Movie prime

ବିଜେଡି ରୁ ବିତାଡିତ ଜଗଦେବ ହେଲେ ବିଜେପି ରେ ସାମିଲ।ଏଥର ବିଜେପି ମୋର ପରିବାର, ଦେଖ କେମିତି ଲଢ଼ୁଛି

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଦେଖି ଅନେକ ନେତା ମନ୍ତ୍ରୀ ମାନେ ଅନ୍ୟ ଦଳ ର ମନ୍ତ୍ରୀ ମାନଙ୍କୁ ନେଇ ନିଜ ମତ ପ୍ରକାଶ କରୁଛନ୍ତି।
Special report
ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ବିଜେଡି ର ପୂର୍ବତନ ନେତା ପ୍ରଶାନ୍ତ ଜଗଦେବ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ସେ ଏବେ ବିଜେଡି ଦଳ ଛାଡି ବିଜେପି ରେ ଯୋଗ ଦେଇଛନ୍ତି।
ଯେଉଁ ନେତା ଦିନେ ବିଜେପି ଦଳ କୁ ଆଙ୍ଗୁଠି ଉଠାଇ କହୁ ଥିଲା।ଆଜି ସେ ସେହି ଦଳ ରେ ପ୍ରବେଶ କରୁଛନ୍ତି। ଯାହାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା କରା ଯାଉଛି।
ବିଜେଡି ଦଳ ରେ ଥିବା ବେଳେ ବିରୋଧୀ ଦଳ ର ନେତା ମାନେ ତଥା ବିଜେପି ଦଳ ତାଙ୍କୁ ଏକ କ୍ରିମିନାଲ ସଦୃଶ୍ୟ ବୋଲି କହି ଥିଲେ।ସେମାନେ ଚିତ୍କାର କରି କହୁଥିଲେ ପ୍ରଶାନ୍ତ ଜଗଦେବ ତାଙ୍କ ବିଜେପି କର୍ମୀ ମାନଙ୍କୁ ମଦ୍ୟପାନ କରି ହତ୍ୟା କରୁଛନ୍ତି।
ହେଲେ ଏବେ କେମିତି ତାଙ୍କୁ ନିଜ ଦଳ ରେ ସାମିଲ କରିଛନ୍ତି।ଏ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ର ଅନ୍ୟତମ ନେତା ଲେନିନ ମିଶ୍ର।ତାଙ୍କ କହିବା ଅନୁଯାୟୀ କୁଆଡେ ଗଲା ସେ ଦଳ ପ୍ରେମ।
Special report
ଯେଉଁ ଦଳ କୁ ଏତେ ଘୃଣା କରୁଥିଲେ ପ୍ରଶାନ୍ତ ଏବେ ପୁଣି ଥରେ ସେହି ଦଳ ରେ ମିଶି ଛନ୍ତି।ବିଜେଡି ଦଳ ରେ ରହି ଜନ ବିରୋଧୀ କାମ ପାଇଁ ଦଳ ରୁ ବାହାର କରି ଦିଆ ଯାଇଚି।ଏହା ପରେ ସେ ବିଜେପି ଦଳ ରେ ମିଶିଛନ୍ତି।
ଏଭଳି ନେତା ଙ୍କୁ ଯିଏ ଦଳ ରୁ ବାହାର କରି ଦେଲା।ତାଙ୍କ ନାମ ରେ ଅନେକ କେସ ମଧ୍ୟ ଚାଲୁ ଥିଲା।ତେବେ ଓଡ଼ିଶା ବିଜେପି ଦଳ ତାଙ୍କୁ ଖୁସି ରେ ଗ୍ରହଣ କରିଛି।ତାଙ୍କୁ ତାଙ୍କ ଦଳ ରେ ସାମିଲ କରିଛି।ଆପଣ ମାନେ ଥରେ ଭାବନ୍ତୁ ଏଭଳି ନେତା କିଭଳି ନିଜ ରାଜ୍ୟ ର ବିକାଶ ରେ ସାହାର୍ଯ୍ୟ କରିବ।
ଲୋକ ଙ୍କ ର ବିଜେଡି ଦଳ ପ୍ରତି ଗୋଟିଏ ଭଲ ପାଇବା ରହିଛି।ସେମାନେ କେବେ ବି ବିଜେପି ଦଳ କୁ ଗ୍ରହଣ କରି ପାରିବେ ନାହିଁ।ଏତେ ବର୍ଷ ହେଲାଣି
ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାର ଗଢ଼ିଛନ୍ତି।ଲୋକ ମାନେ ତାଙ୍କୁ ଗ୍ରହଣ କରୁଛନ୍ତି।ଆଗକୁ ମଧ୍ୟ ସେ ହିଁ ସରକାର ଗଢିବେ ବୋଲି ଆଶା କରା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.