Movie prime

ସାଙ୍ଘାତିକ ହୋଇପାରେ ପରିଣାମ ! ଦେଖନ୍ତୁ Blootooth ଅନ ରହିଗଲେ ହୋଇପାରେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସ୍ମାର୍ଟ ଯୁଗରେ ସମସ୍ତ ଲୋକମାନେ ତ ମୋବାଇଲ୍ ଫୋନର ବ୍ୟବହାର କରୁଛନ୍ତି । ଆଉ ଆଜିକା ଯୁଗରେ ସମସ୍ତେ ମୋବାଇଲ୍ ପ୍ରତି ବହୁତ ଭାବ ଦେଖାଉଛନ୍ତି ।
ଛୋଟ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ଫୋନ୍ ଧରୁଛନ୍ତି । ଆଉ ଆଜିକା ଯୁଗରେ ଯୁଗ ସ୍ମାର୍ଟ ହେବା ସହ ଟେକ୍ନୋଲୋଜି ବି ଆଗୁଆ ଅଛି । ଆଜିର ଦୁନିଆରେ ସବୁବେଳେ ସମସ୍ତଙ୍କ ହାତରେ ରହୁଛି ସ୍ମାର୍ଟ ଫୋନ । 
ଆଉ ବ୍ଲୁ ଟୁଥ, ଇୟର କର୍ଡ ବାହାରିଲା ଦିନ ଠାରୁ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି । ଆଉ ସମସ୍ତଙ୍କ ଫୋନର ବ୍ଲୁ ଟୁଥ ଅନ୍ ରହୁଛି । ବ୍ଲୁ ଟୁଥ, ଇୟର ଫୋନକୁ ବ୍ୟବହାର କରି କିଏ ଗୀତ ଶୁଣୁଛି କି ଅନ୍ୟାନ୍ୟ କାମ କରୁଛି କି କିଏ କାହା ସହ କଥା ହେଉଛି ।
ଏହି ବ୍ଲୁ ଟୁଥ ଯେତିକି ଭଲ ଏହାର ମଧ୍ୟ ଖରାପ କିଛି ରହିଛି । ଆପଣ ଜାଣିଛନ୍ତି କି ଆପଣଙ୍କ ଫୋନର ବ୍ଲୁ ଟୁଥ ସବୁବେଳେ ଅନ୍ ରହିଲେ ଆପଣ କେତେ କ୍ଷତି ସହି ପାରନ୍ତି । ଆପଣଙ୍କ ଜୀବନ ବି ଚାଲି ଯାଇପାରେ ।
ଆପଣଙ୍କ ବ୍ଲୁ ଟୁଥ ଅନ୍ ଥିଲେ ଏହା ଆପଣଙ୍କ ଜୀବନ ନେବା ସହ ଆପଣଙ୍କର ସବୁ ଡାଟା ନେଇଯିବ ।ଆପଣଙ୍କ ଫୋନ ହ୍ୟାକ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଥାଏ । ସାଇବର ଆଟାକର ଏକ ପ୍ରଣାଳୀ ରହିଛି ଯାହାକୁ ବ୍ଲୁ ବକିଂ ବୋଲି କୁହାଯାଏ ।
ଏହି ପ୍ରଣାଳୀରେ ଆପଣଙ୍କ ଫୋନ ହ୍ୟାକ୍ କରାଯାଇ ଆପଣଙ୍କ ଫୋନରୁ ସବୁ ଡାଟା ଆଣନ୍ତି । ସାଇବର ଆଟାକ କରୁଥିବା ଲୋକମାନେ ତାଙ୍କ କମ୍ପ୍ୟୁଟରରୁ ଆପଣଙ୍କ ବ୍ଲୁ ଟୁଥକୁ ଏକ ରିକ୍ୱେଷ୍ଟ ପଠାଇଥାନ୍ତି । 
ଏହାକୁ ଆକ୍ସେସେକ୍ଟ କରିବା ପରେ ଡାଟା ନେଇଯାଆନ୍ତି । ସାଇବର କ୍ରୀମୀନାଲଙ୍କ ପାଖରେ ଅନେକ ପ୍ରକାରର ଉପାୟ ଥାଏ । ସେମାନେ Malware ନାମକ ଏକ ପ୍ରଣାଳୀ ବ୍ୟବହାର କରି ଡାଟା ନେଇଥାନ୍ତି ।
ସେଥିପାଇଁ ଯେତେବେଳେ ଦରକାର ସେତେବେଳେ ବ୍ଲୁ ଟୁଥ ଅନ୍ କରି ଅନ୍ତ ଟାଇମରେ ବନ୍ଦ କରି ଦିଅନ୍ତୁ । ଆଉ ଘଡଘଡି ମାରୁଥିବା ସମୟରେ ଯଦି ଆପଣ ଏହି ବ୍ଲୁ ଟୁଥ ବ୍ୟବହାର କରୁଛନ୍ତି ତାହେଲେ ଏହା ଦ୍ବାରା ବିଜୁଳିର କରେଣ୍ଟ ଚାଲିଆସେ । ସେଥିପାଇଁ ବର୍ଷା ଘଡଘଡି ଏବଂ ଅନ୍ୟାନ୍ୟ ସମୟରେ ବ୍ଲୁ ଟୁଥ ଅନ କରନ୍ତୁ ନାହିଁ ।