Movie prime

ବିବାହ କରିଲା ସମୟ ରେ ଅଜୟ ବି ଖାଇ ଦେଇଥିଲେ ଗୁଟଖା, ଶଶୁର କୁ ଦେଖି କହିଥିଲେ - ବୋଲୋ ଜୁବାନ କେଶରୀ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ କଳାକାର କାଜୋଲ ଓ ଅଜୟ ଦେବଗନ ଙ୍କୁ ଭଲ ଭାବେ ଜାଣି ଥିବେ।ଉଭୟ ବଲିଉଡ ର ଜଣେ ଜଣେ ଆଗ ଧାଡ଼ି ର କଳାକାର।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ଏମାନେ ଦୁହେଁ ପରସ୍ପର ବିବାହ କରି ସାରିଛନ୍ତି।
Special report
କିନ୍ତୁ ଏହି ବିବାହ କୁ ମାନି ନ ଥିଲେ କାଜୋଲ ଙ୍କ ପିତା ଶମ୍ବୁ ମୁଖାର୍ଜୀ।ସେ କେବେ ବି ଅଜୟ ଙ୍କୁ ପସନ୍ଦ କରି ନ ଥିଲେ।କିନ୍ତୁ ଏହା ପରେ ବି କାଜୋଲ ଓ ଅଜୟ ଙ୍କ ବିବାହ ହୋଇ ଥିଲା।ଅନ୍ୟ ମାନେ ଏହି ବିବାହ କୁ ଖୁବ୍ ପସନ୍ଦ କରିଥିଲେ।ଉଭୟ ପରସ୍ପର ସହିତ ଖୁବ୍ ସୁନ୍ଦର ଦେଖା ଯାଉଥିଲେ।
ସୂଚନା ଅନୁସାରେ କାଜୋଲ ଓ ଅଜୟ ପରସ୍ପର ସହିତ ଫିଲ୍ମ ରେ ଅଭିନୟ କରିବା ପରେ ଦେଖା ହୋଇଥିଲେ।ଧୀରେ ସେମାନେ ସାଙ୍ଗ ହେବା ଆରମ୍ଭ କରି ଥିଲେ।ଦିନ କୁ ଦିନ ସେମାନଙ୍କ ସମ୍ପର୍କ ବଢିବାରେ ଲାଗିଲା।ଦୀର୍ଘ ଚାରି ବର୍ଷ ସେମାନେ ପରସ୍ପର କୁ ଡେଟ କରିବା ପରେ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ।
Special report
ଏ କଥା ସେମାନେ ନିଜ ନିଜ ପରିବାର କୁ ଜଣାଇଲେ।କିନ୍ତୁ ପ୍ରଥମେ ପ୍ରଥମେ ଏହି ବିବାହ କୁ ନେଇ କାଜୋଲ ଙ୍କ ପିତା ଶମ୍ଭୁ ମୁଖାର୍ଜୀ ମନା କରିଦେଇଥିଲେ।ସେ ଅଜୟ ଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ।ହେଲେ ଝିଅ ର ଇଚ୍ଛା ଦେଖି ସେ ପରେ ରାଜି ହୋଇ ଯାଇଥିଲେ।
ଶମ୍ଭୁ ମୁଖାର୍ଜୀ ରାଜି ନ ହେବାର ଅନ୍ୟ ଏକ କାରଣ ହେଉଛି ସେ ଚାହୁଁ ଥିଲେ ତାଙ୍କ ଝିଅ ଆଉ କିଛି ଦିନ ନିଜ କ୍ୟାରିଅର ଉପରେ ନଜର ଦିଅନ୍ତୁ।ଅଭିନୟ କୁ ଅଧିକ ଗୁରୁତ୍ବ ଦିଅନ୍ତୁ।ତାଙ୍କର ବିବାହ ବୟସ ହୋଇ ନାହି।
ସେ ଏବେ ବିବାହ ନ କରନ୍ତୁ ବୋଲି ସମସ୍ତେ ଚାହୁଁ ଥିଲେ।କିନ୍ତୁ ଏହା ହୋଇ ପାରି ନ ଥିଲା।କାଜୋଲ ଙ୍କ ଜିଦ୍ ଆଗରେ ସମସ୍ତେ ହାର ମାନିଲେ।ଶେଷ ରେ ତାଙ୍କର ବିବାହ ଅଜୟ ଙ୍କ ସହିତ ଶେଷ ହେଲା।ହେଲେ ବିବାହ ଶେଷ ହେବା ପରେ ତାଙ୍କ ବାପା କୁଆଡେ଼ ଚାଲି ଯାଇଥିଲେ।
Special report
ଯେଉଁଥିପାଇଁ କାଜୋଲ ଙ୍କ ମନ ବହୁତ ଖରାପ ହୋଇ ଥିଲା।ପିତା ଙ୍କ ପାଇଁ ସେ ସବୁବେଳେ ଚିନ୍ତା ରେ ରହୁଥିଲେ।କିନ୍ତୁ ପରବର୍ତ୍ତୀ ସମୟ ରେ ସେ ଏହି ବିବାହ ପାଇଁ ପିତା ଙ୍କ ସ୍ଵୀକୃତି ପାଇ ଯାଇଥିଲେ।
ବର୍ତ୍ତମାନ ସମୟ ରେ ଉଭୟ ବେଶ୍ ଖୁସୀ ରେ ଅଛନ୍ତି।ତାଙ୍କୁ ଏବେ କିଏ ବା ନ ଜାଣେ।ଉଭୟ ନିଜ ପରିବାର କୁ ଖୁବ୍ ହସ ଖୁସି ରେ ଚଳାଇ ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.