Movie prime

୬୦ ବର୍ଷ ବୟସ ରେ ଅଭିନେତା ଙ୍କ ଦ୍ଵିତୀୟ ବିବାହ ଦେଖି ରାଗିଗଲେ ପ୍ରଥମ ପତ୍ନି, ପୁଅ ର ସ୍ତ୍ରୀ ଆଉ ତମ ସ୍ତ୍ରୀ ସହ ଦୁଇ ଜଣ ଏକ ସଙ୍ଗେ ହନିମୁନ କରୁନ! ବୁଢ଼ା ବୟସ ରେ ରଙ୍ଗୀନ ହଉଛି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଶିଷ ବିଦାର୍ଥୀ ଜଣେ ବଲିଉଡ ଅଭିନେତା ଯିଏ ପ୍ରଥମେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ।
ଅଭିନେତା ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଖୁବ ଭଲ ଭାବରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା। ସେ ପ୍ରାୟତଃ ସମୟରେ ଖୁବ ଚର୍ଚ୍ଚାରେ ଥାଆନ୍ତି। ଏବଂ ସେ ଖଳନାୟକ ଭୂମିକା ରେ ବେଶ ଭଲ ଭାବରେ ମଧ୍ୟ ଅଭିନୟ କରିଥାନ୍ତି।
Special Report
ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି। ସେ ରୁପାଲି ନାମକ ଜଣେ ସୁନ୍ଦରୀଙ୍କୁ ବିବାହ କରିବା ପରେ ଅଭିନେତା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି।
ଆଶିଷ ବିଦାର୍ଥୀ ୬୦ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଏହା ତାଙ୍କର ପ୍ରଥମ ପତ୍ନୀଙ୍କୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଛି।ଆଶିଷ ବିଦାର୍ଥୀ ୬୦ବର୍ଷ ବୟସରେ ଆସାମର ଗୁଆହାଟିର ବାସିନ୍ଦା ରୁପାଲି ବାରୁଆଙ୍କ ସହ ଦ୍ୱିତୀୟ ଥର ବିବାହ କରିଛନ୍ତି।
Special Report
ସେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀଙ୍କ ସହ ବହୁତ ଖୁସି ଜୀବନ ବିତାଉଥିଲେ।କିନ୍ତୁ ବର୍ତ୍ତମାନ ଏହି ଅଭିନେତା ପୁଣି ବିବାହ କରି ସାରିଥିବାରୁ ତାଙ୍କ ପ୍ରଥମ ପତ୍ନୀ ଖୁବ୍ ଶୀଘ୍ର ଭୁଲ୍ ପଦକ୍ଷେପ ନେଇପାରନ୍ତି ବୋଲି ଲୋକ ମାନେ କହିଛନ୍ତି।
ଆଉ ଆଶିଷ ଏଭଳି ଭାବରେ ନିଜର ପ୍ରଥମ ପତ୍ନୀ ଥାଉ ଥାଉ ଏଭଳି ଦ୍ଵିତୀୟ ବିବାହ କଲେ ତାହା ବି ପୁଣି ଏହି ବୟସରେ ଏକଥା ଲୋକ ମାନେ ବିଶ୍ବାସ କରି ପାରୁ ନାହାଁନ୍ତି।
Special Report
ତାଙ୍କର ପ୍ରଥମ ପତ୍ନୀ ଯେଉଁ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖି ଲାଗୁଛି ଯେ ଖୁବ୍ ଶୀଘ୍ର ସେ ତାଙ୍କ ସ୍ୱାମୀଙ୍କ ଠାରୁ ପୁଅ ସହିତ ଅଲଗା ହୋଇପାରନ୍ତି ଏବଂ ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ମଧ୍ୟ ଏହି ସମାନ ଭାବରେ ଆକଳନ କରିଛନ୍ତି।
ଆଉ ଏହା ମଧ୍ୟ କହିଛନ୍ତି କି ବୋଧ ହୁଏ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ଖୁବ ଶୀଘ୍ର ହିଁ ଛାଡ଼ପତ୍ର ଦେଇ ପାରନ୍ତି ।ଆଉ ଏବେ ଏହି ବିବାହ ମଧ୍ୟ ସାରା ଭାରତରେ ଚହଳ ସୃଷ୍ଟି କରିଛି।