Movie prime

ବିପଦ ସମୟରେ କୁଣ୍ଢାଇଦେଇ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶାମି କହୁଛନ୍ତି ଏମିତି କଥା !!! ଜାଣନ୍ତୁ କଣ କହୁଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗୁଜୁରାଟ ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରେ ଗତ ନଭେମ୍ବର ୨୩ ତାରିଖ ରେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା।ଏହି ଦିନ ଟି କୁ ଭାରତୀୟ ମାନେ କେବେ ବି ଭୁଲି ପାରିବେ ନାହିଁ।
Special Report
ଏହି ଦିନ ଯେପରି ସମସ୍ତ ଙ୍କ ଆଶା ପାଣି ଫୋଟକା ଭଳି ମିଳାଇ ଯାଇଥିଲା।ଆଖି ରେ ଆଖିଏ ଲୁହ ନେଇ ନିଜ ନିଜ ଘର କୁ ସମସ୍ତେ ଫେରି ଥିଲେ।ଭାରତୀୟ ଦଳ ବିଶ୍ୱକପ୍ ର ପ୍ରତ୍ୟେକ ମ୍ୟାଚ୍ ରେ ଭଲ ଖେଳ ପ୍ରଦର୍ଶନ କରିଥିଲା।
ହେଲେ ଫାଇନାଲ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟ ରେ ଭାରତ ପରାସ୍ତ ହୋଇ ଥିଲା।ଯାହାକୁ ସହି ପାରି ନ ଥିଲେ ଖେଳାଳି ମାନେ।କିଛି ଖେଳାଳି ମାନେ ପଡିଆ ମଧ୍ୟ ରେ କାନ୍ଦି ପକାଇ ଥିଲେ।
Special Report
ଏହା ପୂର୍ବରୁ ଭାରତୀୟ ଦଳ ଦୁଇ ଟି ବିଶ୍ୱକପ୍ ଟ୍ରଫି ନେଇ ସାରିଛି।ଯଦି ଏହି ବର୍ଷ ଭାରତୀୟ ଦଳ ବିଶ୍ୱକପ୍ ଜିତି ଥାଆନ୍ତା ତେବେ ତାର ତିନୋଟି ଟ୍ରଫି ହୋଇ ଯାଇ ଥାନ୍ତା।କିନ୍ତୁ ତାହା ସମ୍ଭବ ହୋଇ ପାରି ନ ଥିଲା।
ଏହି ଖେଳ ହାରିବା ପରେ ଖେଳାଳି ମାନେ ତଳକୁ ମୁଣ୍ଡ ନୂଆଁଇ ଡ୍ରେସିଂ ରୁମ୍ କୁ ଯାଇଥିଲେ।ସେଠାରେ କାନ୍ଦି ବାକୁ ଲାଗି ଥିଲେ।ଏହି ସମୟ ରେ ଷ୍ଟାଡିୟମ୍ ରେ ଉପସ୍ଥିତ ଥିଲେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
Special Report
ସେ ଡ୍ରେସିଂ ରୁମ୍ ଭିତର କୁ ଚାଲି ଯାଇଥିଲେ।ଖେଳାଳି ମାନଙ୍କ କୁଣ୍ଢାଇ ଧରି ଥିଲେ।ବିଶ୍ୱକପ୍ ରେ ସର୍ବାଧିକ ଉଇକେଟ ହାସଲ କରିଥିବା ମହମ୍ମଦ ସାମି ଙ୍କୁ କୁଣ୍ଢାଇ ଧରି ବୁଝାଇ ଥିଲେ।
Special Report
ଏବେ ମହମ୍ମଦ ସାମି ସେ ସମୟ ର କଥା କୁ ନେଇ କହିଛନ୍ତି କି ଆମେ ସେଦିନ ଫାଇନାଲ ମ୍ୟାଚ ହାରି ଯାଇଥିଲୁ।ଦୁଃଖ ରେ ଭାଙ୍ଗି ପଡିଥିଲୁ ।ହଟାତ ପ୍ରଧାନ ମନ୍ତ୍ରୀ ସେଠାରେ ପହଞ୍ଚି ଆମକୁ ସାହାସ ଦେଇଥିଲେ।
ସେ ଆମକୁ ସେ କଷ୍ଟ କୁ ଭୁଲିବା ପାଇଁ ଅନେକ ବୁଝାଇଲେ।ଏହା ପରେ ଆମେ ସମସ୍ତେ ତାଙ୍କ କଥା କୁ ବୁଝି ଥିଲୁ।ସେ ଦିନ କୁ ଆମେ କେବେ ବି ଭୁଲି ପାରିବୁ ନାହିଁ।