Movie prime

ପ୍ରେମ ରେ ମତେ ସବୁଦିନ ଶାରୀରିକ ସମ୍ପର୍କ ଦରକାର୍ ନହଲେ ତୁ ମୋର ପ୍ରେମିକା ନୁହେଁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ସାରା ଓଡ଼ିଶା ରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ବିଜୟ ସୋମାଲିକା ଙ୍କୁ ପ୍ରେମ କରି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଲେ।
Special report
ହେଲେ ଏବେ ବିଜୟ ଙ୍କ ଜୀବନ କୁ ଆସି ଯାଇଛି ଅନ୍ୟ ଜଣେ ଝିଅ।ଯାହାକୁ ସେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।ଏହାକୁ ନେଇ ସୋମାଲିକା କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।ତାଙ୍କ କହିବା ଅନୁଯାୟୀ ମୁ ଅନେକ ବର୍ଷ ଧରି ତାଙ୍କୁ ପ୍ରେମ କରି ଆସୁ ଥିଲି।
ହେଲେ ମୋତେ ଛାଡି ଦେଇ ଏବେ ସେ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରିବାକୁ ଯାଉଛନ୍ତି।ମୁଁ ଏ ନେଇ ଅନେକ ଦିନ ହେଲାଣି ଥାନା ରେ ଲିଖିତ ଅଭିଯୋଗ କରିଛି।ହେଲେ ମୋ ବୟାନ ବହୁତ ଥର ନିଆ ସାରିଲାଣି।
ଥରୁ ଟିଏ ବିଧାୟକ ଙ୍କୁ ଥାନା କୁ ଡାକି ପଚରା ଉଚରା କରା ଯାଇ ନାହିଁ।କାରଣ ସେ ହେଉଛନ୍ତି ଜଣେ ଶାସକ ଦଳ ର ବିଧାୟକ।ତେବେ କଣ ଆମ ଭଳି ସାଧାରଣ ଶ୍ରେଣୀ ର ଲୋକ ମାନେ ନ୍ୟାୟ ପାଇବେ ନାହିଁ।ଆମେ କଣ ନ୍ୟାୟ ପାଇବା ପାଇଁ ଯୋଗ୍ୟ ନୁହେ ବୋଲି ସେ ପ୍ରଶ୍ନ କରିଛନ୍ତି।
Special report
ସୂଚନା ଅନୁସାରେ ସୋମାଲିକା ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ପ୍ରେମ କରୁଥିଲେ।ବିଜୟ ତାଙ୍କୁ ହୋଟେଲ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ହେଲେ ଏବେ ବିଧାୟକ ଙ୍କୁ ତାଙ୍କ ଟ୍ୟୁସନ୍ ସାର ଙ୍କ ପତ୍ନୀ ମିଳି ଯାଇଛନ୍ତି।
ସେ ଏବେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି।ଉକ୍ତ ମହିଳା ଜଣକ ନିଜ ସ୍ଵାମୀ ଙ୍କୁ ଛାଡ ପତ୍ର ଦେଇ ବିଜୟ ଙ୍କୁ ବିବାହ କରିବାକୁ ଯାଉଛନ୍ତି।ଏହାକୁ ସହି ପାରି ନାହାଁନ୍ତି ଶୋମାଲିକା।ସେ ଏଥିପାଇଁ ଆଇନ ର ସାହାର୍ଯ୍ୟ ନେଇ ଥିଲେ।
କିନ୍ତୁ ଏତେ ବର୍ଷ ବିତି ଯାଇଥିଲେ ବି ତାଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରି ନାହିଁ।ବିଜୟ ଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ।
ଏବେ ଦେଖିବାକୁ ବାକି ରହିଲା ଆଉ କେତେ ଦିନ ଲାଗୁଚି ସୋମାଲିକା ଙ୍କୁ ନ୍ୟାୟ ପାଇବା ପାଇଁ।ଏହାକୁ ନେଇ ଏବେ ସାରା ଓଡ଼ିଶା ରେ ଖୁବ୍ ଚର୍ଚ୍ଚା ଚାଲିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.