Movie prime

ବିଜେଡି କୁ ଡରି ବିଜେପି ରେ ମିଶିଗଲେ ପ୍ରଦୀପ..?ଦେଖନ୍ତୁ କଣ ପାଇଁ ଏମିତି କହିଲେ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ କି ବରିଷ୍ଠ ସାମ୍ୱାଦିକ ପ୍ରଶାନ୍ତ ପଟ୍ଟନାୟକ , ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ସମ୍ପର୍କରେ କହିଛନ୍ତି।
Special report
ସେ କହିଥିଲେ କି ତାଙ୍କ ଉପରେ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଖୁବ ଭରଷା ଥିଲା। ମଝିରେ ତାଙ୍କୁ ଦକ୍ଷିଣ ଓଡ଼ିଶାର organisation କରିବାର ଦାୟିତ୍ବ ମଧ୍ୟ ଦିଆ ଯାଇଥିଲା।
ମାତ୍ର ପରବର୍ତ୍ତୀ ସମୟରେ ଦେଖାଗଲା ଓ ଅଭିଯୋଗ ହେଲା କି ପ୍ରଦୀପ ପାଣିଗ୍ରାହୀ ତାଙ୍କର ଝିଅର ଯେଉଁ ବାହାଘର ଠିକ କରିଲେ ଆକାଶ ପାଠକ ଙ୍କ ସହ , ଆକାଶ ପାଠକ ଙ୍କ ବାପା ସେ ଥିଲେ ଜଣେ ସରକାରୀ ଅଫିସର।
ଆକାଶ ପାଠକ ଙ୍କ ଦୁର୍ନୀତି ସବୁ ଯେତେବେଳେ ପଦାରେ ପଡିଥିଲା ଅଭିଯୋଗ ହୋଇଥିଲା କି ଆକାଶ ପାଠକ ଟାଟା ର କୌଣସି କର୍ମଚାରୀ ନହୋଇଥିଲେ ମଧ୍ୟ ସେ ଟାଟା କମ୍ପାନୀ ରେ ଲୋକ ମାନଙ୍କୁ ଚାକିରୀ ଦେବେ ବୋଲି,
Special report
ଲୋକ ମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଆକାଶ ପାଠକ ଙ୍କୁ ଗିରଫ କରାଯାଇ ଥିଲା। ଏବଂ ଆକାଶ ପାଠକ ଙ୍କ ବିରୁଦ୍ଧରେ ତଦନ୍ତ ମଧ୍ୟ ଚାଲିଥିଲା।
ଏବଂ ତାହାକୁ ଡିଫେଣ୍ଡ କରି ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ପ୍ରକାରର କଥା ସବୁ କହିଥିଲେ। ପ୍ରଦୀପ ଙ୍କ ସ୍ତ୍ରୀ ମଧ୍ୟ ଗଣମାଧ୍ୟମ ସାମ୍ନା କୁ ଆସି ସେ ତାଙ୍କର ସଫେଇ ଦେଇଥିଲେ। ଏପରି କି ଅଭିଯୋଗ କରିଥିଲେ କି ଲୋକମାନେ ତାଙ୍କ ପ୍ରତି ଜଳିକି ଏଭଳି ହେଉଛନ୍ତି ବୋଲି।
ଏହାପରେ ସେ ବିଜେଡିର ମୁଖା ସମସ୍ତଙ୍କ ସାମ୍ନା ରେ ଖୋଲି ଦେବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ। ନବୀନ ପଟ୍ଟନାୟକ ଙ୍କ ବିରୁଦ୍ଧରେ ତାଙ୍କର ଅଭିଯୋଗଅଣାଯାଇଥିଲା ନଥିଲା ତାଙ୍କର ମୂଖ୍ୟ ଅଭିଯୋଗ ଥିଲା ପାଣ୍ଡିଆନ ଙ୍କ ବିରୁଦ୍ଧରେ।
ଯେତେବେଳେ ପରବର୍ତ୍ତୀ କାଳରେ ଦେଖିଥିଲେ କି ଉପାୟ କିଛି ନାହିଁ ସେତେବେଳେ ସେ ବାଧ୍ୟ ହୋଇ ବିଜେପି ନିକଟରେ ଶରଣ ପଶିଛନ୍ତି। ଆଉ ବିଜେପି ମଧ୍ୟ ତାଙ୍କୁ ଆପଣେଇ ନେଇଥିଲା ଯିଏକି ଦିନେ ତାଙ୍କୁ ବିରୁଦ୍ଧ କରୁଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.