Movie prime

ଜାଣନ୍ତୁ ବ୍ଲଡ଼ ଗ୍ରୁପରୁ ଆପଣଙ୍କ ସ୍ଵଭାବ ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ବହୁତ୍ ରୋମାଣ୍ଟିକ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଭାରତ ଦେଶ ଭାରତ ରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ନିଜର ବ୍ଲଡ଼ ଗ୍ରୁପ ବିଷୟରେ ଜଣା ମଧ୍ୟ ନଥାଏ। କିନ୍ତୁ ନିଜର ବ୍ଲଡ଼ ଗ୍ରୁପର ସୂଚନା ସମସ୍ତଙ୍କୁ ରଖିବା ଉଚିତ। ଆପଣଙ୍କୁ ଏକଥା ଜାଣି ଆଶ୍ଚର୍ଯ୍ୟ ହେବ ଯେ ଅନ୍ୟ ଦେଶରେ ବ୍ଲଡ଼ ଗ୍ରୁପର ସୂଚନା ରଖିବା ବହୁତ ଆବଶ୍ୟକ ହୋଇଥାଏ ଓ ବ୍ଲଡ଼ ଗ୍ରୁପର ଆଧାରରେ ସମ୍ପର୍କ ସ୍ଥିର କରାଯାଏ।
Special report
ତେବେ ବନ୍ଧୁଗଣ ସଭିଙ୍କ ବ୍ଲଡ଼ ଗୃପ ନିହାତି ଭାବରେ ଅଲଗା ଶ୍ରେଣୀ ର ହୋଇଥାଏ। ଦୁନିଆରେ ଚାରି ପ୍ରକାରର ବ୍ଲଡ଼ ଗ୍ରୁପ ରହିଥାଏ ସେଗୁଡିକ ହେଲା ଏ, ବି, ଏବି, ଓ। ଆମ ବ୍ଲଡ଼ ଗ୍ରୁପର ଚିହ୍ନଟ ଅନେକ ଜରୁରୀ ପରିସ୍ଥିତିରେ ଆବଶ୍ୟକ ହୁଏ। 
୧- ‘A’ ବ୍ଲଡ଼ ଗ୍ରୁପ – ଆମେ A ବ୍ଲଡ଼ ଗ୍ରୁପ ର ଲୋକଙ୍କ ଠାରେ ସବୁବେଳେ ସଫଳତା ପ୍ରାପ୍ତ କରିବାର ଜିଦ୍ଦି ରହିଥାଏ। ଯାହା ଆଗକୁ ଯାଇ ଏମାନଙ୍କୁ ସଫଳ ଓ ବହୁତ ଭଲ ରୋଲ ମଡେଲ ବନେଇଥାଏ। Aବ୍ଲଡ଼ ଗ୍ରୁପ ଲୋକଙ୍କର ସବୁବେଳେ ଅନ୍ୟ ମାନଙ୍କ ସହିତ ଚାଲିବା ବହୁତ ଭଲ ଲାଗିଥାଏ।
ଏହି ବ୍ଲଡ଼ ଗ୍ରୁପ ଲୋକଙ୍କ ସ୍ଵଭାବରେ ବହୁତ ଦାୟିତ୍ଵବାନ, ସଂବେଦନଶୀଳ ହୋଇଥାନ୍ତି। ଏମାନଙ୍କ ସହିତ ବନ୍ଧୁତା କରିବା ବହୁତ ଉତ୍ତମ ପ୍ରମାଣିତ ହୋଇଥାଏ । Aବ୍ଲଡ଼ ଗ୍ରୁପର ଲୋକମାନେ ନିଜ ପୂର୍ବରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତି। ଏହି କାରଣ ଅଟେ ଯେ A ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖୁବ ଶୀଘ୍ର ଚାପଯୁକ୍ତ ହୋଇଯାନ୍ତି।
Special report
୨- ‘B’ ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ର ଲୋକ ବହୁତ ଅଧିକ ବନ୍ଧୁତାପୂର୍ଣ୍ଣ ପ୍ରକାରର ହୋଇଥାନ୍ତି। ବହୁତ ଶୀଘ୍ର କାହା ସହିତ ମିଶି ଯାନ୍ତି। ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଙ୍କର ବହୁତ ଅଧିକ ସ୍ଵାର୍ଥୀ ହୋଇଥାନ୍ତି କାରଣ ଯାହାର ମଧ୍ୟ ଏମାନେ ଇଚ୍ଛା ରଖନ୍ତି ପଛକେ ସେ ଯାହା ବି କରିବେ କିନ୍ତୁ ତାକୁ ପ୍ରାପ୍ତ କରି ନିଅନ୍ତି।
B ବ୍ଲଡ଼ ଗ୍ରୁପର ଲୋକ ପରିଶ୍ରମୀ ହୋଇଥାନ୍ତି ଓ ପରିଶ୍ରମ କରି ସେମାନେ ସବୁକିଛି ହାସିଲ କରିନିଅନ୍ତି। ଏହି ବ୍ଲଡ଼ ଗ୍ରୁପ ର ଲୋକମାନେ ବହୁତ ଅଧିକ ଜିଦ୍ଦି ଅଟନ୍ତି ଏବଂ କାହାର କଥା ଏମାନେ ଶୀଘ୍ର ମାନନ୍ତି ନାହିଁ।
Special report
୩- ‘AB’ ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ଅଧିକ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏହି ଗ୍ରୁପର ଲୋକଙ୍କର ବୁଦ୍ଧି ବହୁତ ଅଧିକ ତୀକ୍ଷଣ ହୋଇଥାଏ। AB ବ୍ଲଡ଼ ଗ୍ରୁପର ଲୋକ ଶୀଘ୍ର କାହା ଉପରେ ଭରସା କରି ପାରନ୍ତି ନାହିଁ।
ଏହି ବ୍ଲଡ଼ ଗ୍ରୁପର ଲୋକ ଯେଉଁ ବି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରନ୍ତି ତ ତାଙ୍କର ସାଥ ଶେଷ ସମୟ ପର୍ଯ୍ୟନ୍ତ ଛାଡନ୍ତି ନାହିଁ। ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ହୃଦୟ ନିର୍ମଳ ହୋଇଥାଏ।
୪- ’O’ ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ଠାରେ ଆତ୍ମବିଶ୍ଵାସ ବହୁତ ଅଧିକ ଥାଏ ଏବଂ ଏହା ସହିତ ସକରାତ୍ମକତା ମଧ୍ୟ ନିହିତ ଥାଏ। ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ମଧ୍ୟରେ ଏକ ଉତ୍ତମ ନେତା ହେବାର ସବୁ ଗୁଣ ଦେଖାଯାଇଥାଏ।
ଏହି ବ୍ଲଡ଼ ଗ୍ରୁପର ଲୋକମାନେ ସବୁବେଳେ ଅନ୍ୟମାନଙ୍କର ଖୁସି ବିଷୟରେ ଅଧିକ ଚିନ୍ତା କରନ୍ତି ନାହିଁ। ଏମାନେ ଅଳ୍ପ ସ୍ୱାର୍ଥି ମଧ୍ୟ ହୋଇଥାନ୍ତି।