Movie prime

ସାମାନ୍ୟ କିଛି ଟା ଟଙ୍କା ପାଇଁ ନୂଆ ବୋହୂ କୁ ନିର୍ମମ ଭାବରେ ରାସ୍ତା ରୁ ହଟେଇ ଦେଲେ ଶାଶୁଘର ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ ଯୌତୁକ ନି-ର୍ଯା-ତ-ନା ରେ ଅନେକ ମହିଳା ମୃ-ତ୍ୟୁ ବରଣ କରୁଛନ୍ତି।ବିବାହ ପରେ ଶାଶୁ ଓ ପରିବାର ଲୋକ ଙ୍କ ଠାରୁ ଆରମ୍ଭ ହୋଇ ଯାଉଛି ଅ-ତ୍ୟା-ଚା-ର।
Special report
ଝିଅ ଟିଏ ବାହା ହୋଇ କେତେ ଆଶା ନେଇ ଶାଶୁ ଘର କୁ ଯାଇ ଥାଏ।ହେଲେ ସେଠାରେ ପହଞ୍ଚିବା ପରେ ତାର ସବୁ ଆଶା ଓ ସ୍ୱପ୍ନ ଭାଙ୍ଗି ଯାଇଛି।ଆମେ ଆଜି ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବାଲିସାହି ଗାଁ ରେ।
ସେହି ଗ୍ରାମ ର ନିବେଦିତା ନାମକ ଜଣେ ଯୁବତୀ ଗତ ୮ ମାସ ତଳେ ନିକଟସ୍ଥ ମାର୍କଣ୍ଡ ଗ୍ରାମ ର ରଞ୍ଜିତ ନାୟକ ଙ୍କୁ ବିବାହ କରିଥିଲେ।ବିବାହ ପରେ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ଅ-ତ୍ୟା-ଚା-ର। ଏ ବିଷୟ ରେ ଝିଅ ଟି ତାର ପରିବାର ଲୋକ ଙ୍କୁ ଜଣାଇ ଥିଲା।
ଓ କହିଥିଲା କି ବାପା ତମେ ମୋତେ ବିବାହ କରାଇ ବହୁତ ବଡ ଭୁଲ କରି ଦେଲ।ପ୍ରଥମ ଝିଅ ର ବାପା ଏହାକୁ ଏକ ସାମାନ୍ୟ କଥା ରୂପେ ନେଇ ଥିଲେ।ଘରେ ଘରେ ଏପରି କଳି ହୁଏ।ହେଲେ ଶେଷ ରେ ଏପରି କିଛି ଘଟି ଯିବ ତାହା କେହି ବି ବିଶ୍ଵାସ କରି ନ ଥିଲେ।
Special report
ଘଟଣା ଘଟି ସାରିବା ପରେ ନିବେଦିତା ଙ୍କ ପରିବାର ଲୋକ ମାନଙ୍କୁ ତାଙ୍କ ସ୍ବାମୀ ଫୋନ୍ କରି ଡକାଇ ଥିଲେ।ଓ କହିଥିଲେ କି ନିବେଦିତା କବାଟ ଖୋଲୁ ନାହାନ୍ତି।
ଏହା ପରେ ନିବେଦିତା ଙ୍କ ବାପା ଭାଇ ଆସି କବାଟ ଖୋଲି ଦେଖିଲା ବେଳ କୁ ସେ ଅଚେତ ହୋଇ ଯାଇଛନ୍ତି।ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଯାହାକୁ ଶୁଣି ସମସ୍ତେ କାନ୍ଦି ପକାଇ ଥିଲେ।ନିଜ କୋହ କୁ କେହି ସମ୍ଭାଳି ପାରିଲେ ନାହିଁ।
ଏହା ପରେ ନିବେଦିତା ଙ୍କ ବାପ ଘର ଲୋକ ମାନେ ତାଙ୍କ ଶାଶୁ ଘର ଲୋକ ଙ୍କ ନାମ ରେ ଯୌତୁକ ଜନିତ ହତ୍ୟା ର ଅଭିଯୋଗ ଆଣି ଥିଲେ।ଏବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଘଟଣା ବିଷୟ ରେ ଅଧିକ ରୁ ଅଧିକ ତଥ୍ୟ ମିଳି ପାରିବ ବୋଲି ସୂଚନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.