Movie prime

ପ୍ରେମ ବିବାହ ପରେ ସ୍ତ୍ରୀ କୁ ଜଙ୍ଗଲକୁ ଡାକି ଏମିତି କରିଦେଲେ ସ୍ଵାମୀ ଶେଷରେ live ଡେମୋ ଦେଖାଇଲା ସ୍ଵାମୀ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ପ୍ରେମ କରି ବିବାହ କରିଥିଲେ । ଆଉ ଏହାପରେ ସ୍ଵାମୀ ସ୍ତ୍ରୀ ଜଣଙ୍କୁ ଜଙ୍ଗଲକୁ ନେଇ ଏଭଳି କାମ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ ।
ଝିଅ ଜଣଙ୍କର ବାପା ମାଆ କେହି ନଥିଲେ ସେହି ପୁଅ ଜଣକ ତାଙ୍କୁ ଭଲପାଇ ବିବାହ କରିଥିଲା । ଆଉ ଏହାପରେ ଏଭଳି କାମ କରିବ ବୋଲି କେହି ବି ଭାବି ନଥିଲେ ।
Special Report
ପ୍ରେମ ବିବାହ କରିବାର ଏକ ମାସ ବି ହୋଇ ନଥିବ ଆଉ ଏହି ଯୁବକ ଜଣକ ଏଭଳି କାମ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୁବକ ଜଣକ ତାର ସ୍ତ୍ରୀକୁ ଜଙ୍ଗଲକୁ ନେଇ ସେଠାରେ ତାର ଜୀବନ ନେଇ ଯାଇଥିଲା । ପଥରରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇ ତାକୁ ଜୀବନରୁ ମାରି ଦେଇଥିଲା ।
ଏହି ଘଟଣାର ସାତ ଦିନ ପରେ ଜଙ୍ଗଲର ଏକ ବୁଦା ମୂଳରୁ ସ୍ତ୍ରୀର ଗଳିତ ମୃ-ତଦେହ ମିଳିଛି । ଏହି ଘଟଣାର ତଦନ୍ତ ପୋଲିସ କରୁଥିଲା । ଆଉ ଏବେ ଏହାର ଫର୍ଦ୍ଧାଫାସ କରିଛି ପୋଲିସ ।
Special Report
ପୋଲିସ ଏହି ମୃତଦେହକୁ ପାଇଲା ପରେ ତଦନ୍ତ ଆରମ୍ଭ କରିଥିଲା । ଆଉ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଛି ପୋଲିସ । ବଲାଙ୍ଗୀର ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା । ଆଜି ଘଟଣା ସ୍ଥଳରେ ସିନ ରି କ୍ରିଏସନ୍ କରୁଛି ପୋଲିସ । ସ୍ତ୍ରୀ ଜଣକ ହେଉଛନ୍ତି ହୀରାମତି । 
ବିବାହ ପରେ ଉଭୟ ଝିଅ ବାପଘରେ ରହୁଥିଲେ ।
କୌଣସି କାରଣରୁ ମନ ମାଲିନ୍ୟ ହେବା ପରେ ପୁରୁଣା ବର୍ଷ ପରେ ନୂଆ ବର୍ଷ ଆରମ୍ଭରେ ସ୍ତ୍ରୀ ଜଣକ ନାଚ ଗୀତରେ ମସଗୁଲ ଥିଲେ । ଆଉ ତାଙ୍କୁ ସ୍ବାମୀ ଜଣକ ଫୋନ କରି ଡାକିଥିଲେ।
ଆଉ ସେଠାରେ ଏଭଳି କିଛି ହେଲା ଉଭୟ ଜୀବନ ହାରିବା ପାଇଁ ନିଷ୍ପତି ନେଲେ କିନ୍ତୁ ଯୁବତୀ ଜଣକ ମରିବାକୁ ମନା କରିବାରୁ ତାଙ୍କୁ ସ୍ବାମୀ ଜଣକ ଜୀବନରୁ ମାରି ଦେଇଥିଲେ । ଏହି ସ୍ବାମୀ ଜଣକ ଏଭଳି କାହିଁକି କରିଥିଲେ ତାହା ଜଣାପଡି ନାହିଁ । ତଦନ୍ତ ପରେ ସବୁ କଥା ଜଣାପଡ଼ିବ ।