Movie prime

କାହା ପାଇଁ ବିଷ ପିଇଲେ ମହିଳା ପୋଲିସ ଇନ୍ସପେକ୍ଟର, ପ୍ରେମ ରେ ଧୋକା ଦେଇଥିଲେ ବଡ଼ ବାବୁ ! ସେଥିପାଇଁ ଏତେ ନାଟ କି

 
Special report
ନମସ୍କାର ପାଠକ ବନ୍ଧୁ।ଆଜିକାଲି ଆପଣ ମାନେ ସବୁଠାରେ ଶୁଣୁ ଥିବେ ପ୍ରେ-ମ ପ୍ର-ତା-ର-ଣା।ଗୋଟିଏ ସାଧାରଣ ମହିଳା ଙ୍କ ସହିତ ଯଦି ଏପରି କିଛି ହୁଏ ତେବେ ସେ ପୋଲିସ ର ସାହାର୍ଯ୍ୟ ନିଏ।ହେଲେ ଯଦି ଜଣେ ମହିଳା ପୋଲିସ ଙ୍କ କ୍ଷେତ୍ର ରେ ଏଭଳି ଘଟିବ ତେବେ ସେ କାହାର ସାହାର୍ଯ୍ୟ ନେବେ।
Special report
ଏବେ ଆପଣ ମାନେ ସବୁ ଦିନ ଖବର କାଗଜ ରେ ଦେଖିଥିବେ।ପ୍ରେ-ମ ପ୍ର-ତା-ର-ଣା ଯୋଗୁ ଅନେକ ମହିଳା ଆ-ତ୍ମ-ହ-ତ୍ୟା କରୁଛନ୍ତି।ତେବେ ଘଟଣା ଟି ଘଟିଛି ଏବେ ଏସ ଆଇ ମହିଳା ପୋଲିସ କାଜୋଲ୍ ବାଗ ଙ୍କ ସହିତ।ସେ ବଲାଙ୍ଗୀର ପୋଲିସ ଷ୍ଟେସନ ର ଏସ ଆଇ ଅଟନ୍ତି।
ସୂଚନା ଅନୁସାରେ ସେ ଗତ କିଛି ଦିନ ତଳେ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲେ।ଗତ କାଲି ସନ୍ଧ୍ୟା ରେ କାହା ସହିତ ଫୋନ୍ ରେ ଜୋର୍ ରେ ଜୋର୍ ରେ ଚିତ୍କାର କରି କଥା ହେଉଥିଲେ।ଏହା ପରେ ଜୋରେ ତାଙ୍କ ସହିତ ଝଗଡ଼ା କରିଥିଲେ।
Special report
ଶେଷ ରେ ପାଖରେ ଥିବା ମଶାମରା ଅଲ୍ ଆଉଟ୍ ର ତରଳ ପଦାର୍ଥ କୁ ପିଇ ଦେଇ ଥିଲେ।ରାତି ଗୋଟେ ସମୟ ରେ ଅନ୍ୟ ଜଣେ ପୋଲିସ ବାବୁ ଓ କିଛି ମହିଳା ପୋଲିସ କର୍ମଚାରୀ ମାନେ କାଜୋଲ ଙ୍କ ଘର କୁ ଆସିଥିଲେ।ସେଠାରେ ସେ କବାଟ ବନ୍ଦ କରି ଦେଇଥିଲେ।ଏହା ପରେ ପୋଲିସ ବାବୁ ସିଡି ଆଣି ତାଙ୍କ ଘର ଭିତର କୁ ପ୍ରବେଶ କଲେ।
ସେଠାରେ ସେ ଦେଖିଲେ ଏସ ଆଇ କାଜୋଲ୍ ବାଗ ତଳେ ପଡି ରହିଛନ୍ତି।ତାଙ୍କୁ ସାଙ୍ଗେ ସଙ୍ଗେ ପାଖରେ ଥିବା ମେଡିକାଲ ନିଆ ଯାଇଥିଲା।ପରେ ତାଙ୍କ ଘର ଲୋକ ଙ୍କୁ ଏ ବିଷୟ ରେ ସୂଚନା ଦିଆ ଯାଇଥିଲା।
ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ର ବଡ ମେଡିକାଲ କୁ ପଠାଇ ଦେଇଥିଲା।ସେଠାରେ ଏବେ କାଯୋଲ୍ ଙ୍କ ଚିକିତ୍ସା କରା ଯାଉଥିଲା।କିନ୍ତୁ ଘଟଣା ଚାରି ଆଡେ଼ ପ୍ରଚାରିତ ହେବା ପରେ ଏବେ ତାଙ୍କୁ ସେଠାରୁ ସ୍ଥାନାନ୍ତରଣ କରା ଯାଇଛି।
ପୋଲିସ ଏ ବିଷୟରେ କୌଣସି ସୂଚନା ଦେଇ ନାହିଁ।ହେଲେ ସେହି ପୋଲିସ ବାବୁ ଜଣକ କିଏ ଯାହା ସହିତ କାଜୋଲ ଏତେ ଯୋର୍ ରେ ଚିତ୍କାର କରି କଥା ହେଉଥିଲେ।ତାହା ଏ ଯାଏଁ ଜଣା ପଡି ନାହିଁ।ଘଟଣା ବିଷୟ ରେ କାଯୋଲ ଙ୍କ ଜଣେ ପଡୋଶୀ ଗଣ ମାଧ୍ୟମ ଆଗରେ ଏ ସବୁ ପ୍ରକାଶ କରିଛନ୍ତି।