Movie prime

ବିବାହ ର ଏତେ ବର୍ଷ ପରେ ଛାଡ଼ପତ୍ର ନେବେ ଅଭିଷେକ ଆଉ ଐଶ୍ୱର୍ଯ୍ୟା ହେଲେ କଣ ଶେଷ ରେ ବୁଢ଼ା ବୟସ ରେ ଐଶ୍ୱର୍ଯ୍ୟା ଙ୍କୁ ବାହା ହେବେ ସଲମାନ୍..?

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ନୀଳ ନୟନା କୁହା ଯାଉଥିବା ଐଶର୍ଯ୍ୟା ରାୟ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ନିକଟ ରେ ସେ ତାଙ୍କ ୫୦ ତମ ଜନ୍ମ ଦିନ ପାଳନ କରିଛନ୍ତି।
Special report
ଏହି ଜନ୍ମ ଦିନ କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଆଗରୁ ବିଶ୍ଵ ସୁନ୍ଦରୀ ରୂପେ ପରିଚୟ ପାଇ ସାରି ଛନ୍ତି।ଅନେକ ବଲିଉଡ ଫିଲ୍ମ ରେ ସେ ଅଭିନୟ କରିଛନ୍ତି।କିନ୍ତୁ ବିବାହ ପରେ ସେ ବଲିଉଡ ର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇ ଯାଇଥିଲେ।
ନିକଟ ରେ ସେ ତାଙ୍କ ଜନ୍ମ ଦିନ ପାର୍ଟି ରେ ନିଜ ଝିଅ ଓ ମା ଙ୍କ ସହିତ କେକ କାଟି ଥିଲେ।ଏଥିରେ ବଚ୍ଚନ ପରିବାର ର କୌଣସି ସଦସ୍ୟ ନ ଥିଲେ।ଯେଉଁଥିପାଇଁ ଏହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଚି।
Special report
ଏପରିକି ନିଜ ସ୍ଵାମୀ ଅଭିଷେକ ବଚ୍ଚନ ମଧ୍ୟ ଏଠାରେ ଉପସ୍ଥିତ ନ ଥିଲେ।ଏବେ ସମସ୍ତେ କହୁଛନ୍ତି କି ଅଭିଷେକ ବଚ୍ଚନ ଓ ତାଙ୍କ ପତ୍ନୀ ଐଶର୍ଯ୍ୟା ରାୟ ବଚ୍ଚନ ଏବେ ପରସ୍ପର ଠାରୁ ଦୁରେଇବାକୁ ଯାଉଛନ୍ତି।ସେମାନଙ୍କ ଛାଡ ପତ୍ର ହେବାକୁ ଯାଉଚି।
ଆପଣ ମାନେ ଆଗରୁ ଜାଣି ଥିବେ ଐଶର୍ଯ୍ୟା ଙ୍କ ନିଜ ଶାଶୁ ଘର ଲୋକ ଙ୍କ ସହିତ ଭଲ ସମ୍ପର୍କ ନାହିଁ।ସେ କେବେ ବି ଜୟା ବଚ୍ଚନ ଙ୍କୁ ପସନ୍ଦ କରନ୍ତି ନାହିଁ।
ଏପରିକି ଉଭୟ ଙ୍କ ମଧ୍ୟ ରେ ସବୁବେଳେ ଝଗଡ଼ା ହେଉଥିବାର ଖବର ପ୍ରସାରିତ ହୋଇ ଥାଏ।ଓ ତାଙ୍କର ଅଭିଷେକ ଙ୍କ ଭଉଣୀ ଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ନାହିଁ।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।
ଏବେ କୁହା ଯାଉଚି ଯେ ଉଭୟ ଅଭିଷେକ ଓ ତାଙ୍କ ପତ୍ନୀ ଙ୍କ ର ବହୁତ ଜଲଦି ଛାଡ ପତ୍ର ହେବାକୁ ଯାଉଚି।କେହି ବି ନିଜ ବୋହୂ ର ଜନ୍ମ ଦିନ ରେ ଯୋଗ ଦେଇ ନ ଥିଲେ।କିନ୍ତୁ ଏହା କେତେ ଦୂର ସତ ତାହା ଏ ଯାଏଁ ମଧ୍ୟ ଜଣା ପଡି ନାହିଁ।ଏବେ ଦେଖିବାକୁ ବାକି ରହିଲା କେବେ ଦୁଇ ପରିବାର ଏକାଠି ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.