Movie prime

ବିରୋଧୀ ଙ୍କୁ ଆସିଲା ହାର୍ଟ ଆଟାକ: ଗୋଟେ ଦିନ ରେ 5T ସଚିବରୁ ଅଧକ୍ଷ ହେଇଗଲେ ପାଣ୍ଡିଅନ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ଓଡ଼ିଶା ରେ ପୂର୍ବ ରୁ ଥିବା ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଗତ କାଲି ସେ ତାଙ୍କ ପ୍ରଶାସନିକ ପଦ ରୁ ଇସ୍ତଫା ଦେଇଥିଲେ।ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଚି।
Special report
ସେ ତାଙ୍କ ସରକାରୀ ଚାକିରି ରୁ ଇସ୍ତଫା ଦେବା ପରେ ମୁଖ୍ୟ ମନ୍ତ୍ରୀ ତାଙ୍କୁ ୫ ଟି ର ଜଣେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।ତେବେ ଆଗକୁ ସେ ରାଜ୍ୟ ଅନ୍ୟ ଏକ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ରେ ରହି ପାରନ୍ତି ବୋଲି ଏବେ ଠାରୁ ଚର୍ଚ୍ଚା ହେଉଛି।ଏହାକୁ ନେଇ ଅନେକ ରାଜନୈତିକ ଦଳ ମାନେ ବିରୋଧ କରିଛନ୍ତି।
ଏପରି ଦିନ ଆସିବ ଯେତେବେଳେ ଭି କେ ପାଣ୍ଡିଆନ ଆମ ରାଜ୍ୟ କୁ କିଣି ନେଇ ଯିବ ବୋଲି ବିରୋଧୀ ଦଳ ର ନେତା ମାନେ କହିଛନ୍ତି।ମୁଖ୍ୟ ମନ୍ତ୍ରୀ ତାଙ୍କୁ ସରକାରୀ ସ୍ତରରେ ଏକ ବଡ ପୋଷ୍ଟ ରେ ଏବେ ରଖିଛନ୍ତି।ସେ କ୍ୟାବିନେଟ ର ଚେୟାର ମ୍ୟାନ ରୂପେ ଗତ କାଲି ନିଯୁକ୍ତି ହୋଇ ଛନ୍ତି।
ଏବେ କୁହା ଯାଉଛି ଯେ ସେ ପରୋକ୍ଷ ଭାବେ ରାଜନୀତି ରେ ପ୍ରବେଶ କଲେ। ଆଗକୁ ସେ ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ ରାଜନୀତି ରେ ପ୍ରବେଶ କରିବେ।ଏବେ ସେ କେବଳ ମୁଖ୍ୟ ମନ୍ତ୍ରୀ ଙ୍କ ଅଧୀନ ରେ ରହିବେ।
Special report
ତାଙ୍କ କ୍ଷମତା କୁ ଏବେ ବଢାଇ ଦିଆ ଯାଇଛି।ସେ ଆଗରୁ ସଚିବ ହୋଇ ବିଭିନ୍ନ ଜିଲ୍ଲା ବୁଲୁ ଥିଲେ।ଏଥିପାଇଁ ତାଙ୍କୁ ଅନେକ ରାଜନୈତିକ ଦଳ ବିରୋଧ ମଧ୍ୟ କରିଛନ୍ତି।କେତେ ସ୍ଥାନ ରୁ ସେ କାଳୀ ମାଡ ମଧ୍ୟ ଖାଇଛନ୍ତି।ସେ ଗୋଟିଏ ସଚିବ ହୋଇ ରାଜ୍ୟ ବୁଲିବା ଠିକ୍ ନୁହେଁ ବୋଲି ସମସ୍ତେ କହିଥିଲେ।
ବିରୋଧୀମାନେ ତାଙ୍କୁ ଆଗରୁ ବହୁତ ଥର ସମାଲୋଚନା କରିଛନ୍ତି।ସରକାର ଏବେ ଏହା କରି ବିରୋଧୀ ଙ୍କ ମୁହଁ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛନ୍ତି।ସେମାନେ କହିଥିଲେ କି ପାଣ୍ଡିଆନ ସରକାରୀ ଚାକିରି ଛାଡ଼ି ରାଜନୀତି ରେ ପ୍ରବେଶ କରନ୍ତୁ।
ଶେଷ ରେ ପାଣ୍ଡିଆନ ସେପରି କଲେ।ସରକାରୀ ଚାକିରି ଛାଡ଼ି ରାଜନୀତି ରେ ଯୋଗ ଦେଲେ।୨୦୨୩ ରେ ନିର୍ବାଚନ ରହିଛି।ଏବେ ଠାରୁ ଆମ ନବୀନ ବାବୁ ନୂଆ ନୂଆ ଯୋଜନା ସବୁ କରୁଛନ୍ତି।କିପରି ଲୋକ ମାନଙ୍କ ମନ ଜିଣି ପାରିବେ ବୋଲି ଏବେ କୁହା ଯାଉଛି।ଏହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.