Movie prime

ପୁଅ ମରିଗଲା ପରେ ବାଧ୍ୟ ହୋଇ ବୋହୂ କୁ ବାହା ହେଲି ହେଲେ ଆମକୁ ସମାଜ ଗ୍ରହଣ କରୁନି, ଆମ ଦୋଷ କଣ ରହିଲା? ସଂସାର ବଢେଇବା କଣ ଭୁଲ୍

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ରେ ଲୋକ ମାନଙ୍କ ପ୍ରେମ ସମ୍ପର୍କ ଥିବା କଥା ଦେଖିବାକୁ ମିଳୁଛି ଯେପରି ଦିଅର ଭାଉଜ,
ମାଇଁ ଭଣଜା ଓ ଭେଣେଇ ଶାଳୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ଏବେ ବହୁ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏବେ ଏକ ଶଶୁର ଆଉ ବୋହୂଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। 
୨୫ ବର୍ଷୀୟ ଯୁବତୀ ବୋହୂ କୁ ବାପା ବୟସ ର ଶଶୁର ବାହା ହେଲା। ଏହି ଦୁଇ ଜଣ ସମାଜ ରେ ପରିହାସ ର ଶିକାର ମଧ୍ୟ ହୋଇଛନ୍ତି। ନିଜ ବୟସ ଓ ସମ୍ପ୍ରକକୁ ଭୁଲି ଯାଇ ଶଶୁର ବୋହୂକୁ ବିବାହ କରିଛନ୍ତି।
Special report
କ୍ୟାମେରା ଆଗରେ ଶ୍ୱଶୁର ନିଜ ବୋହୂକୁ ବିବାହ କରିବାର କହିଛନ୍ତି ପ୍ରକୃତ କାରଣ। ଶଶୁର କହିଛନ୍ତି ଯେ ପୁଅର ମୃତ୍ୟୁ ପରେ ସେ ନିଜ ବୋହୂକୁ ବିବାହ କରିଛନ୍ତି। 
କେବଳ ସେତିକି ନୁହେଁ, ତାଙ୍କ ବୋହୂ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ନିଜେ ଶ୍ୱଶୁରଙ୍କୁ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଉଭୟ ଫୁଲମାଳ ପକାଇଥିବାର ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।
ଏଥିରୁ ସଫା ଜଣା ପଡୁଛି ଯେ ଉଭୟ ମନ୍ଦିରରେ ବିବାହ କରିଛନ୍ତି। କିନ୍ତୁ ଏହି ଶଶୁର ଆଉ ବୋହୂ କାହାରି କଥା କୁ ତିଳେ ହେଲେ ନ ଶୁଣି ପରଷ୍ପର ପ୍ରତି ଭଲ ପାଇବା ରଖି ବିବାହ କରିଛନ୍ତି। 
ଶଶୁର ବାପା ସମାନ ହେବେ କିନ୍ତୁ ଏହିକଥାକୁ ଭୁଲି ଯାଇ ବୋହୂ ଶଶୁରକୁ ହିଁ ସ୍ଵାମୀ କରିବା ଘଟଣା ସାମ୍ନାକୁ ଆସିବା ପରେ ଲୋକମାନଙ୍କ ମଧ୍ୟରେ ସେମାନଙ୍କୁ ନେଇ ନି-ନ୍ଦା ଅପବାଦ ବଢ଼ିବାରେ ଲାଗିଛି।
କିଛି ଲୋକ ମାନେ ଏହି ଶଶୁର ଓ ବୋହୂଙ୍କ ବାହାଘରକୁ ନେଇ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲ-ଜ୍ୟା-ଜ-ନ-କ ଭିଡ଼ିଓଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.