ଭୁଲ ମାଗିଲେ ସାଂସଦ ଅନୁଭବ ମହାନ୍ତି । ସେ ଏକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ ଆଉ ସେହି ସମୟରେ ସେ ଗଣମାଧ୍ୟମକୁ ଭୁଲ ମାଗିଲେ । ଏହାର କାରଣ କଣ ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।
Special Report
ଯେତେବେଳେ ଗଣମାଧ୍ୟମ ତାଙ୍କୁ କିଛି ଅଭିଯୋଗ କରିଥିଲେ ଆଉ କାହାକୁ ନେଇ ସେତେବେଳେ ସେ ନିଜ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲେ । ଆଉ ସେ ନେତା ନୁହେଁ ବରଂ ନେତୃତ୍ବର ପରିଚୟ ଦେଇଥିଲେ । 
ସେତେବେଳେ ସେ ଗଣମାଧ୍ୟମକୁ ଭୁଲ ମାଗିଥିଲେ । ଆଉ ଘଟଣା କଣ ହୋଇଛି ତାହା ବୁଝିବାକୁ କହିଥିଲେ । ଏହାକୁ ଶୁଣିଲେ ଆପଣ ବି କହିବେ ଅନୁଭବ ଜଣେ ଭଲ ଲୋକ । ଅନୁଭବ ମହାନ୍ତିଙ୍କ ବ୍ୟକ୍ତିତ୍ଵ ପୁରା ବଢ଼ି ଯାଇଛି ।
Special Report
ଗଣମାଧ୍ୟମ ଭାଇଭଉଣୀ ମାନଙ୍କୁ କୌଣସି ଏକ ପ୍ରୋଗ୍ରାମ ଭିତରକୁ ପଶିବାକୁ ଦେଇ ନଥିଲେ । ଆଉ ସେହି ପ୍ରୋଗ୍ରାମକୁ ଅନୁଭବ ମହାନ୍ତି ଯାଇଥିଲେ । ଆଉ ସେ ଯିବା ବାଟରେ ତାଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ଦେଖା ହୋଇଥିଲେ । 
ଆଉ ସେତେବେଳେ ସେମାନେ ଏହି ପ୍ରଶ୍ନ କରିଥିଲେ କି ତାଙ୍କୁ ଡକା ଯାଇଥିଲା ଆଉ ଏହି ପ୍ରୋଗ୍ରାମ ଭିତରକୁ ତାଙ୍କୁ ପଶିବାକୁ ଦିଆ ଗଲା ନାହିଁ ଆଉ ଏଥିପାଇଁ ସେମାନଙ୍କୁ ବହୁତ ଖରାପ ଭାବି ଲାଗିଛି । ଏହିସବୁ କଥା ଶୁଣି ଅଭିନେତା ଅନୁଭବ ମହାନ୍ତି କହିଥିଲେ କି
କଣ ହେଇଛି ସେହି ବିଷୟରେ ସେ ଜାଣି ନାହାନ୍ତି କିନ୍ତୁ ଏଥିପାଇଁ ସେ ସମସ୍ତଙ୍କ ତରଫରୁ କ୍ଷମା ମାଗିଥିଲେ । କିଛି ଭୁଲ ନକରି ମଧ୍ୟ ଅଭିନେତା ଅନୁଭବ ମହାନ୍ତି ଗଣମାଧ୍ୟମକୁ କ୍ଷମା ମାଗିଥିଲେ । ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।