Movie prime

Chandrayan 4 ପାଇଁ ଆସିଲା ବଡ ଅପଡେଟ ଦେଖନ୍ତୁ ମୋଦୀ କଲେ ବଡ ଘୋଷଣା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vv
ବନ୍ଧୁଗଣ ଆପଣମାନେ ସମସ୍ତେ ତ ଚନ୍ଦ୍ରଯାନ ୩ ବିଷୟରେ ଜାଣିଥିବେ। ଭାରତ ଚନ୍ଦ୍ରଯାନ ୩ ଛାଡ଼ିବା ପରେ ଏହା ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି। ଆଉ ଏଥିପାଇଁ ଭାରତ ଦେଶକୁ ନେଇ ସବୁଠି ଚର୍ଚ୍ଚା ହେଉଛି।
ଆଉ ଏବେ ଚନ୍ଦ୍ରଯାନ ୪ କୁ ନେଇ ବୈଜ୍ଞାନିକ ମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଚନ୍ଦ୍ରଯାନ ୩ରେ ଯାଇଥିବା ରୋଭର ପ୍ରଜ୍ଞାନ ଅନେକ ତଥ୍ୟ ଇସ୍ରୋକୁ ଦେଇ ସରିଲାଣି। ଆଉ ଏହି ତଥ୍ୟ ସବୁ ସାମ୍ନାକୁ ଆସିଲା ପରେ ଅନେକ କିଛି କଥା ଜଣାପଡିଛି। 
Gg
ଏବେ ଚନ୍ଦ୍ର ପୃଷ୍ଠରେ ଆହୁରି କିଛି ଜିନିଷ ମିଳିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ। ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ତଦନ୍ତକାରୀ ସଂସ୍ଥା "ଇସ୍ରୋ" ଏବେ ଚନ୍ଦ୍ରଯାନ-୪ ନାମକ ପରବର୍ତ୍ତୀ ଚନ୍ଦ୍ର ମିସନ ପାଇଁ ପ୍ରସ୍ତୁତ ହୋଇସାରିଛି।
ପୂର୍ବ ପରି ଏହି ମିସନ ଗୋଟିଏ ପର୍ଯ୍ୟାୟରେ ହେବ ନାହିଁ। ଚନ୍ଦ୍ରକୁ ଏକାଥରେ ଦୁଇଟି ଯାନ ଯିବ। ଫଳରେ ନା କି କେବଳ ଯାନ କେବଳ ଚନ୍ଦ୍ରରୁ ତଥ୍ୟ ହାସଲ କରିବ, ବରଂ ଏହା ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଭାରତକୁ ପ୍ରେରଣ କରିବ। 
ଚନ୍ଦ୍ରଯାନ-୩ ତିନୋଟି ମୁଖ୍ୟ ଉପାଦାନ ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲିସନ୍ ମଡ୍ୟୁଲକୁ ନେଇ ଗଠିତ ହୋଇଥିଲା। ଚନ୍ଦ୍ରଯାନ-୪ରେ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୃଥିବୀରେ ପହଞ୍ଚାଇବା ପାଇଁ ପାଇଁ ଆଉ ଦୁଇଟି ଅତିରିକ୍ତ ଉପାଦାନ ରହିବ।
ଜାତୀୟ ମହାକାଶ ବିଜ୍ଞାନ ସମ୍ମିଳନୀରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ଉପସ୍ଥାପନା ଅନୁଯାୟୀ ଚନ୍ଦ୍ରଯାନ-୪ର ଉପାଦାନଗୁଡ଼ିକ ପାଞ୍ଚଟି ମହାକାଶଯାନ ମଡ୍ୟୁଲକୁ ନେଇ ଗଠିତ ହେବ। ସେଗୁଡ଼ିକ ହେଉଛି: ପ୍ରୋପଲିସନ୍ ମଡ୍ୟୁଲ, ଡିସେଣ୍ଡର୍‌ ମଡ୍ୟୁଲ, ଆସେଣ୍ଡର ମଡ୍ୟୁଲ୍‌, ଟ୍ରାନ୍ସଫର୍‌ ମଡ୍ୟୁଲ, ର-ଏଣ୍ଟ୍ରି ମଡ୍ୟୁଲ।