Movie prime

ବଲିଉଡ୍ ଅଭିନେତ୍ରୀ କିଆରା କୁ ବାହା ବେଇ କାନ୍ଦୁଛନ୍ତି ଏହି ହିରୋ, ସବୁଦିନ ସ୍ତ୍ରୀ ପାଇ ରୋଷେଇ କରି କରି ଯାଉଚି ଦିନ

 
Special Report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଙ୍କୁ କିଏ ବା ନ ଜାଣେ।ସେ ବଲିଉଡ ର ଜଣେ ଜଣେ ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ।ଆଜି ଉଭୟ ବଲିଉଡ ରେ ଲୋକ ଙ୍କ ଠାରୁ ଖୁବ୍ ପ୍ରଶଂସା ପାଇ ସାରିଲେଣି।
Special report
ଏବେ ଏହି ବର୍ଷ ଫେବୃଆରୀ ମାସ ରେ ବିବାହ କରିଥିଲେ।ବିବାହ ପରେ ସେମାନେ ବହୁତ ହସ ଖୁସି ରେ ଥିବାର ସୂଚନା ମିଳିଛି।ଲୋକ ମାନେ ତାଙ୍କ ଯୋଡି କୁ ଖୁବ୍ ପ୍ରଶଂସା କରୁଛନ୍ତି।ଆଉ କହୁଛନ୍ତି କୀଆରା ଓ ସିଦ୍ଧାର୍ଥ କେବଳ ଦୁହେଁ ଦୁହିଁଙ୍କ ପାଇଁ ବନିଛନ୍ତି।
କିନ୍ତୁ ଆଜି ଆମେ କିଆରା ଙ୍କ ବିଷୟ ରେ ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।କିଆରା ଓ ସିଦ୍ଧାର୍ଥ ଗତ ଚାରି ବର୍ଷ ହେଲାଣି ସମ୍ପର୍କ ରେ ରହି ଆସି ଥିଲେ।
Special report
ହେଲେ ଶେଷ ରେ ୨୦୨୩ ମସିହା ଫେବୃୟାରୀ ମାସ ରେ ସେମାନେ ପରସ୍ପର କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।ଏବେ ସେମାନଙ୍କ ବିବାହ ତ ଛଅ ମାସ ବିତି ଯାଇଚି।ହେଲେ ଏ ଯାଏଁ କିଆରା ତାଙ୍କ ଘରେ ରୋଷେଇ କରି ନାହାନ୍ତି।ଯାହାକୁ ଶୁଣିଲେ ଆପଣ ମାନେ ଚକିତ ହେବେ।
ସୂଚନା ଅନୁସାରେ କିଆରା କିଛି ଦିନ ତଳେ ଗଣ ମାଧ୍ୟମ କୁ ଏକ ସାକ୍ଷାତକାର ଦେଉଥିଲେ।ଏଥିରେ ସେ ନିଜ ସ୍ଵାମୀ ସିଦ୍ଧାର୍ଥ ଙ୍କ ବିଷୟ ରେ କହିଥିଲେ।ସେ କହିଥିଲେ କି ଆମ ବିବାହ ର ଏତେ ଦିନ ବିତି ଯାଇଥିଲେ ବି ମୁ ଏ ଯାଏଁ ରୋଷେଇ ଘରେ ପ୍ରବେଶ କରି ନାହିଁ।
Special Report
ସବୁବେଳେ ତାଙ୍କ ସ୍ଵାମୀ ତାଙ୍କୁ ରୋଷେଇ କରି ଦିଅନ୍ତି।ଆଉ ସିଦ୍ଧାର୍ଥ ବି ବହୁତ ଭଲ ରୋଷେଇ କରନ୍ତି।ସେ କରିଥିବା ଖାଦ୍ୟ ର ସ୍ଵାଦ ଆପଣ ମାନେ ଆଉ କେଉଁଠି ବି ପାଇବେ ନାହିଁ।ଏହା ଶୁଣିଲା ପରେ କିଆରା ତାଙ୍କ ପ୍ରଶଂସକ ମାନେ ଅନେକ କଥା କହିଥିଲେ।
Special Report
ସୋସିଆଲ ମିଡିଆରେ ରେ କୁହା ଯାଉଚି କି ସିଦ୍ଧାର୍ଥ ଏବେ ଭାବୁ ଥିବେ କାହିଁକି ସେ କିଆରା ଙ୍କୁ ବିବାହ କଲେ।ବିବାହ ପରେ ତାଙ୍କୁ ରୋଷେଇ କରିବାକୁ ପଡ଼ୁଚି।ଯାହାକି ତାଙ୍କୁ ବହୁତ କଷ୍ଟ ଦେଉଥିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.