Movie prime

ଦିତୀୟ ବିବାହ ପାଇଁ ମହିଳା ଙ୍କ ହାଇ ଡ୍ରାମା ଦୁଇଟି ପୁରୁଷ ସହ ଶାନ୍ତି !

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଜଣେ ମହିଳା ଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଆଉ ମହିଳା ଜଣକ ଏଭଳି କଣ ପାଇଁ ହଙ୍ଗାମା କରୁଛନ୍ତି ତାହା ଜାଣିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ମହିଳା ଜଣକ ଦ୍ଵିତୀୟ ବିବାହ ପାଇଁ ହଙ୍ଗାମା କରିଛନ୍ତି। ପ୍ରଥମ ବିବାହରେ ମହିଳା ଜଣକ ମନ ମାନିଲା ନାହିଁ। ତେଣୁ ସେ ପ୍ରେମିକ କୁ ଦ୍ଵିତୀୟ ବିବାହ କରିବେ। ବିବାହ ପାଇଁ ମହିଳା ଜଣକ CEO ଅଫିସ ରେ ଏଭଳି ହାଇ ଡ୍ରାମା କରିଛନ୍ତି।
ମହିଳା ଜଣକ ତାଙ୍କର ଦୁଇଟି ସ୍ୱାମୀ ଙ୍କୁ ନେଇ ରହିବେ ବୋଲି ମଧ୍ୟ ଜିଦ୍ଦି କରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଦ୍ଵାପର ଯୁଗରେ ଦ୍ରୌପଦୀ ଙ୍କ ପାଞ୍ଚ ଜଣ ସ୍ୱାମୀ ଥିଲେ। କାରଣ ମାତା ଙ୍କ ବଚନ ରକ୍ଷା କରିବା ପାଇଁ ପାଣ୍ଡବ ପାଞ୍ଚ ଭାଈ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ।
ହେଲେ ଏହି କଳିଯୁଗରେ ଏହି ମହିଳା ଙ୍କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଯିଏକି ପ୍ରଥମ ବିବାହ କରିଥିଲେ ସୁଦ୍ଧା ତାଙ୍କ ପ୍ରେମିକ କୁ ବିବାହ କରିବେ ବୋଲି ଜିଦ୍ଦି କରିଛନ୍ତି।
ଏବଂ ଦ୍ଵିତୀୟ ବିବାହ ପରେ ସେ ତାଙ୍କର ଦୁଇ ସ୍ୱାମୀ ଙ୍କୁ ନେଇ ଆନନ୍ଦରେ ରହିବେ ବୋଲି ମଧ୍ୟ କହିଛନ୍ତି। ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ ର ସୀତାପୂର ଅଞ୍ଚଳର। କାଜଲ ନାମକ ଏକ ମହିଳା ୨୦୨୨ ମସିହାରେ ବିବାହ କରି ପ୍ରଥମେ ଘର ସଂସାର କରିଥିଲେ।
ହେଲେ ଏଥିରେ ତାଙ୍କର ମନ ମାନି ନଥିଲା। ତେଣୁ ସେ ତାଙ୍କ ପ୍ରେମିକ ଗୁଡୁ କୁ ଦ୍ଵିତୀୟ ବିବାହ କରିବାକୁ ଜିଦ୍ଦି କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କ ପ୍ରେମରେ ପାଗଳ ଥିଲେ।
ସେଥିପାଇଁ ସେ CEO ଅଫିସ ରେ ଯାଇ ପହଞ୍ଚି ଯାଇଥିଲେ। ତାଙ୍କୁ ଅନେକ ଲୋକ ଅଟକାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ମହିଳା ଜଣକ କିଛି ଶୁଣିବାକୁ ମଧ୍ୟ ନାରାଜ ଥିଲେ।
ମହିଳା ଜଣକ ଉତ୍କ୍ଷୀପ୍ତ ହୋଇ ନିଜ ମୋବାଇଲ୍ ଫୋନ୍ ମଧ୍ଯ ଭାଙ୍ଗି ଦେଇଥିଲେ। ଏବଂ ଅଫିସର ଙ୍କ ଚେୟାର ଟେବୁଲ୍ ମଧ୍ୟ ଭାଙ୍ଗି ଦେଇଥିଲେ। ସେଠାରେ ଥିବା କର୍ମଚାରୀ ମାନଙ୍କ ସହ ମହିଳା ଜଣକ ଧସ୍ତାଧସ୍ତି ମଧ୍ଯ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.