Movie prime

ରାହୁଲ କହିଲେ ୨୦୨୪ ହେବ ବିଜେପି ର ମୂଳ ପୋଛ ବର୍ଷ, ମୁଁ ବି ଟିକେ ପ୍ରଧାନମନ୍ତ୍ରୀ ହୋଇ ଦେଖିବି କେମିତି ଲାଗୁଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅକ୍ଟୋବର ମାସ ୩୧ ତାରିଖରେ ବଡ଼ ସମ୍ମିଳନୀ କରିବାକୁ ଯାଉଛି କଂଗ୍ରେସ। ଆଉ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପଛୁଆ ଜାତି ଙ୍କୁ ନିଜ ସପକ୍ଷରେ ନେବା ପାଇଁ।
Special report
ଏଥିପାଇଁ କ୍ଷତି ସହିବେ ବିଜେପି ଓ ସମାଜବାଦୀ ପାର୍ଟି। ପଛୁଆ ଜାତି ଙ୍କୁ ସାହଯ୍ୟ କରିବା ଉଦ୍ଦେଶ୍ୟରେ କଂଗ୍ରେସ ୩୧ ତାରିଖରେ ଲକ୍ଷ୍ନୌ ଠାରେ ଏକ ବଡ଼ ସମ୍ମିଳନୀ କରିବାକୁ ଯାଉଛି। ଜାତି ଭିତ୍ତିକ ଗଣନା ପ୍ରସଙ୍ଗ ଉଠାଇବା କଂଗ୍ରେସ ।
ଆଉ ଏହାକୁ ନେଇ ପଛୁଆ ବର୍ଗଙ୍କ ପାଇଁ ଏକ ସମ୍ମିଳନୀ ମଧ୍ଯ କରିବ। ଏହାକୁ ନେଇ କଂଗ୍ରେସ ଏକ ସ୍ଲୋଗାନ ଦେଇଛି କି" ଜିସକି ଯିତନି ସଂଖ୍ୟା ଭାରି ଉସକି ଉତନି ହିସେଦାରି "। ଅର୍ଥାତ ସଂଖ୍ୟା ଯଦି ଅଧିକ ତେବେ ତାଙ୍କର ଅଂଶ ମଧ୍ୟ ଅଧିକ ହେବ।
ଏଥିରେ ଜାତି ଭିତ୍ତିକ ଓ ଆରୋକ୍ଷଣ ସ୍ଲୋଗାନ ଦେଇ କଂଗ୍ରେସ ମଧ୍ୟ ଆଗକୁ ବଢ଼ିବାକୁ ଯାଉଛି। କଂଗ୍ରେସ ପାର୍ଟି ଲୋକସଭା ନିର୍ବାଚନ ପକ୍ଷରୁ ସମସ୍ତଙ୍କୁ ବୁଝାଇବା ପାଇଁ ମଧ୍ଯ ଚେଷ୍ଟା କରୁଛି।
Special report
ପଛୁଆ ଶ୍ରେଣୀ ଙ୍କ ସମ୍ମିଳନୀ କରି ସେମାନଙ୍କୁ ନିଜ ଫୋଲ୍ଡର କୁ ନେବା ପାଇଁ ଚାହୁଁଛି କଂଗ୍ରେସ ପାର୍ଟି। କିଛି ସମୟ ପୂର୍ବରୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପଛୁଆ ବର୍ଗ ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇ ଥିଲେ।
ଆଉ ତାଙ୍କର ଭାଷଣରେ ମଧ୍ୟ ସେ ପଛୁଆ ବର୍ଗ ଙ୍କ ପାଇଁ ଅନେକ କଥା ଉଠାଉଛନ୍ତି। କଂଗ୍ରେସ ଏବେ ପଛୁଆ ବର୍ଗ ସହ ଅନ୍ୟାନ୍ୟ ବର୍ଗଙ୍କୁ ମଧ୍ଯ ସାହଯ୍ୟ କରିବା ପାଇଁ ବେଶ ନିୟୋଜିତ ରହିଛନ୍ତି।
ଏହା ସହ ଦଳିତଙ୍କ ପାଇଁ କାର୍ଯ୍ୟ କଂଗ୍ରେସ ର ଅନ୍ୟତମ ପ୍ରୟାସ ଅଟେ। ଏଭଳି ତମାମ ମୁସଲମାନ ନେତାଙ୍କୁ ନିଜ ଦଳରେ ଯୋଡି ଏଥି ସହ ଏହା ଦେଖାଇବାକୁ ଚାହୁଁଛି କି ସମସ୍ତେ ଏହି ଦଳରେ ଭାଗ ନେଇ ପାରିବେ ଆଉ ଏହା ଏକ ସକ୍ରିୟ ଦଳ ଅଟେ।
ଆଗାମୀ ନିର୍ବାଚନ ପାଇଁ ରାହୁଲ ଏବେ କଣ ରଣନୀତି କରିବେ ସେଥିପାଇଁ ସେ ଏବେ ପୂରା ପ୍ରସ୍ତୁତ ମଧ୍ଯ ରହିଛନ୍ତି। ତେବେ ରାହୁଲ୍ ଗାନ୍ଧୀ ଙ୍କ ଏହି କଥା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.