Movie prime

ବିଜେଡ଼ି ଏଥର ଓଡ଼ିଶା ରେ ରେକର୍ଡ କରିବ..ଛୋଟ ମୋଟ ଦଳ ଏଥର ମାଟି କାମୁଡ଼ିବ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି କୁ ପାଣ୍ଡିଆନ ଙ୍କ ଖୋଲା ଚ୍ୟାଲେଞ୍ଜ। କହିଲେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲେ ୨ ଅଙ୍କ ଛୁଇଁବନି ଦଳ।
5T ଅଧ୍ୟକ୍ଷ ତଥା ବିଜେଡ଼ି ନେତା ଭିକେ ପାଣ୍ଡିଆନ ଏକ ସାକ୍ଷାତକାର ରେ ଓଡିଆ ଅସ୍ମିତା ପ୍ରସଙ୍ଗରେ ରାଜ୍ୟ ବିଜେପି ଏବଂ କେନ୍ଦ୍ର ସରକାର ଙ୍କୁ କଡ଼ା କାଉଣ୍ଟର କରିଥିଲେ। ବିଗତ ଦଶ ବର୍ଷ ଭିତରେ ଓଡିଆ ଭାଷା ଓ ବରପୁତ୍ର ମାନଙ୍କ କଥାରେ କେନ୍ଦ୍ର ସରକାର ଘୋର ଅବହେଳା କରିଛନ୍ତି।
Jj
ଆଉ ଏହା ସେ ଅଭିଯୋଗ କରିଛନ୍ତି। ୨୦୧୯ ଠାରୁ ଏଥର ବିଜେଡ଼ି ଭଲ ପ୍ରଦର୍ଶନ କରିବ। ଆଉ ବିଜେପି ର କେହି ମୁଖ୍ୟମନ୍ତ୍ରୀ ଚେହେରା ମଧ୍ଯ ନାହାଁନ୍ତି। ଏହି ନିର୍ବାଚନ ଭିତରେ ଯେଉଁଦିନ ବିଜେପି ମୁଖ୍ୟମନ୍ତ୍ରୀ
ପ୍ରାର୍ଥୀ ଘୋଷଣା କରିବ ତାହାପରେ ବିଧାନ ସଭାରେ ବିଜେପି ଦୁଇ ଅଙ୍କ ଛୁଇଁ ପାରିବନି ବୋଲି ଏହା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଭିକେ ପାଣ୍ଡିଆନ।୨୦୧୪ ରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡିଆ ଭାଷା କୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା।
ହେଲେ ବିଗତ ୧୦ ବର୍ଷ ଭିତରେ ଓଡିଆ ଭାଷାର ଉନ୍ନତୀ ପାଇଁ କେନ୍ଦ୍ର ସରକାର ଟଙ୍କା ଟିଏ ମଧ୍ୟ ଦେଇ ନାହାଁନ୍ତି। ବରଂ ସଂସ୍କୃତ, ତାମିଲ, ତେଲୁଗୁ ଭଳି ଶାସ୍ତ୍ରୀୟ ଭାଷାର ଉନ୍ନତି ପାଇଁ ଅର୍ଥ ଦେଉଛନ୍ତି।
Ju
ବିଶ୍ବର ଅନ୍ୟତମ ଶ୍ରେଷ୍ଠ ନୃତ୍ୟ ହେଉଛି ଓଡ଼ିଶୀ ନୃତ୍ୟ। ତାହାକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଙ୍କ ନିକଟକୁ ମଧ୍ୟ ଦୁଇଥର ପ୍ରସ୍ତାବ ପଠାଇ ସାରିଛନ୍ତି।
ଏହାକୁ ମଧ୍ୟ କେନ୍ଦ୍ର ସରକାର ଖାରଜ କରି ଦେଇଛନ୍ତି। ମହାନ ଜନ ନାୟକ ବିଜୁ ବାବୁଙ୍କୁ ଭାରତ ରତ୍ନ ନଦେବା ଓଡ଼ିଶା ପ୍ରତି ଅନ୍ୟାୟ ନୁହେଁ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।୨୦୧୯ ଠାରୁ ଏଥର ବିଜେଡ଼ି ଅଧିକ ଲୋକସଭା ସିଟ ହାସଲ
କରିବ ଆଉ ବିଧାନ ସଭାରେ ତିନି ଚତୁର୍ଥଂଶ ସିଟ ହାସଲ କରିବ ବୋଲି ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହା ଆପଣଙ୍କୁ କେତେଦୂର ଠିକ୍ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.