Movie prime

ରୁଟି ସାମାନ୍ୟ ଟିକେ ପୋଡ଼ି ଯିବାରୁ ବୋହୂ ର ଲୁଗା ଟେକି ନିଆଁ ଚେଙ୍କ ଦେଇ ଦେଲା ଶାଶୂଘର ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ବୋହୁ ତାଙ୍କ ଶାଶୂ ଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ରୁଟି ପୋଡ଼ି ଗଲା ବୋଲି ତାଙ୍କ ଶାଶୂ ତାଙ୍କ ହାତରେ ଚେଙ୍କା ଦେଇ ଦେଇଥିଲେ।
Special report
ଆଉ ସେତିକିରେ ତାଙ୍କର ମନ ଶାନ୍ତି ହେଲନି ଯେ ପୁଣି ପିଠି ରେ ମଧ୍ୟ ଚେଙ୍କ ଦେଇ ଦେଇଥିଲେ। ଆଉ ଯେତେବେଳେ ବୋହୂ ଜଣକ ଏକଥା କାନ୍ଦି କାନ୍ଦି ତାଙ୍କର ସ୍ଵାମୀ ଙ୍କୁ କହିଥିଲେ ସେତେବେଳେ ତାଙ୍କର ସ୍ଵାମୀ ମଧ୍ୟ ତାଙ୍କୁ ଧମକ ଦେଇଥିଲେ।
କହିଥିଲେ କି ସେ ଯଦି ଏକଥା କାହା ଆଗରେ କୁହନ୍ତି ତେବେ ସେ ତାଙ୍କୁ ଜୀବନରୁ ମାରି ଦେବେ। ରୁଟି ଚାରୋଟି ପୋଡ଼ି ଯିବାରୁ ଶାଶୂ ଓ ସ୍ୱାମୀ ମିଶି ବୋହୂ ଙ୍କୁ ଚେଙ୍କ ଦେଇ ଦେଇଥିଲେ।
ବୋହୁ ଙ୍କୁ ଅନେକ ଥର ମାଡ଼ ମାରିବା ସହ ବୋହୂ ଦେହରୁ ଲୁଗା ଖୋଲି ମଧ୍ୟ ତାଙ୍କର ଶଶୁରଙ୍କୁ ଦେଖାଇ ଥାଆନ୍ତି ଶାଶୁ। ଏଥି ସହ ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରନ୍ତି। ତାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ମଧ୍ୟ ଦାବୀ କରନ୍ତି।
Special report
ଏହାକୁ ନେଇ ବୋହୂ ଜଣକ ମୁହଁ ଖୋଲିଛନ୍ତି। ଏବଂ ତାଙ୍କର ସ୍ୱାମୀ ଓ ଶାଶୂ ତାଙ୍କୁ କିଭଳି ଭାବରେ ନିର୍ଯାତନା ଦେଇଛନ୍ତି ଏହି ସମ୍ପର୍କରେ ସେ ଗୋଟି ଗୋଟି କରି ମଧ୍ୟ କହିଛନ୍ତି।
ପ୍ରଥମେ ମିଠା ମିଠା କଥା କହି ନିଜ ପୁଅ ପାଇଁ ବୋହୂ ଆଣିଥିଲେ ଆଉ ବୋହୂ ଘରକୁ ଆସି ସାରିବା ପପରେ ଶାଶୁ ଜଣକ ତାଙ୍କର ଅସଲ ରୂପ ଦେଖାଇ ଥିଲେ। ଟିକେ ଟିକେ କଥାରେ ସ୍ଵାମୀ ଓ ଶାଶୂ ମିଶି ସ୍ଵାମୀ ଉପରକୁ ହାତ ଉଠାଇ ଥାଆନ୍ତି।
ବୋହୂ ର ଇଜ୍ଜତ କୁ ମଧ୍ୟ ଦାଣ୍ଡ ଦୁଆର ରେ ପକାଇବା ପାଇଁ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର୍ ୮ ରେ।
ସେଠାରେ ଜଣେ ଯୁବତୀ ଭାଗିରଥି ନାମକ ଏକ ବ୍ୟକ୍ତି ଙ୍କୁ ବିବାହ କରିଥିଲେ। ଆଉ ବିବାହର ଦୁଇ ମାସ ପରେ ହିଁ ଯୁବତୀ ଙ୍କ ସହ ଏଭଳି ବ୍ୟବହାର କରାଯାଇ ଥିଲା ଏନେଇ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.