ଧରା ପଡ଼ିଲା ସବୁ ଘଟଣା ଦେଖନ୍ତୁ ବି-ଧବା ଦେହ ଭୋକ ଶାନ୍ତି କରୁଥିଲା ପ୍ରେମିକ ଯେତେବେଳ ଧରା ପଡିଲେ କିଛି ହେଲା ଏମିତି
Jun 17, 2023, 16:38 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ବିଷୟରେ ଯେ କେହିବି ଶୁଣିବ ମନ ଭିତରେ ଅନେକ କଥା ଭାବିବ ।
ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ ଆଉ ଅଲଗା ଭାବନା ଆଣିବ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେଉଁଥିରେ ଯୁବକ ଜଣକ ଏଭଳି କାମ କରିଛନ୍ତି
ଯାହା ଏହି ସମାଜ ପାଇଁ ଏକ ଉଦାହରଣ କି ଏହି ଯୁବକ ଜଣଙ୍କର ଭାଗ୍ୟ ଅଟେ । ଜଣେ ମହାନ ଯୁବକ ଜଣେ ବିଧବା ସ୍ତ୍ରୀ ଲୋକଙ୍କୁ ବିବାହ କରିଲେ କେଉଁ ବିଧବା ମହିଳାର ଚାରୋଟି ପିଲାଛୁଆ । ଏହି ମହିଳା ଜଣଙ୍କୁ ସେ ପ୍ରେମ କରୁଥିଲେ ।
ଆଉ ତାଙ୍କୁ ଦେଖା କରିବାକୁ ମହିଳାଙ୍କ ଘର ଯାହା ଢେଙ୍କାନାଳ ଜିଲ୍ଲା ଦୋଳ ମଣ୍ଡପ ସାହିକୁ ଯାଇଥିଲେ । ଆଉ ସେଠାରେ ପ୍ରେମ କରୁଥିଲେ । ଏହି ଯୁବକ ଜଣଙ୍କର ଘର କଟକ ଜିଲ୍ଲା ମଣିଆବନ୍ଧ ଠାରେ ।
ଏହି ବିଧବା ମହିଳା ଜଣଙ୍କର ସ୍ବାମୀ ଚାଲିଯିବା ପରେ ତାଙ୍କୁ ଏକା ରହିବାକୁ ଜମା ଭଲ ଲାଗୁ ନଥିଲା । ଆଉ ସେଥିପାଇଁ ସେ ଯୁବକ ଜଣଙ୍କ ପ୍ରେମରେ ପଡ଼ିଥିଲେ । ଆଉ ଏହି ଯୁବକ ଜଣକ ତାଙ୍କ ଘରକୁ ଆସିବା ପରେ ଗ୍ରାମବାସୀ ଏହି କଥା ଜାଣିପାରିଲେ ।
ସେମାନେ ଦୁଇଜଣଙ୍କୁ ଏକାଠି ଦେଖି ତାଙ୍କର ବିବାହ କରିଦେଲେ । ଏଇ ଯୁବକ ଜଣଙ୍କର ନାମ ସରୋଜ । ସତରେ ଗାଁ ଲୋକଙ୍କର କାମକୁ ମାନିବାକୁ ପଡ଼ିବ । ବାହା ହେବା ପୂର୍ବରୁ ଏହି ଯୁବକ ଜଣକ ଚାରିଟି ଛୁଆର ବାପା ବୋଲି ସମସ୍ତେ ଜାଣିବେ ।
ସତରେ ଏହି ଯୁବକ ଜଣଙ୍କର ପ୍ରେମ ଧରାପଡ଼ିବା ପରେ ଏଭଳି ଅବସ୍ଥା ଠିକ୍ ହୋଇଛି । ଏହି ଯୁବକ ଜଣଙ୍କ ଭଳି ଅନେକ ଯୁବକ ଏଭଳି କାମ କରିଥାନ୍ତି ଆଉ ଏଭଳି କାମ କରିବା ଦ୍ୱାରା ଏଭଳି ଫଳ ମିଳିଲେ ହୁଏତ ଲୋକମାନେ କିଛି ଭାବି ଚିନ୍ତି ଏଭଳି କାମ କରୁଥାନ୍ତେ ।