Movie prime

ବିବାଦରେ ଘେରିହୋଇ ରହିଥିଲେ ଅଚାନକ ମୃତ୍ୟୁ ବରଣ କଲେ ସାରା ଭାରତ ଶୋକରେ ଜାଣନ୍ତୁ କିଏ ଏହି ଅଭିନେତ୍ରୀ ଜାହାପାଇଁ କାନ୍ଦୁଛନ୍ତି ସମସ୍ତେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ବଲିଉଡ, ଓଲିଉଡ, କ୍ରିକେଟ ଜଗତ ଏବଂ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଏବେ କ୍ରିକେଟ ଖେଳ ସହିତ ଜଡ଼ିତ ଜଣେ ହିରୋଇନଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ସମସ୍ତେ ଜାଣିପାରିବେ । ମନୋରଞ୍ଜନ ଦୁନିଆର ଏହି ଖବର ଅଟେ । ମନୋରଞ୍ଜନ ଦୁନିଆରୁ ଆସୁଛି ଏକ ଦୁଃଖଦ ଖବର ।
ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ କିଛି ନା କିଛି କହି ସବୁବେଳେ ବିବାଦରେ ରହୁଥିଲେ । ଏହି ଅଭିନେତ୍ରୀ ଜଣଙ୍କର ଦେହାନ୍ତ ହୋଇଛି । ଏହି ଅଭିନେତ୍ରୀ ଜଣକ କହିଥିଲେ କି ବିଶ୍ଵକପ ଜିତିଲେ ଉଲଗ୍ନ ହୋଇ ବୁଲିବେ ।
ଏହି କଥା କହିବା ପରେ ସେ ସୋସିଆଲ ମିଡିଆରେ ଛାଇ ଯାଇଥିଲେ । ଏହି କଣ୍ଟ୍ରୋଭର୍ସି କୁଇନଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ବିବାଦୀୟ ଅଭିନେତ୍ରୀଙ୍କ ପରଲୋକ ହୋଇଥିବା ଖବର ଏବେ ସାମ୍ନାକୁ ଆସୁଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ପୁନମ ପାଣ୍ଡେ । 
Special report
ଅଭିନେତ୍ରୀ ଜଣଙ୍କର ପରଲୋକ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ତାଙ୍କର ଆକସ୍ମିକ ଭାବରେ ଆସିଥିବା ମୃ-ତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ୩୨ ବର୍ଷ ବୟସରେ ସରଭାଇଭଲ କ୍ୟାନସର ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେ ଜଣେ ମଡେଲ ମଧ୍ୟ ଅଟନ୍ତି । ସେ କଣ୍ଟ୍ରୋଭର୍ସି କୁଇନ ହୋଇଥିଲେ ମଧ୍ୟ ତାଙ୍କର ଦୟାଳୁ ଭାବ ପାଇଁ ଲୋକମାନଙ୍କ ଠାରୁ ଭଲପାଇବା ପାଇଥାନ୍ତି । ତାଙ୍କୁ ଅନେକ ଲୋକ ପ୍ରଶଂସା କରିଥାନ୍ତି । ଏବେ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି । 
ଉତ୍ତରପ୍ରଦେଶରେ ଥିବା ତାଙ୍କ ନିଜ ଘରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ତାଙ୍କର ପ୍ରଂଶସକମାନଙ୍କ ମନରେ ଏକ ବଡ ଝଟକା ଲାଗିଛି । ସେ ଗର୍ଭାଶୟ କର୍କଟ ରୋଗରେ ପୀଡିତ ଥିଲେ । ପୁନମଙ୍କ ଦେହାନ୍ତ ଖବର ଶୁଣି ଅନେକ ଲୋକ ବିଶ୍ୱାସ କରିପାରୁ ନାହାଁନ୍ତି ।
ଭାରତ ୨୦୧୧ ବିଶ୍ୱକପ୍ ଜିତିଲେ ସେ ବିନା କପଡ଼ାରେ ବୁଲିବେ ବୋଲି କହିଥିଲେ । ସେ ଏହି କଥା ପାଇଁ ଚର୍ଚ୍ଚାରେ ଥିଲେ । ସେ '' ଫିଲ୍ମ୍ ଡେବ୍ୟୁ ସମୟରେ ନଜର ଆସିଥିଲେ । ସେ ଅନେକ ରିଆଲିଟି ଶୋ ରେ ନଜର ମଧ୍ୟ ଆସିଥିଲେ ।