Movie prime

ବେଙ୍ଗ ଠୁ ନେଇ ସାପ ପର୍ଯ୍ୟନ୍ତ , ବିଷଧର ଜନ୍ତୁ ଙ୍କୁ ନିଜ ଖାଦ୍ୟ ବନେଇ ସାରିଛନ୍ତି ବଲିଉଡ୍ ର ଏହି ତାରକା ମାନେ, ଜାହ୍ନବୀ କପୁର ଙ୍କୁ ଗେଣ୍ଡା ବହୁତ୍ ପସନ୍ଦ

 
Special Report
ବର୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ଆଉ ଅଭିନେତ୍ରୀ ମାନେ ଅନେକ ସମୟରେ ତାଙ୍କ ଅଭିନୟ ଦ୍ଵାରା ହେଉ ଅବା ଷ୍ଟାଇଲ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି।
ସେମାନେ ତାଙ୍କ ଅଭିନୟ ଦ୍ୱାରା ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଏଭଳି କିଛି ଅଭିନେତା ଆଉ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଜୀବଜନ୍ତୁ ଙ୍କ ମାଂସ ଖାଇଥାନ୍ତି।ସେମାନେ ବେଙ୍ଗ, ସାପ, କୁମ୍ଭୀର ଓ ଠେକୁଆ ଆଦି ଜୀବଙ୍କ ମାଂସ ଖାଇଛନ୍ତି।
ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ବାସ୍ତବରେ ଏହା ସତ ଅଟେ।ପ୍ରଥମ ଅଭିନେତା ହେଉଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌।ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେ ବିଷଧର ସାପ ଓ କୁମ୍ଭୀର ମାଂସ ଖାଇଥିବାର ଜଣାପଡ଼ିଛି।
Special Report
ଆପଣମାନେ ଅଭିନେତ୍ରୀ କଙ୍ଗନା ରାଣାୱତ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ଙ୍କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି।ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ସାକ୍ଷାତକାର ରେ କହିଛନ୍ତି ଯେ ସେ ତାଙ୍କ ପୂର୍ବତନ ପ୍ରେମିକ ଙ୍କ ସହିତ ଭଜା ବେଙ୍ଗ ଖାଇଥିଲେ।
Special Report
ଅଭିନେତା ଆୟୁଷ୍ମାନ ଖୁରାନା ଙ୍କ ଅଭିନୟ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥାଏ।ଏବଂ ସେ ସୁନ୍ଦର ଅଭିନୟ କରିବା ସହିତ ବହୁତ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି।
Special Report
ଅଭିନେତା ଆୟୁଷ୍ମାନ କହିଛନ୍ତି ଯେ ଘୋଡ଼‌ା ଓ ଠେକୁଆ ମାଂସର ଖାଇଛନ୍ତି।ସେହିପରି ଅଭିନେତ୍ରୀ କାଜଲ ମଧ୍ୟ ଗେଣ୍ଡା ଓ ବେଙ୍ଗ ଖାଇଥିବା ବେଳେ ତାଙ୍କ ସ୍ବାମୀ ତଥା ବଲିଉଡ୍‌ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଘୋଡ଼ା କ୍ଷୀର ପିଇଛନ୍ତି।
Special Report
ଅଭିନେତ୍ରୀ ଜାହ୍ନବୀ କପୁର ଗେଣ୍ଡା ମାଂସ ଖାଇଛନ୍ତି।ତାଙ୍କୁ ବହୁତ ଭଲ ଲାଗିଥିଲା ବୋଲି ମଧ୍ୟ କହିଥିଲେ।ଦର୍ଶକ ମାନେ ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Special Report

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.