Movie prime

ପୁଣି ବିବାଦରେ ଅକ୍ଷୟ ପରିଜା ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ Exclusive Visual

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିକଟରେ ଅକ୍ଷୟ ପରିଜାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ। ଯୌ-ନ ନି-ର୍ଯା-ତ-ନା ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଏପଟେ ବ୍ଲା-କ-ମେ-ଲିଂ କରାଯାଇଥିବା ପାଲଟା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
 ଏହି ଓଲିଉଡ୍‌ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ସୋସିଆଲ ମିଡ଼ିଆରେ ମଧ୍ୟ କିଛି ଅକ୍ଷୟ ପରିଜାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। 
ଯେଉଁଥିରେ ଅକ୍ଷୟ ପରିଜାଙ୍କର ଫଟୋ ଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ମାମାଲାରେ ତାଙ୍କୁ ଇଡିରେ ମଧ୍ଯ ହାଜର ହେବାକୁ ପଡିଥିଲା। ତେବେ ଏହି ଘଟଣା ପରେ ଫିଲ୍ମ ଜବତରେ ଚହଳ ପଡ଼ିଯାଇଥିଲା।
ଅନ୍ୟପଟେ ଯୁବତୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ପାଲଟା ଅଭିଯୋଗ କରିଥିଲେ। ଘରକୁ ଡ଼ାକି ଭିଡ଼ିଓ କରି ବ୍ଲା-କ-ମେ-ଲିଂ କରୁଥିବା ଅକ୍ଷୟ ପରିଜା ଅଭିଯୋଗ କରିଥିଲେ। ତେବେ ବନ୍ଧୁଗଣ ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା। 
ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉ ନଥିବା ଅଭିଯୋଗ। ଦରମା ଦେଉନଥିବା ପ୍ରତିବାଦରେ ଏକାଠି ହେଲେ ହିରୋ, ହିରୋଇନ ଓ ଅନ୍ୟ କର୍ମଚାରୀ। କାଟେଣୀରେ ଥିବା ଅକ୍ଷୟ ପରିଜାଙ୍କ ପ୍ରଡକସନ୍‌ ହାଉସ୍‌ ଆଗରେ ସେମାନେ ପ୍ରତିବାଦ କରିଛନ୍ତି।
୭ ମାସର ଦରମା ଦେଉନଥିବା ଅଭିଯୋଗ ହୋଇଛି। ଅକ୍ଷୟ ପରିଜାଙ୍କ ବିରୋଧରେ କଳାକାରଙ୍କ ଅଭିଯୋଗ ପ୍ରସଙ୍ଗ। ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। 
ଟେକ୍ନିକାଲ କାରଣ ଯୋଗୁ ପେମେଣ୍ଟରେ ବିଳମ୍ବ ହୋଇଛି। ବୈଷୟିକ କାରଣରୁ ୭୨ ଘଣ୍ଟା ଧରି ଆକାଉଣ୍ଟ ଅଚଳ ଥିଲା। ସକାଳ ୧୧ଟାରୁ ଆକାଉଣ୍ଟ ଠିକ୍‌ ହୋଇଛି। ଖୁବ୍‌ଶୀଘ୍ର ଦରମା ଦେବା ପ୍ରକ୍ରିୟା ଆରମ୍ଭ ହେବ।
କିଛି ଗୋଷ୍ଠୀ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। କରୋନା ସମୟରେ ମଧ୍ୟ କମ୍ପାନୀ ନିୟମିତ ଦରମା ଦେଇଥିଲା ବୋଲି କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.