କାହିଁକି ବିଶ୍ଵ ବିଜୟୀ ବିବେକାନନ୍ଦଙ୍କ ଏତେ କମ ବୟସରେ ହେଇଗଲା ପରଲୋକ ଦେଖନ୍ତୁ ଏହାର ମୁଖ୍ୟ କାରଣ
Jul 31, 2023, 19:07 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସ୍ବାମୀ ବିବେକାନନ୍ଦଙ୍କ ବିଷୟରେ ଅନେକ କଥା ଜାଣିଥିବେ ।

ଏହି ସନ୍ଥ ଜଣକ ଆମ ଭାରତର ଗର୍ବ ଆଉ ଗୌରବ । ଏହି ବ୍ୟକ୍ତି ଜଣକ ବହୁତ ଭଲ ଅଟନ୍ତି । ଆପଣମାନେ ସମସ୍ତେ ଏହି ବ୍ୟକ୍ତିଙ୍କ ବିଷୟରେ ଗଣମାଧ୍ୟମରେ ଅନେକ ଜିନିଷ ଦେଖିଥିବେ । ଏହି ବ୍ୟକ୍ତି ଜଣଙ୍କର ମୃ-ତ୍ୟୁକୁ ନେଇ ଏବେ କିଛି ରହସ୍ୟ ସାମ୍ନାକୁ ଆସିଛି ।
ସ୍ବାମୀ ବିବେକାନନ୍ଦ କମ୍ ବୟସରେ ମୃ-ତ୍ୟୁବରଣ କରିଥିଲେ । ଏହାର କାରଣ ଆଉ ରହସ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ବିବେକାନନ୍ଦ ୪ ଜୁଲାଇ ୧୯୦୨ ମସିହାରେ ଏହି ଧରିତ୍ରୀ ମାଙ୍କ ଠାରୁ ପ୍ରସ୍ଥାନ କରିଥିଲେ ।

ଯେତେବେଳେ ତାଙ୍କର ମୃ-ତ୍ୟୁ ହେଲା ସେତେବେଳେ ତାଙ୍କୁ ଅନେକ ବ୍ୟାଧି ହୋଇଥିଲା । ତାଙ୍କର ମୃତ୍ୟୁର କାରଣ ବ୍ୟାଧି ନଥିଲା କିନ୍ତୁ କିଛି ଲୋକ ବ୍ୟାଧି ବୋଲି କହୁଛନ୍ତି । ତାଙ୍କ ମୃତ୍ୟୁର କାରଣ ମହସମାଧି ଥିଲା । ସେ ତାଙ୍କର ଜଣେ ବନ୍ଧୁଙ୍କୁ କେବେ ମୃତ୍ୟୁବରଣ କରିବେ ସେ କହିଥିଲେ ।
ଆଉ ସେ ତାଙ୍କ ଭାଇଙ୍କୁ ମଧ୍ୟ କହିଥିଲେ ତାଙ୍କର ମୃତ୍ୟୁ ଆଉ ପାଞ୍ଚ ବର୍ଷ ପରେ ହେବ । ଆଉ ଏହାପରେ ହିଁ ତାଙ୍କର ମୃତ୍ୟୁ ସାଢେ଼ ପାଞ୍ଚ ବର୍ଷ ପରେ ହୋଇଥିଲା । ଆଉ ସ୍ବାମୀ ବିବେକାନନ୍ଦ ୪ ଜୁଲାଇ ସନ୍ଧ୍ୟା ଧୂପ ଦେଲା ପରେ ଦେହତ୍ୟାଗ କରିଥିଲେ ।

ତାଙ୍କ ଗୁରୁ ରାମକୃଷ୍ଣ ପରମହଂସ ମଧ୍ଯ ସନ୍ଧ୍ୟା ଧୂପ ପରେ ଦେହ ତ୍ୟାଗ କରିଥିଲେ । ଯେତେବେଳେ ସେ ଧ୍ୟାନ କରୁଥିଲେ ତାଙ୍କୁ ସେ ଏହି ଘରୁ ଯିବା ପାଇଁ କହିଲେ । ଆଉ ଏହାପରେ ପୁଣି ଧ୍ୟାନ କରିବା ପରେ ତାଙ୍କୁ ଡାକିଲେ । ଏହାପରେ ଏହି ଛାତ୍ର ଜଣକ ଦେଖିଲେ ସ୍ବାମୀ ବିବେକାନନ୍ଦ ଧ୍ୟାନରେ ଅଛନ୍ତି ।
କିନ୍ତୁ ସେ ଏବେ ମୃତ୍ୟୁ ଆଡ଼କୁ ଯାଉଥିଲେ । ଆଉ ଏହାପରେ ସେ ଦେହ ତ୍ୟାଗ କରିଥିଲେ । ଦେହ ତ୍ୟାଗ କରିବା ପରେ ଛାତ୍ର ଜଣକ ତାଙ୍କ ଭାଇଙ୍କୁ କହିଥିଲେ ଆଉ ମେଡିକାଲ ଚିକିତ୍ସା ବି କରାଯାଇଥିଲା । ଆଉ ଏହାପରେ ରାତ୍ରି ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାତ୍ରି ୯ ଟା ୩୦ ମିନିଟରେ ତାଙ୍କ ଦେବାବସାନ ହୋଇଥିଲା ।
ସ୍ବାମୀ ବିବେକାନନ୍ଦଙ୍କ ମୃତ୍ୟୁ ୩୯ ବର୍ଷ ପାଞ୍ଚ ମାସ ୨୪ ଦିନ ବୟସରେ ହୋଇଥିଲା । ଏହି ପ୍ରକାରର ସେ ଦେଇଥିବା ଭବିଷ୍ୟବାଣୀ ସତ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ସ୍ବାମୀ ବିବେକାନନ୍ଦଙ୍କ ମୃ-ତ୍ୟୁ ହୃଦୟ ସ୍ପନ୍ଦନ ଯୋଗୁଁ ହୋଇଥିଲା କିନ୍ତୁ ଯୋଗ ଶାସ୍ତ୍ର ଅନୁଯାୟୀ ତାଙ୍କ ମୃ-ତ୍ୟୁ ମହସମାଧି ପାଇଁ ହୋଇଥିଲା । ଆଉ ସେ ଇଚ୍ଛା ଅନୁସାରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।