Movie prime

ସେ ବିଜୟ ମତେ ଭଲ ପାଇବା ବେଳେ ୩୦ ଥିଲା ଆଉ ଏବେ ବି ୩୦, କଣ ତାର ବୟସ ବଢୁନି ନା କଣ? ମୁଁ ତାକୁ ଜମା ଛାଡିବିନି

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସାରା ରାଜ୍ୟ ରେ ବିଜୟ ଶଙ୍କର ଓ ସୋମାଲିକା ଙ୍କ ପ୍ରେମ କାହାଣୀ କୁ ନେଇ ଚର୍ଚ୍ଚା ଜୋର ଧରିଛି।ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବିଜୟ ଶଙ୍କର ସୋମାଳିକା ଙ୍କୁ ଦେଇଛନ୍ତି ଧୋକା।ଅନେକ ଝିଅ ଙ୍କ ସହିତ ସେ ଏହି ଭଳି ସମ୍ପର୍କ ରଖିଛନ୍ତି।
Special report
ଅନ୍ୟ ମାନଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ଧରା ପଡ଼ି ଥିଲେ ନିକଟରେ ବିଜୟ ଶଙ୍କର।ଏହାକୁ ନେଇ ଗତ ତିନି ବର୍ଷ ତଳେ ଶୋମାଲିକା ଥାନା ରେ ଅଭିଯୋଗ କରିଥିଲେ।ସେ ଏବେ ପ୍ରଶ୍ନ କରିଛନ୍ତି ଏମିତି କେତେ ବର୍ଷ ଲାଗିବ ତାଙ୍କୁ ନ୍ୟାୟ ମିଳିବାକୁ।
ଏତେ ବର୍ଷ ବିତି ଯାଇଛି ହେଲେ ଏ ଯାଏଁ ବିଜୟ ଶଙ୍କର ଙ୍କୁ ଧରା ଯାଉ ନାହିଁ।ତିନି ବର୍ଷ ତଳେ ବିଜୟ ଶଙ୍କର ଙ୍କ ର ବୟସ ୩୦ ବର୍ଷ ହୋଇଥିଲା।ଓ ଏବେ ମଧ୍ୟ ସେହି ୩୦ ବର୍ଷ ରେ ସେ ରହିଛନ୍ତି।ତାଙ୍କ ବୟସ କଣ ଆଉ ଉପରକୁ ଯାଉ ନାହିଁ।
ଏବେ ସେ ପ୍ରତ୍ୟୁଷା ନନ୍ଦ ଙ୍କୁ ବିବାହ କରିବା ପାଇଁ ଏକ ପିଟିସନ ଦାୟର କରିଛନ୍ତି।ଏମିତି ସେ କେତେ ଝିଅ ଙ୍କୁ ଧୋକା ଦେବେ ବୋଲି ଶୋମାଳିକା ପ୍ରଶ୍ନ କରିଛନ୍ତି।ଯେତିକି ଦଫା ସବୁ ବିଜୟ ଶଙ୍କର ଙ୍କ ଉପରେ ଲାଗିଛି ତାହା ସତ୍ୟ ଅଟେ।
Special report
ଆଉ କିଏ ହୋଇ ଥିଲେ ତାଙ୍କୁ କେବେ ଠାରୁ ଗିରଫ କରା ଯାଇ ଥାନ୍ତା।ତେବେ କଣ ପାଇଁ ବିଜୟ ଶଙ୍କର ଙ୍କୁ ଏ ଯାଏଁ ଗିରଫ କରା ଯାଇ ନାହିଁ।ଗୋଟିଏ ସାଧାରଣ ଲୋକ କୁ କଣ ଏଠାରେ ନ୍ୟାୟ ଦିଆ ଯାଇ ପାରିବ ନାହିଁ।
ସେ ପ୍ରତ୍ୟୁଷା ଙ୍କୁ ବିବାହ କରିବେ କରନ୍ତୁ ହେଲେ ଆଗେ ମୋତେ ନ୍ୟାୟ ମିଳୁ।ଯେଉଁ ନ୍ୟାୟ ପାଇଁ ମୁଁ ଦୀର୍ଘ ତିନି ବର୍ଷ କାଳ ଅପେକ୍ଷା କରିଛି ତାକୁ ମୋତେ ଦେଇ ଦିଅନ୍ତୁ।ଏହା ପରେ ସେ ତାଙ୍କ ଜୀବନ ରେ ଆଗକୁ ଯାଆନ୍ତୁ।ଏ କଥା ନିଜେ ସୋମାଲିକା କହିଛନ୍ତି।
ଜଗତସିଂହପୁର ରେ ତିନି ଜଣ ନୂଆ ଆଇ ଆଇ ସି ଆସି ଛନ୍ତି।ଯେତେବେଳେ ବି ନୂଆ ଆଇ ଆଇ ସି ଆସିଛନ୍ତି ତାଙ୍କୁ ପ୍ରଥମେ ଯାଇ ଦେଖା କରିଛନ୍ତି ସୋମାଲିକା।ବିଜୟ ଶଙ୍କର ତାଙ୍କର ସବୁ କ୍ଷେତ୍ର ରେ ଜାଲିଆତି କରି ଚାଲି ଛନ୍ତି।
ସବୁବେଳେ ସୋମାଲିକା ଙ୍କୁ ବୟାନ ଦେବା ପାଇଁ ଡକା ଯାଇଚି।ହେଲେ ଅନ୍ୟ ପଟେ ସେ ତାଙ୍କର ଜାଲିଆତି ସେପରି କରି ଚାଲି ଛନ୍ତି।ଏବେ ଦେଖିବାକୁ ବାକି ରହିଲା ଆଉ କେବେ ସୋମାଲିକା ଙ୍କୁ ନ୍ୟାୟ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.