Movie prime

ବିବାହ ର ଏତେ ବର୍ଷ ପରେ ବି କେବଳ ସଲମାନ୍ ଙ୍କ ସହ ଫିଲ୍ମ ରେ ରୋଲ୍ କରିବାକୁ ମା ହେଉନାହାନ୍ତି କାଟ୍ରିନା, ତାହାଲେ କଣ ଇଏ ପ୍ରେମ ?

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଲମାନ୍ ଖାନ୍ ଙ୍କ ଟାୱେଲ ସିନ କୁ ସେୟାର କରିଛନ୍ତି କ୍ୟାଟ୍ରିନା। ଭାଇଜାନ ଙ୍କ ପ୍ରେମକୁ ମନେ ପକାଇଛନ୍ତି ଏହି ଅଭିନେତ୍ରୀ। ସେ ତାଙ୍କର ସ୍ବାମୀଙ୍କୁ ମଧ୍ୟ ନିଜେ ସମୟ ଦେଇ ପାରୁ ନାହାଁନ୍ତି।
Special Report
ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା ଏବେ ତାଙ୍କର ଟାଇଗର ଫିଲ୍ମ୍ କୁ ନେଇ ଚର୍ଚ୍ଚାରେ ରହିଛନ୍ତି।ଲୋକମାନେ ମଧ୍ଯ ତାଙ୍କର କେମେଷ୍ଟ୍ରୀକୁ ଖୁବ ପଶନ୍ଦ ମଧ୍ୟ କରିଛନ୍ତି। ଇନ୍ଷ୍ଟାଗ୍ରାମ ରେ ତାଙ୍କର ପ୍ରଶଂସକ ଙ୍କ ସହ ଯୋଡ଼ି ହେବା ପାଇଁ ଚାହିଁଲେ ଅଭିନେତ୍ରୀ।
ସେଥିରେ ସେ ସଲମାନ୍ ଙ୍କ ଠାରୁ କାମ କରିବା ଠାରୁ ଆରମ୍ଭ କରି ସେ ଅନେକ ପ୍ରଶ୍ନର ମଧ୍ଯ ଉତ୍ତର ଦେଇଥିଲେ। ଟାୱେଲ ସିନ କୁ ନେଇ କ୍ୟାଟ୍ରିନା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।ଏଭଳି ତାଙ୍କର ପ୍ରଶଂସକ ମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ
ଆଉ କ୍ୟାଟ୍ରିନା ଅନେକ ଫଟୋ ମଧ୍ୟ ଦେଇ ତାହାର ଉତ୍ତର ଦେଇଥିଲେ। ଆଉ ଏହାପରେ ପ୍ରଶଂସକ ମାନେ ତାଙ୍କୁ ଟାଇଗର ଫିଲ୍ମ୍ ର ସୁଟିଂ ସେଟ୍ ରୁ ଏକ ଭଲ ଫଟୋ ସଲମାନ୍ ଙ୍କ ସହ ବୋଲି କହିଥିଲେ।
Special Report
ଏହାପରେ କ୍ୟାଟ୍ରିନା ସଲମାନ୍ ଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ। ଆଉ ସେଥିରେ ମଧ୍ଯ ଉଭୟ ହସୁ ଥିବାର ଦେଖିବାକୁ ମିଳିଥିଲା। କ୍ୟାପସନ୍ ରେ ସେ ଲେଖିଛନ୍ତି କି ଖୁସୀ ସମୟରେ ଜୋୟା ଏବଂ ଟାଇଗର।
ଏଭଳି ସେ ଅନେକ ପ୍ରକାରର ପୋଷ୍ଟ ମଧ୍ଯ ସେ ଟାଇଗର ସଲମାନ୍ ଖାନ ଙ୍କ ସମ୍ପର୍କ ରେ ସେୟାର କରିଛନ୍ତି। କ୍ୟାଟ୍ରିନା ଙ୍କ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଆହୁରି ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ନେଇ ଏବେ ଅନେକ ଲୋକ ମାନେ ମଧ୍ୟ ଖୁବ୍ ଚର୍ଚ୍ଚା କରୁଛନ୍ତି। ଏହି ପୋଷ୍ଟ ଏବେ ଖୁବ ଭାଇରାଲ୍ ହେବାରେ ଲାଗିବା ସହ ଉଭୟଙ୍କ ସମ୍ପର୍କ ବିଷୟରେ ମଧ୍ଯ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ। ଦୁହିଁଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ମଧ୍ୟ ରହି ଥିବାର ଜଣା ପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.