Movie prime

ବୋହୂ କୁ ଜୀବନ ରୁ ମାରି ଶଶୁର କଲା ଚମତ୍କାର ଅଭିନୟ : ଆଜ୍ଞା ମୁ ଯୌତୁକ ଗୋଟେ ଟଙ୍କା ବି ଆଣିନି ତାକୁ କାଈ ମାରିବି ଆଜ୍ଞା

 
Special report
ନମସ୍କାର ପାଠକ ବନ୍ଧୁ।ରାଜଧାନୀ ରେ ଏବେ ପ୍ରିୟଙ୍କା ଙ୍କ ମୃ-ତ୍ୟୁ ମାମଲା କୁ ନେଇ ଜୋର୍ ସୋର୍ ରେ ଚର୍ଚ୍ଚା ଚାଲିଛି।ଝିଅ ର ବାହାଘର ପାଇଁ ବାପା ମା ନିଜର ସବୁ କିଛି ଦେଇ ଦେଇ ଥାନ୍ତି।ଖୁବ୍ ଧୁମ୍ ଧାମରେ ପ୍ରିୟଙ୍କା ଙ୍କ ବାପା ମା ତାଙ୍କୁ ବିବାହ କରାଇ ଥିଲେ।
Special report
ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଆଗକୁ କଣ ଘଟିବାକୁ ଯାଉଛି।କିଛି ଟା ଯୌତୁକ ପାଇଁ ସ୍ଵାମୀ ଙ୍କ ସହିତ ମିଶି ଶାଶୁ ଘର ଲୋକେ ତାଙ୍କୁ ସବୁଦିନ ପାଇଁ ମାରି ଦେଲେ।ଏହାକୁ ନେଇ ପ୍ରିୟଙ୍କା ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରୁଛନ୍ତି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ରେ।ସେଠାରେ ଗତ କିଛି ଦିନ ତଳେ ସୁରଜ୍ ଦାସ ଙ୍କ ବିବାହ ପ୍ରିୟଙ୍କା ଙ୍କ ସହିତ ହୋଇ ଥିଲା।ସେ ସମୟ ରେ ପ୍ରିୟଙ୍କା କୌଣସି ପ୍ରକାର ଯୌତୁକ ଆଣି ନ ଥିଲେ।ସେଥିପାଇଁ ଶାଶୁ ଘର ଲୋକେ ସବୁବେଳେ ପ୍ରିୟଙ୍କା ଙ୍କୁ ନି-ର୍ଯ୍ୟା-ତ-ନା ଦେଇଥିଲେ।
Special report
ତାଙ୍କ ସ୍ଵାମୀ ସୁରଜ୍ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖିଥିଲେ।ଏହାକୁ ପ୍ରିୟଙ୍କା ବିରୋଧ କରିବାରୁ ସେ ତାଙ୍କୁ ଖୁବ୍ ପିଟି ଥିଲେ।ଶେଷ ରେ ପ୍ରିୟଙ୍କା ବାଧ୍ୟ ହୋଇ ଆ-ତ୍ମ-ହ-ତ୍ୟା କଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସୁରଜ୍ ଙ୍କ ବାପା ପ୍ରଦୀପ।ସେ କହିଛନ୍ତି କି ତାଙ୍କ ବୋହୂ ର ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ଥିଲା।ସେଥିପାଇଁ ସେ ସବୁବେଳେ ଲୁଚି ଛପି କାହା ସହିତ ଫୋନ୍ ରେ କଥା ହେଉଥିଲେ।
ଆମେ ବିବାହ ସମୟ ରେ କୌଣସି ଯୌତୁକ ଆଣି ନ ଥିଲୁ।ଓ ଏଥିପାଇଁ କେବେ ହେଲେ ଦାବି ମଧ୍ୟ କରି ନୁ।ସେମାନେ ଆମ ନାମ ରେ ମିଛ ଅଭିଯୋଗ କରିଛନ୍ତି।ତାଙ୍କ ଝିଅ ବହୁତ ଖରାପ ଥିଲା।
ଏବେ ପ୍ରିୟଙ୍କା ଙ୍କ ମୃତ୍ୟୁ ପାଇଁ ସୁରଜ୍ ଓ ତାଙ୍କ ପରିବାର ଲୋକ ଙ୍କୁ ପଚରା ଉଚରା କରା ଯାଉ ଅଛି।ସୁରଜ୍ ଙ୍କୁ ପୋଲିସ ଗିରଫ କରି ଥାନା ରେ ରଖିଛି।ଓ ପୋଲିସ ଏବେ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଏହାର ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି ଆଶା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.