Movie prime

ମତେ ବିଜେପି ୱାଲା ଖାଲି ତାଙ୍କ ଦଳ କୁ ଡାକୁଛନ୍ତି, ହେଲେ ମୁଁ ଜମା ସେ ଦଳ ରେ ମିଶିବିନି.. ଯେତେ ଯାହା ହେଉ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେନ୍ଦ୍ର ସରକାର ଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଟାର୍ଗେଟ। ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପି ରୁ ଅଫର୍ ଆସୁଛି ଆଉ ବିଜେପି ରେ ରେ ମିଶି ଗଲେ ତାଙ୍କର ସବୁ ଭୁଲ ମଧ୍ୟ ମାଫ୍ ହୋଇଯିବ।
Special report
ନା ତାଙ୍କ ଉପରେ ଚଢ଼ାଉ ହେବ ନା ଇଡି ର ସମନ ହେବ। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ସେ କେବେ ହେଲେ ମଧ୍ୟ ବିଜେପି ରେ ମିଶିବେ ନାହିଁ।
ସେ କହିଥିଲେ କି ସ୍କୁଲ୍ , କଲେଜ୍ , ହସ୍ପିଟାଲ୍ କରି କୌଣସି ଭୁଲ କରି ନାହାଁନ୍ତି। ତାଙ୍କ ପଛରେ ମଧ୍ୟ ଅନେକ ଷଡ଼ଯନ୍ତ୍ର କରାଯାଉଅଛି। କେନ୍ଦ୍ର ଏବଂ ବିଜେପି ତାଙ୍କ ପଛରେ ସମସ୍ତ ଏଜେନ୍ସି ଲଗାଇ ଦେଇଛନ୍ତି।
ଯଦି ତାଙ୍କୁ ଜେଲ୍ ରେ ରଖା ଯାଏ ତେବେ ମଧ୍ୟ ତାଙ୍କ ଉପରେ କୋଟି କୋଟି ଗରୀବ ଲୋକ ମାନଙ୍କ ଆଶୀର୍ବାଦ ରହିଛି। ଯେତେ ତାଙ୍କ ପଛରେ ଷଡ଼ଯନ୍ତ୍ର ହେଲେ ମଧ୍ୟ କୌଣସି ପ୍ରକାରର କ୍ଷତି କରି ପାରିବେ ନାହିଁ ବୋଲି କହିଥିଲେ।
Special report
ଅରବିନ୍ଦ କେଜରିୱାଲ ମଧ୍ୟ କହିଛନ୍ତି କି ସେ ମଧ୍ୟ ତାଙ୍କ ସାମ୍ନାରେ ହାରି ଯିବେ ନାହିଁ। ସବୁ ସମୟର ଦୃଢ଼ତା ର ସାମ୍ନା କରିବେ। ତାଙ୍କୁ ଅନେକ ଥର ବିଜେପି ରେ ମିଶିବା କଥା କୁହା ଯାଇଥିବା ବେଳେ ସେ ବାରମ୍ବାର ଏହାକୁ ବାରଣ କରି ଆସିଛନ୍ତି।
ଦିଲ୍ଲୀ ର ଏକ ସ୍କୁଲ୍ ବିଲ୍ଡିଙ୍ଗ ତିଆରି କରିବା ସମୟରେ ସେ ଏଭଳି କିଛି କହିଥିଲେ। ଏହା ମଧ୍ୟ କେଜରିୱାଲ କହିଥିଲେ କି ତାଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦିଲ୍ଲୀରେ ଶିକ୍ଷାର ପ୍ରସାର ର ଯେଉଁ ମିସଲ ଜଳାଇଛନ୍ତି,
ତାହାକୁ ସେ କେବେ ହେଲେ ମଧ୍ୟ ଲିଭିବା ପାଇଁ ଦେବେ ନାହିଁ। କେଜରିୱାଲ ଙ୍କ ସହ ତାଙ୍କର ଶତ୍ରୁତା ରହିଛି ହେଲେ ଜନ ସାଧାରଣ ଓ ତାଙ୍କର ପିଲା ମାନଙ୍କ ସହ କୌଣସି ପ୍ରକାରର ଶତ୍ରୁତା ନାହିଁ। ସେମାନଙ୍କ ପିଲାମାନେ ନିଶ୍ଚିତ ଭାବରେ ଶିକ୍ଷା ପାଇବା ଉଚିତ।
ଏବଂ ସେ ଯେଉଁ ଉନ୍ନତୀ ମୂଳକ କାର୍ଯ୍ୟର ଉଦ୍ଘାଟନ କରୁଛନ୍ତି ତାହାର ବିରୋଧୀ ମାନେ ବିରୋଧ କରୁଛନ୍ତି। ତେବେ କେଜରିୱାଲ ଙ୍କ ଏଭଳି କଥାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।